ସୁନ୍ଦରତାରେ Divya Bharti ଙ୍କୁ ବି ପଛରେ ପକାଇ ଦିଅନ୍ତି ତାଙ୍କ ଭଉଣୀ କାୟନାତ, କରି ସାରିଛନ୍ତି ଏହି ସବୁ ଫିଲ୍ମରେ କାମ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଜଗତରେ ଅନେକ ସୁନ୍ଦରୀ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ନିଜର ସୌନ୍ଦର୍ଯ୍ୟ ରେ ଲୋକ ମାନଙ୍କ ର ହୃଦୟ ଜିଣିବାରେ ସଫଳ ମଧ୍ୟ ହୋଇଛନ୍ତି । ଏହା ସହ ଏମିତି କିଛି ଅଭିନେତ୍ରୀ ଥାଆନ୍ତି ଯେଉଁମାନେ ଏଭଳି କାମ କରନ୍ତି ଯାହା ଦ୍ୱାରା ସେମାନେ ସବୁଦିନ ପାଇଁ ଲୋକ ମାନଙ୍କ ହୃଦୟ ରେ ବସି ରୁହନ୍ତି ।


ତେବେ ସେହି ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ନବେ ଦଶକ ରେ ଜଣେ ଏଭଳି ସୁନ୍ଦରୀ ଅଭିନେତ୍ରୀ ଥିଲେ ଯିଏ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ରେ ଲୋକ ମାନଙ୍କ ର ହୃଦୟ ରେ ରାଜ କରିଥିଲେ ତେବେ ସେହି ଅଭିନେତ୍ରୀ ହେଉଛନ୍ତି ଦିବ୍ୟା ଭାରତୀ । ତେବେ ଦିବ୍ୟା ଏକ ବର୍ଷ ରେ ସବୁ ଲୋକଙ୍କ ମନରେ ନିଜର ଘର କରି ବାରେ ସଫଳ ହୋଇ ଯାଇଥିଲେ ଏବଂ ତାଙ୍କୁ ଶ୍ରୀଦେବୀ ଙ୍କ ସହ ମଧ୍ୟ ତୁଳନା କରା ଯାଉଥିଲା ।

ତେବେ ଦୁର୍ଭାଗ୍ୟ ବଶତଃ ୧୯୯୩ ମସିହାରେ ଆଠ ମହଲା ରୁ ତଳେ ପ-ଡି ତାଙ୍କର ଅ-କା-ଳ ମୃ-ତ୍ୟୁ ହୋଇ ଯାଇଥିଲା । ତେବେ ଏହା ଏକ ରହସ୍ୟ ମୃତ୍ୟୁ ହୋଇ ରହି ଯାଇଛି ଯାହା ଆଜି ପର୍ଯ୍ୟନ୍ତ କେହି ଜାଣି ପାରୁ ନାହାଁନ୍ତି । ତେବେ ଦିବ୍ୟା ଭାରତୀ ଙ୍କ ର ଜଣେ କଜନ ଭଉଣୀ ଅଛନ୍ତି ତାଙ୍କ ନାମ ହେଉଛି କାୟନାତ ଆରୋଡା ।


ତେବେ କାୟନାତ ମଧ୍ୟ ନିଜ ଭଉଣୀ ଭଳି ସୌନ୍ଦର୍ଯ୍ୟ ରେ କାହାଠାରୁ କମ ନୁହେଁ ଏବଂ ସେ ଜଣେ ମଡେଲ ଏବଂ ଅଭିନେତ୍ରୀ ମଧ୍ୟ । ତେବେ ସେ ପଞ୍ଜାବୀ ସିନେମା ରେ ସେ ଲୋକମାନଙ୍କ ହୃଦୟ ରେ ରାଜ କରୁଛନ୍ତି ଏବଂ ଲୋକମାନେ ତାଙ୍କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।


ତେବେ ସେ ବଲିଉଡ ରେ ୨୦୧୦ ରେ ଖଟା ମିଠା ସିନେମା ରେ ଏକ୍ ଗୀତ ରୁ ଡେବ୍ୟୁ କରିଥିଲେ ଏବଂ ପରେ ୨୦୧୩ ରେ ଆସିଥିବା ଗ୍ରାଣ୍ଡ ମସ୍ତି ରେ ସେ କାମ କରିଥିଲେ ଏବଂ ଏହି ସିନେମା ଟି ବହୁତ ଭଲ ରୋଜଗାର କରିଥିଲା ଏବଂ ହିଟ ମଧ୍ୟ ହୋଇଥିଲା ଏବଂ ୧୩୬ କୋଟି ଟଙ୍କା ରୋଜଗାର କରିଥିଲା । ତେବେ କାୟନାତ ମଧ୍ୟ ନିଜ ଭଉଣୀ ଙ୍କ ଭଳି ସୌନ୍ଦର୍ଯ୍ୟ ଏବଂ ଅଭିନୟ ରେ କାହାଠାରୁ କମ ନୁହେଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *