ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁରର ଦୀପିକା ମାମଲାରେ ନୂଆ ମୋଡ ଆସିଛି । ଦୀର୍ଘ ଦିନ ଧରି ଘରେ ତାଲା ପକାଇ ଘର ଛାଡି ଚାଲିଯାଇଥିବା ଦୀପିକା ଶାଶୁ ଶ୍ୱଶୁର ଘରକୁ ଫେରିଛନ୍ତି । ଦୀପିକା ଲଗାଇଥିବା ପାଲକୁ କାଢି ଦେବା ସହ ତାଲା ଖୋଲି ଘରକୁ ଯାଇଛନ୍ତି ପରିବାରଲୋକେ । ପ୍ରେମିକ ଦୀନେଶଙ୍କ ଘର ଆଗରେ ୬୦ରୁ ଅଧିକ ଦିନ ଧରି ଧାରଣାରେ ବସିଛନ୍ତି ଦୀପିକା । ଦୀନେଶଙ୍କ ପରିବାର ଲୋକେ ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରୁନାହାନ୍ତି ।
ଏହାକୁ ନେଇ ଦୀନେଶଙ୍କ ପରିବାର ଲୋକଙ୍କ ସହ ବିବାଦ ବଢିଛି । ଏ ନେଇ ସ୍ଥାନୀୟ ଥାନାରେ ଏତଲା ମଧ୍ୟ ହୋଇଛି । ଏହାପରେ ବି ବିବାଦର ସମାଧାନ ହୋଇପାରୁନି । ତେବେ ଦୀର୍ଘ ଦିନ ଧରି ଘରେ ତାଲା ପକାଇ ଘର ଛାଡି ଚାଲିଯାଇଥିବା ଦୀପିକା ଶାଶୁ ଶ୍ୱଶୁର ଘରକୁ ଫେରିଛନ୍ତି । ଦୀପିକା ଲଗାଇଥିବା ପାଲକୁ କାଢି ଦେବା ସହ ତାଲା ଖୋଲି ଘରକୁ ଯାଇଛନ୍ତି ପରିବାର ଲୋକେ ।
ସେପଟେ ପ୍ରେମିକ ଦୀନେଶଙ୍କ ଘର ଆଗରେ ଦୀର୍ଘ ୬୦ରୁ ଅଧିକ ଦିନ ଧରି ଧାରଣାରେ ବସିଛନ୍ତି ଦୀପିକା । ଦୀନେଶଙ୍କ ପରିବାର ଲୋକେ ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରୁନାହାନ୍ତି । ଏହାକୁ ନେଇ ଦୀନେଶଙ୍କ ପରିବାର ଲୋକଙ୍କ ସହ ବିବାଦ ବଢିଛି । ଏହାସହିତ ଥାନାରେ ଏତଲା ମଧ୍ୟ ହୋଇଛି । ତେବେ ଦିନେଶ ଙ୍କ ଜେଜେ ମା’ ଙ୍କ ଉପରେ ହାତ ବାଜୁନଥିଲା କି ଗୋଡ ମଧ୍ୟ ବାଯୁ ନଥିଲା ତଥାପି ସେ କାନ୍ଦୁଛନ୍ତି ତଥା ବାହୁନୁଛନ୍ତି ।
ମିଛରେ ମିଛରେ କହିଥିଲେ ମା’ ମାରିଦେଲା ଲୋ ଆଉ ଏହାପରେ ଜେଜେ ମା’ କହିଛନ୍ତି ଯେ ସେ କୁଆଡେ ଦୀପିକା ଙ୍କ ପାଲ ଚିରିଲା ବେଳକୁ ସେ ତାଙ୍କୁ ମାରିଲେ । ତେବେ ନାରୀ ହୋଇ ଆଉ ଗୋଟିଏ ନାରୀ କୁ ଏଭଳି ଅତ୍ୟାଚାର କରିବାକୁ କେମିତି ଆଗଉଛନ୍ତି ? ନିଜ ପୁଅ କୁ ଲୁଚାଇ ତଥା ଘଣ୍ଟ ଘୋରାଇ ଗୋଟିଏ ନାରୀ କୁ ନାନା ପ୍ରକାରର ନିନ୍ଦା ଅପବାଦ ଦେଇ ଚାଲିଛନ୍ତି ।
ତେବେ ପରେ ଦିନେଶ ଙ୍କ ମାଆ ଆସି ମିଡ଼ିଆ ଆଗରେ କହୁଛନ୍ତି କି ମୋତେ ଏ ଝିଅ ପଇସା ମାଗୁଛି ଘର ମାଗୁଛି ।
ତେବେ ଏ ଝିଅ ଭଲ ନୁହେଁ ଫାଲତୁ କାମ କରୁଛି ଏଇଠି ବସିକରି ଯଦି ସେ ଏତେ ସତ ତେବେ ମୋତେ ଆଗ ଡ଼ିଏନଏ ରିପୋର୍ଟ ଦେଖାଉ ତାପରେ ମୁଁ ନିଷ୍ପତ୍ତି ନେଇଯିବି ସଙ୍ଗେ ସଙ୍ଗେ । ମୋତେ ରିପୋର୍ଟ ଆଗ ଦେଖାଉ ତାପରେ ମୁଁ କଥା ହେବି । ତେବେ ଏହି ପରି ଭାବରେ ମିଡ଼ିଆ ଆଗରେ ଦୀପିକା ଏବଂ ଦିନେଶ ଙ୍କ ମାଆ ଙ୍କ ଭିତରେ ଝଗଡା ଲାଗି ରହିଛି ।
ତେବେ ନିଜ ଛୁଆ ଙ୍କୁ ବାପା ର ପରିଚୟ ଦେବା ପାଇଁ ଆଖିଆପିଆ ଦିନ ରାତି ଧାରଣା ଦେଇଥିବା ଗୋଟିଏ ନାରୀର କାହାଣୀ । ଆଜି ବର୍ଷା ରେ ବ୍ରହ୍ମପୁର ସହର ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇଯାଇଛି । ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି ଆଉ ଠିକ ଏହି ସମୟର ସୁଯୋଗ ନେଇ ଦୀପିକା ଙ୍କ ଶାଶୁଘର ଲୋକେ କିଭଳି ଭାବରେ ଦୀପିକା ଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।