‘ଦୀପାବଳି ରେ ନବ ଦାସ ଘରେ ବାଣ ଫୁଟା ହୁଏନି, ସେ ବାଣ ଶବ୍ଦକୁ ଡରେ, କାହିଁକି ନା ସେ ମୋ ଭାଇକୁ…’: Minati Bahidar

ଦର୍ଶକ ବନ୍ଧୁ ନବ ଦାସ ହତୟଆକାଣ୍ଡକୁ ନେଇ ଏବେ ସାରା ଓଡିଶାରେ ଚହଳ ପଡିଛି ଅନ୍ୟ ପଟେ ରାଜନୀତି ମାହୋଲରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ତେବେ ନବଙ୍କ ହତୟଆକାରୀ ଗୋପାଳ ଦାସ ଏବେ ଚୌଦ୍ଵାର ଜେଲରେ ଅଛି ଏବଂ ଅନ୍ୟ ପକ୍ଷେ ଯଦି ଦେଖିବା ଆସନ୍ତା ମାସରେ ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନ ହେବାକୁ ଯାଉଛି । ଏହି ଉପ ନିର୍ବାଚନ ପାଇଁ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ବିଜେଡି ଟିକେଟ ଦେଇପାରେ ବୋଲି କୁହା ଯାଉଛି ।

ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ମିନତୀ ବହିଦାର ଗଣମାଧ୍ୟମ ସାମ୍ନାକୁ ଆସି ଏକ ସାଂଘାତିକ ବୟାନ ଦେଇଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିନତୀ ବହିଦାର ଗଣମାଧ୍ୟମ ଆଗରେ କହିଛନ୍ତି-‘ଦୀପାଳି ଦାସକୁ ଏଥର ଦେବେ 2023ରେ ଦେଇପାରନ୍ତି ହେଲେ 2024ରେ ଦେବେ କଣ ବିଜେଡିର ଚାନ୍ସ ନାହିଁ ଦୀପାଳିକୁ କଣ ଦେବେ ।

2024ରେ ବିଜେଡି ଭାବୁ ତାର ଚାନ୍ସ ନାହିଁ । ଯଦି ସଦାମ ହୁସେନ ଭଳିଆ ଗୋଟେ ହନ୍ତା ନା ଯେମିତି ନଳାରେ ପଶିଥିଲା ତାର କେତେ ସମ୍ପତ୍ତି ସେ ସୁନାର ପାଇଖାନା କରିଥିଲା ଆର କଣ ସମ୍ପତ୍ତି । ନିଜ ଜ୍ଵାଇଁକୁ ଯିଏ ଗୁଳି କରି ମାରିଦେଇଥିଲା ତାର କଣ ହେଲା ସେ ଯେମିତି ହେଲା ଏମାନଙ୍କର ବି ସେମିତି ହେବ । ସେ ଭୀଷଣ ଗର୍ବୀ ମାଆ-ଝିଅଙ୍କର ଏତେ ଗର୍ବ ଯିଏ ନ ଦେଖିଛି ସେ ଜାଣିନି ।

ସବୁ ଲୁଟ ପାଟ ଆଉ କଣ କହିବି । ତା ବୋପା ବେଦାନ୍ତରୁ ଟଙ୍କା ଆଣୁ ଥିଲା ସେ ଟଙ୍କା ବାଉଣ୍ଡ କରିବେ । ଯିଏ ପାର୍ଟନର ଥିଲା ସେ ଅବଜେକସନ କଲେ ଏମାନଙ୍କର ସେମାନେ ବିହାରୀ ଗୁଣ୍ଡା ସବୁ ଅଛନ୍ତି ନା । ଦେଖନ୍ତୁ ଗୋଟେ ଲୋକ ମଲା କେମିତି ଦେଖନ୍ତୁ ଏତେ ସେକୁରେଟି ଏତେ ସବୁ ତା ଘରେ ଦୀପାବଳିରେ ବାଣ ଫୁଟା ହୁଏନି । ସେ ଡଋ ଯାଏ ସେଥିପାଇଁ ସେ କୁହେ ଦୀପାବଳିରେ ମୋ ଘରେ ବାଣ ଫୁଟିବନି ।

ଏତେ ସେକୁରେଟି ସବୁ ଥାଇ ବି ଶ୍ରୀ କୃଷ୍ଣ ଯେମିତି ବଦ୍ଧ କରିଥିଲେ ଠିକ ସେମିତି ଫଟ କି ଗୁଳି ମାଡ ହେଲା ସେ ମରିଗଲା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *