Vastu Shastra- ଦୀପାବଳି କିମ୍ବା ଧନତେରସ ଦିନ ଏହି 7 ଜିନିଷ ଘରୁ କାହାକୁ ବି ଦିଅନ୍ତୁ ନାହିଁ, ହେଇଯିବେ ଭିକାରୀ

ନମସ୍କାର ବନ୍ଧୁଗଣ ତେବେ ଆଗକୁ ଆସୁଛି ଦୀପାବଳୀ । ଦୀପାବଳୀ ହେଉଛି ଆଲୋକ ରୋଷଣୀ ର ପର୍ବ ଏବଂ ଏହି ଦିନ ମାତା ଲକ୍ଷ୍ମୀ ଙ୍କୁ ଆରାଧନା ମଧ୍ୟ କରଯାଏ । ତେବେ ଏହି ଦିନ ମାତା ଲକ୍ଷ୍ମୀ ଏବଂ ଶ୍ରୀଗଣେଶ ଙ୍କୁ ମଧ୍ୟ ପୂଜା ଅର୍ଚ୍ଚନା କରାଯାଏ ତେବେ ଏହି ଦିନ ସବୁ ସାଙ୍ଗ ସାଥି ଗୁରୁଜନ ପରିବାର ଵର୍ଗ କୁ ଉପହାର ପ୍ରଦାନ କରାଯାଇ ଥାଏ । ତେବେ ଏଭଳି କିଛି ଜିନିଷ ରହିଛି ଯାହାକୁ କେବେବି ଦୀପାବଳୀ ଦିନ କାହାକୁ ଉପହାର ରୂପରେ ଦେବା ଉଚିତ ନୁହେଁ ।

କାରଣ ଏହା ଦ୍ୱାରା ଆପଣଙ୍କ ଠାରୁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଉଠନ୍ତି ଏବଂ ଆପଣଙ୍କ ଧନ ରତ୍ନ ମଧ୍ୟ କମିଯାଇଥାଏ । ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ମାନଙ୍କ ବିଷୟ ରେ । ୧- ତେବେ ପ୍ରଥମ ଜିନିଷ ହେଉଛି କୌଣସି ବି ଷ୍ଟିଲ କିମ୍ବା ପିତ୍ତଳ ର ଜିନିଷ ଗୁଡିକ କିମ୍ବା ବାସନ ଗୁଡିକ କୁ କାହାକୁ ବି ଉପହାର ରେ ପ୍ରଦାନ କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ଆପଣଙ୍କ ଧନ ରତ୍ନ ହାନି ହେବା ସହ ଅଶୁଭ ମଧ୍ୟ ହୋଇଥାଏ ।

୨- ଦ୍ଵିତୀୟ ରେ ହେଉଛି ଏହିଦିନ ସମସ୍ତେ ଅନ୍ୟକୁ କପଡା ଉପହାର କରିଥାନ୍ତି ତେବେ କପଡା ଦେବା ବେଳେ ଧ୍ୟାନ ଦେବେ ଯେପରି ଏହା ସିଲକ ନ ହୋଇ ଥିବ । କାରଣ ସିଳ୍କ କପଡା ଏହି ଦିନ ପ୍ରଦାନ କରିବା ଉଚିତ ନୁହେଁ । ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଯାଇଥାନ୍ତି ।

୩- ତୃତୀୟ ରେ ହେଉଛି ଏହି ଦିନ ମାତା ଲକ୍ଷ୍ମୀ ଏବଂ ଶ୍ରୀଗଣେଶ ଙ୍କ ର ଖୁବ ଶୁଭ ମୁହୂର୍ତ୍ତ ରହିଥାଏ ତେବେ କୌଣସି ବ୍ୟକ୍ତି କୁ ଆପଣ ଶ୍ରୀଗଣେଶ ଏବଂ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି କୁ ଉପହାର ରେ ଦିଅନ୍ତୁ ନାହିଁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ପଳେଇବେ ।

୪- ଚତୁର୍ଥ ରେ ହେଉଛି ଆପଣ ନିଜ ଘରକୁ ଦୀପାବଳୀ ଦିନ ସୁନା କିମ୍ବା ରୂପାର ଗହଣା କିମ୍ବା ମୁଦ୍ରା ଆଣନ୍ତୁ ଏହା ଖୁବ ଶୁଭ କିନ୍ତୁ ଏହାକୁ ଅନ୍ୟ କାହାକୁ ପ୍ରଦାନ କରନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ ଏବଂ ଆପଣଙ୍କ ଘରେ ଧନ ରତ୍ନ ର ଅଭାବ ମଧ୍ୟ ହୁଏ ।

୫- ପଞ୍ଚମ ରେ ହେଉଛି ଆପଣ ଦୀପାବଳୀ ଆଗରୁ ହିଁ ନିଜ ଘରକୁ ତେଲ ନେଇ ଆସନ୍ତୁ ଏବଂ ଏହି ତେଲ କୁ କାହାକୁ ଦିଅନ୍ତୁ ନାହିଁ । ଆପଣ ତେଲ ଦେଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ ଆପଣଙ୍କ ଘର ଛାଡ଼ି ପଳେଇ ମଧ୍ୟ ଯିବେ ।

୬- ଷଷ୍ଠ ରେ ହେଉଛି ରୁମାଲ । ତେବେ କୁହାଯାଏ ରୁମାଲ କୁ କେବଳ ନିଜ ବ୍ୟବହାର ପାଇଁ ଆଣିବା ଉଚିତ କେବେବି ଅନ୍ୟ ପାଇଁ ଆଣି ତାକୁ ଉପହାର ଭାବରେ ପ୍ରଦାନ କରିବା ଉଚିତ ନୁହେଁ ଏହା ଅଶୁଭ ବୋଲି କୁହାଯାଏ ।

୭- ସପ୍ତମ ରେ ହେଉଛି ଏହି ଦୀପାବଳୀ ଦିନ କାହାକୁ କଳା ରଙ୍ଗର ଵସ୍ତୁ କିମ୍ବା କଳା ରଙ୍ଗର କପଡ଼ା ଉପହାର ରେ ଦେବା ଉଚିତ ନୁହେଁ । ଦୀପାବଳୀ ଦିନ ଏହି ରଙ୍ଗ ଅଶୁଭ ହୋଇଥାଏ ତେଣୁ ଏହାକୁ ଉପହାର ରେ ଦେବା ଉଚିତ ନୁହେଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *