ଦିନେ ନିଜ ବଡ ଝିଅଙ୍କୁ ବିବାହ କରିବାକୁ ଚାହୁଁଥିଲେ Mahesh Bhatt, କରିଥିଲେ ଲିପ ଲକ, ଏବେ ହେବାକୁ ଦେଉ ନାହାଁନ୍ତି ସାନ ଝିଅର ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଫିଲ୍ମ ମେକର ମହେଶ ଭଟ୍ଟଙ୍କୁ ନିଶ୍ଚୟ ଜାଣି ଥିବେ । ମହେଶ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ମହେଶ ସଫଳତା ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ମହେଶ ନିଜ ପର୍ଶନାଲ ଲାଇଫ ଓ ବିବାଦ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ ମହେଶଙ୍କର ଦୁଇଟି ଝିଅ ଅଛନ୍ତି । ପ୍ରଥମ ଝିଅ ହେଉଛନ୍ତି ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟ । ପୂଜା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ କାମ କରିଛନ୍ତି ଓ ସୁନାମ ଅର୍ଜନ କରିଛନ୍ତି । ମହେଶଙ୍କ ସାନ ଝିଅ ଆଲିୟା ଭଟ୍ଟ ବହୁତ କମ ବର୍ଷ ବୟସରେ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଆଲିୟା ବଲିଉଡ ଅଭିନେତା ରଣବିର କପୁରଙ୍କ ସହ ଲଭ ରିଲେସନରେ ଅଛନ୍ତି ।

ସୋ-ସି-ଆ-ଲ ମି-ଡି-ଆରେ ଏହି ଦୁଇଜଣଙ୍କ ଲଭ ଅଫେୟାରକୁ ନେଇ ବହୁତ ଚର୍ଚା ହେଉଛି । ଏହି ଦୁଇଜଣଙ୍କ ବିବାହ ଖବର ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଏହି ଦୁଇଜଣଙ୍କ ବିବାହକୁ ନେଇ ମହେଶ ଭଟ୍ଟଙ୍କର ଏକ ବଡ ବୟାନ ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ମି-ଡି-ଆ ରିପୋର୍ଟସ ଅନୁସାରେ ମହେଶ ନିଜ ଝିଅ ଆଲିୟାଙ୍କ ପାଇଁ ବହୁତ ଭାବନାତ୍ମକ ଅଛନ୍ତି ଓ ସେ ଚାହୁଁ ନାହାନ୍ତି ତାଙ୍କ ଝିଅ ଏତେ ଶୀଘ୍ର ବିବାହ କରୁ । ମହେଶ ନିଜ ସାନ ଝିଅ ଆଲିୟାକୁ ବହୁତ ଅଧିକ ଭଲ ପାନ୍ତି ଓ ସେ ଆଲିୟାଙ୍କୁ ନିଜ ଠାରୁ ଦୂରେଇବାକୁ ଚାହୁଁ ନାହାନ୍ତି ।

ବନ୍ଧୁଗଣ ମହେଶଙ୍କ ଏହି ବୟାନ ବିଷୟରେ ଗତ କିଛି ଦିନ ପୂର୍ବରୁ ଆଲିୟା ଏକ ଇଣ୍ଟର୍ବ୍ୟୁରେ କହିଥିଲେ । ବନ୍ଧୁଗଣ ସେହି ଇଣ୍ଟର୍ବ୍ୟୁରେ ଆଲିୟା ନିଜ ବାପାଙ୍କ ବିଷୟରେ କହିଥିଲେ, ମହେଶ ବେଳେବେଳେ ଆଲିୟାଙ୍କୁ ବାଥୃମ ଭିତରେ ବନ୍ଦ କରିଦେବାର ମଧ୍ୟ ଧମକ ଦିଅନ୍ତି । ବିବାହ କଥା ଉଠିଲେ ମହେଶ ଆଲିୟାଙ୍କୁ ବାଥୃମରେ ବନ୍ଦ କରିଦେବା ପାଇଁ ପ୍ରସ୍ତୁତ ଅଛନ୍ତି ହେଲେ ନିଜ ଠାରୁ ଦୂରେଇବା ପାଇଁ ଚାହୁଁ ନାହାନ୍ତି ।

ବନ୍ଧୁଗଣ ମହେଶଙ୍କର ଜୀବନ ବିବାଦରେ ଘେରି ରହିଛି । କିଛି ବର୍ଷ ପୂର୍ବରୁ ଷ୍ଟାରଡଷ୍ଟ ମେଗାଜିନ ପାଇଁ ମହେଶ ନିଜ ବଡ ଝିଅ ପୂଜା ଭଟ୍ଟ ସହ ଲିପ୍ ଲକ୍ କରି ଫଟୋସୁଟ କରିଥିଲେ । ସେହି ମାଗାଜିନର କଭର ଫଟୋରେ ଏହି ଦୁଇଜଣ ପରସ୍ପରକୁ ଚୁମ୍ବନ କରୁଥିବାର ନଜର ଆସିଥିଲେ । ସେବେଠାରୁ ମହେଶ ଓ ପୂଜା ଅନେକ ବିବାଦରେ ଘେରି ରହିଛନ୍ତି ।

ବନ୍ଧୁଗଣ ମହେଶ ଗୋଟେ ଇଣ୍ଟର୍ବ୍ୟୁରେ କହିଥିଲେ ସେ ତାଙ୍କ ବଡ ଝିଅ ସହ ବିବାହ କରିବାକୁ ଚାହୁଁ ଛନ୍ତି । ଏହି ବୟାନ ପାଇଁ ବି ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *