ଦିବ୍ୟାଙ୍ଗ ବେପାରୀଙ୍କ ଠୁ କାକୁଡି ଖାଇଲେ Sura Routray, ଆଉ ସ୍କୁଟି କରେଇଦେବାର ପ୍ରତିଶୃତି ଦେଲେ ଆଉ କହିଲେ…

ଦର୍ଶକ ବନ୍ଧୁ ଆମ ଓଡିଶା ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଆଉ ରାଜନୀତି କହିଲେ ଏଠି ତିନୋଟି ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସ । ଗୋଟେ ପରେ ବିଜେଡି ଓଡିଶାର ଶାସନ ଭାର ସମ୍ଭାଳୁଛି ତ ବିଜେପି ଦେଶର ଶାସନ ଭାର ସମ୍ଭାଳୁଛି । ଅନ୍ୟ ପକ୍ଷେ କଂଗ୍ରେସ ଆସନ୍ତା ବର୍ଷ ନିର୍ବାଚନ ଜିତିବା ଲାଗି ପ୍ରଚେଷ୍ଟା ଚଲାଇଛି । ତେବେ ବନ୍ଧୁଗଣ କଂଗ୍ରେସ ଦଳ କଥା ଉଠିଲା ମାନେ ଆପଣ ମାନେ କଂଗ୍ରେସ ଦଳରେ ଥିବା ସମସ୍ତ ବିଧାୟକ ମାନଙ୍କୁ ନିଶ୍ଚିତ ଜାଣିଥିବେ ।

ହେଲେ ଆପଣ ମାନଙ୍କ ମନରେ ସର୍ବ ପ୍ରଥମେ ଗୋଟିଏ ବିଧାୟକଙ୍କ ନାଁ ଆସିବ ଆଉ ତାହା ହେଉଛନ୍ତି ଆମ ସୁର ରାଉତରାୟ ବା ସୁର ଭାଇ । ବନ୍ଧୁଗଣ ସୁର ଭାଇ କଂଗ୍ରେସ ଦଳରେ ଦୀର୍ଘ ବର୍ଷ ହେବ ବିଧାୟକ ରୂପେ କାର୍ଯ୍ୟ କରୁଛନ୍ତି ଏବଂ ସେ ଜଟଣୀ ଜିଲ୍ଲାର ବିଧାୟକ ଅଟନ୍ତି ।

ସୁର ଭାଇଙ୍କୁ ସାରା ଓଡିଶା ଜାଣିଛି । ସେ ସବୁବେଳେ ରୋକ ଠୋକ କଥା କୁହନ୍ତି ସେ କାହାକୁ ବି ଭୟ କରନ୍ତି ନାହିଁ । ଆଉ ଗୋଟେ ବଡ କଥା ହେଉଛି ସୁର ଭାଇଙ୍କ ଲାଇଫ ଷ୍ଟାଇଲ ସେ ନିଜ ଲାଇଫ ଷ୍ଟାଇଲ ପାଇଁ ମଧ୍ୟ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । ତେବେ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ନୂଆ ଭିଡିଓ ମୋବାଇଲ ରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ଦେଖିଲେ ଆପଣ ମାନେ ନିଶ୍ଚୟ ଖୁସି ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ  । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ସୁର ଭାଇ ଏକ କାକୁଡି ଦୋକାନ ଯାଇ କାକୁଡି ଖାଉ ଥିବାର ନଜର ଆସୁଛନ୍ତି । କାକୁଡି ବେପାରୀ ଜଣକ ଦିବ୍ୟାଙ୍ଗ ଅଟନ୍ତି ।

ଆଉ ସେ ସୁର ଭାଇଙ୍କୁ ଦେଖି ତାଙ୍କ ପାଦ ଛୁଇଁ କହୁଛନ୍ତି ସରକାର ସମସ୍ତଙ୍କୁ ସ୍କୁଟି ଦେଉଛନ୍ତି ହେଲେ ମତେ ଦେଉ ନାହାନ୍ତି । ଏହା ଶୁଣିବା ପରେ ସୁର ଭାଇ କହୁଛନ୍ତି ମୁଁ ତମ ପାଇଁ ସ୍କୁଟି କରେଇ ଦେବି । ତେବେ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *