ଓଡିଶାର ନୂଆ ସ୍ଵରର Dibya Sai vs Udit Narayan, ‘ଚିଠି ମୋର ଆସିଲାନି…’ ଦେଖନ୍ତୁ ଏହି ମଜାଦାର Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ତଥା ସିନେମା, ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ । ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ପ୍ରତିଭା ରହିଛି ।


ତେବେ କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା । କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି ।

ତେବେ ଏହି ଗୁଣ ଗୁଡ଼ିକ ସବୁକୁ ବିଶ୍ୱ ଦରବାରରେ ଛିଡା କରିବା ପାଇଁ ଅନେଇ ରିଆଲିଟି ସୋ ସବୁ ଭିନ୍ନ ଭିନ୍ନ ଟିଭି ରେ ଦେଖିବାକୁ ମିଳୁଛି । ତେବେ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ସିଦ୍ଧାର୍ଥ ଟିଭି ରେ କୁନି ପିଲା ଙ୍କ ପାଇଁ ଗୀତ ଗାଇବାର ଏକ ସୋ ଚାଲିଛି ଯାହାର ନାମ ହେଉଛି,”ଓଡ଼ିଶାର ନୂଆ ସ୍ୱର ଜୁନିୟର” । ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା କୁନି ତାରକା ମାନଙ୍କୁ ନିଜ ସଂଗୀତ ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି ।

ତେବେ ଏହି ରିଆଲିଟି ମ୍ୟୁଜିକ ସୋ ରେ ଜଜ ଅଛନ୍ତି ବରିଷ୍ଠ କଣ୍ଠଶିଳ୍ପୀ ବିକାଶ ଦାସ , ପ୍ରଜ୍ଞା ଏବଂ ଅର୍ପିତା । ତେବେ ତେବେ ଏହି ସୋ ରେ ଅନେକ କୁନି କୁନି ଗାୟକ ଗାୟିକା ଅଛନ୍ତି ତେବେ ତାଙ୍କ ଭିତରୁ ଦିବ୍ୟ ସାଇ ଦାସ ନାମକ କୁନି ଗାୟକ ଜଣଙ୍କ ଏହି ତିନି ଜଜ ଙ୍କର ହୋସ ଉଡେଇ ଦେଇଛନ୍ତି । ସେ ତାଙ୍କର ସୁମଧୁର ସ୍ୱର ରେ ତିନି ଜଣ ଜଜ ଙ୍କ ସହ ସାରା ଓଡ଼ିଶା କୁ ଆକୃଷ୍ଟ କରିଛନ୍ତି ।

ତେବେ ଦିବ୍ୟସାଇ ଏକ ଗୀତ ଗାଇଥିଲେ ଯାହା ଥିଲା ଏକ ପୁରୁଣା ଆଲବମ ଗୀତ ଗୀତଟି ହେଉଛି ” ଚିଠି ମୋର ଆସିଲାଣି ଆସିବାର ଥିଲା”…. ତେବେ ଏହି ଗୀତ ଟି କୁ ସେ ବହୁତ ସୁନ୍ଦର ଭାବରେ ଗାଇଥିଲେ ଯାହା ସମସ୍ତ ଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା । ତେବେ ଏହି ଗୀତ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ତାଙ୍କୁ ସମସ୍ତେ କୁନି ଉଦିତ ନାରାୟଣ ବୋଲି ମଧ୍ୟ କହୁଛନ୍ତି ।

ତେବେ ଦିବ୍ୟ ସାଇ ବର୍ତ୍ତମାନ ଆଉ ଏକ ଗୀତ ମଧ୍ୟ ଗାଇଛନ୍ତି ଯାହା ହେଉଛି “ତୁ ଚାଲୁଥିଲୁ ତୋ ବାଟରେ” ତେବେ ଏହାକୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *