ପୋଲିସ ହାବୁଡରେ ରସିକିଆ ମାଷ୍ଟର ! ନିଜ ଟ୍ୟୁସନ ଛାତ୍ରୀ ସହ କରିଛି ଏମିତି କାଣ୍ଡ ଶୁଣିଲେ ଆପଣଙ୍କ ମୁଣ୍ଡ ଗରମ ହେଇଯିବ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଓ ଖବର ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଜଣେ ମାଷ୍ଟର ବା ଶିକ୍ଷକ ଦୁଇଟି ଛାତ୍ରୀଙ୍କୁ ଏକ ଘର ଭିତରେ ରଖି ଥିଲା । ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ସମ୍ବଲପୁର ଅନୁଗୁଲିଆ ପଡା ଶୁଭମ କଲୋନୀରେ ଦୁଇ ଛାତ୍ରୀଙ୍କୁ ରଖିଥିଲା । ବନ୍ଧୁଗଣ ଏହି କଲୋନୀରେ ବହୁ ସଂଖ୍ୟାରେ ପରିବାର ରହୁଛନ୍ତି । ପଡୋଶୀ ମାନଙ୍କ କହିବା ମୁତାବକ ମାଷ୍ଟର ସେମାନଙ୍କୁ ନିଜ ଭାଣିଜୀ ଭଳି ପରିଚୟ ଦେଇ ଘରେ ରଖିଥିଲା ।

ମାଷ୍ଟର ପଡୋଶୀ ମାନଙ୍କୁ କହିଥିଲା, ସେହି ଦୁଇଟି ଛାତ୍ରୀ ହେଉଛନ୍ତି ତାର ଭାଣିଜୀ ଓ ସେ ସେମାନଙ୍କୁ ଏଠି ବୁଲେଇବା ପାଇଁ ଆଣିଛି । ଯେଉଁ ଘରେ ସେହି ଦୁଇ ଛାତ୍ରୀଙ୍କୁ ମାଷ୍ଟର ରଖିଥିଲା ତାହା ଥିଲା ଏକ ଆଜବେଷ୍ଟ ଘର । ସେହି ଘରଟି ଗୋଟିଏ ବଖରା ଓ ଘର ଭିତରେ କିଛି ରୋଷେଇ ସାମଗ୍ରୀ ଅଛି । ସେହି ଘର ଭିତରେ ଦୁଇ ଛାତ୍ରୀଙ୍କ ସହ ମାଷ୍ଟର ମଧ୍ୟ ରହୁଥିଲା । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାକୁ ନେଇ ସବୁ ଆଡେ ଚର୍ଚା ଜୋର ସୋର ଚାଲିଛି ।

ଗତ ଡିସେମ୍ବର ୧୯ ତାରିଖ ରାତିରେ ମାଷ୍ଟର ସେହି ଦୁଇ ଛାତ୍ରୀଙ୍କୁ ଆସିଥିଲା । ପଡୋଶୀ ମାନଙ୍କ ମତରେ, ସେହି ଝିଅ ମାନେ କାହା ସହ ମିଶୁ ନଥିଲେ ଓ କଥା ବାର୍ତ୍ତା କରୁଣାଥିଲେ । ଯେହେତୁ ମାଷ୍ଟର ସେମାନଙ୍କୁ ଭାଣିଜୀ କହି ପରିଚୟ ଦେଇଥିଲା ତେଣୁ କେହି ବି ଲୋକ ସନ୍ଦେହ କରୁ ନଥିଲେ । ଗତ କାଲି ରାତିରେ ପୋଲିସ ଆସି ଅଭିଯୁକ୍ତଙ୍କୁ ସେହି ସ୍ଥାନରୁ ଉଠାଇ ଥିଲା ।

ବର୍ତ୍ତମାନ ପୋଲିସ ଛାତ୍ରୀ ମାନଙ୍କୁ ନେଇ ସଖୀ ସେଣ୍ଟରରେ ରଖିଛି । ପଡୋଶୀ ମାନଙ୍କ ମତରେ, ସେହି ଘରଟି ସବୁବେଳେ ବନ୍ଦ ରହୁଥିଲା ତେବେ ସେହି ଘର ଭିତରେ କଣ ହେଉ ଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ପୋଲିସ ବର୍ତ୍ତମାନ ଅଭିଯୁକ୍ତ ମାଷ୍ଟରଙ୍କ ସହ ପଚରା ଉଚରା କରୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *