Dhoni ଭଲ ନା ଖରାପ ? ଝିଅ ‘Ziva’ ଦେଲା ଏମିତି ଜବାବ, କିଣିନେଲା ଫ୍ୟାନ୍ସଙ୍କ ହୃଦୟ, ଭାଇରାଲ ହେଉଛି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମର ବରିଷ୍ଠ ଖେଳାଳି ଏମ ଏସ ଧୋନୀଙ୍କୁ ତ ନିଶ୍ଚୟ ଜାଣିଥିବେ । ଏମ ଏସ ଧୋନୀ ଅନେକ ଥର ନିଜ ଦମଦାର ଖେଳ ପଦର୍ଶନ କରି ଟିମ ଇଣ୍ଡିଆକୁ ବିଜୟ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ବି ବହୁତ ଅଧିକ ରହିଛି । ଏମ ଏସ ଧୋନୀ ଆମ ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତମ କ୍ୟାପଟେନ ଥିଲେ ଆଉ ସେ ଭାରତକୁ ଦ୍ଵିତୀୟ ବିଶ୍ଵ କପ୍ ଭେଟି ଦେଇଥିଲେ ।

ଅବଶ୍ୟ ଏବେ ଧୋନୀ କ୍ରିକେଟ ଠାରୁ ଦୂରେଇ ରହିଛନ୍ତି ହେଲେ ନିଜ ପର୍ଶନାଲ ଲାଇଫ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜ ପରିବାର ପାଇଁ ସେ ଏକ ପର୍ଫେକେକ୍ଟ ଫ୍ୟାମିଲି ମ୍ୟାନର ଦାୟିତ୍ଵ ନେଇଛନ୍ତି । ଗତ କିଛି ଦିନ ତଳେ ଧୋନୀଙ୍କ ଝିଅ ଜିଭା ନିଜ ବାପାଙ୍କ ବିଷୟରେ କିଛି ଏପରି କଥା କହିଛନ୍ତି ଯାହା ଫ୍ୟାନ୍ସ ମାନଙ୍କ ମନ ଜିତି ନେଇଛି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଧୋନୀ ଆଉ ତାଙ୍କ ପତ୍ନୀ ସାକ୍ଷୀ ଅଧିକାଂଶ ସମୟ ନିଜ ଝିଅ ଜିଭାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରନ୍ତି । ଆଉ ଏଭଳି ଏକ ଭିଡିଓ ଗତ କିଛି ଦିନ ତଳେ ସାକ୍ଷୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହି ଭିଡିଓରେ ଜିଭାଙ୍କ ସହ ଧୋନୀ ବେଲୁନରେ ଖେଳୁ ଥିବାର ନଜର ଆସୁଛନ୍ତି । ଭିଡିଓରେ ସାକ୍ଷୀ ନିଜ ଝିଅକୁ ପଚାରୁ ଛନ୍ତି ବାପା ଭଲ ନା ଖରାପ । ଏହାର ଜବାବରେ ଜିଭା କହୁଛି, ଆପଣ ସମସ୍ତେ ବହୁତ ଭଲ । ଏବେ ଧୋନୀ ଆଉ ତାଙ୍କ ଝିଅର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଫ୍ୟାନ୍ସ ମାନେ ବି ଏହି ଭିଡିଓ ଦେଖି ବହୁତ ଖୁସି ହୋଇଛନ୍ତି । ଅନେକ ଲୋକ ଏହି ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *