ଧରା ପଡ଼ିଲା Tunguru ର ମିଛଖେଳ ଭଉଣୀ ନୁହେଁ ଗାଲ ଫ୍ରେଣ୍ଡ ଥିଲା ବର୍ଷା, ନିଜେ ବର୍ଷାକୁ ଫୋନରେ ଯାହା କହିଲା ନା…ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ବହୁତ ଅଜବ ଅଜବ ଘଟଣା ମାନ ସବୁ ଘଟୁଛି । ତେବେ ଆପଣ ମାନେ ଜାଣିଛନ୍ତି ଯେ, ବର୍ଷା ନାମକ ଜଣେ ମହିଳା ଭରତପୁର ଥାନାରେ ଟୁଙ୍ଗୁରୁଙ୍କୁ ନେଇ ସଙ୍ଗୀନ ଅଭିଯୋଗ ଆଣିବା ପରେ ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି । ଦିନରାତି ଆଇ ଲଭ ୟୁ କହି ଗୋଲାପ ଫୁଲ ଦେଇ ଟୁଙ୍ଗୁରୁ ବର୍ଷାଙ୍କୁ ନିଜ ପ୍ରେମ ଜାଲ ରେ ଫସେଇବା ଚେଷ୍ଟା କରିଥିଲେ ଓ ପରେ ବର୍ଷାଙ୍କୁ ଧୋକା ଦେଇ ଆଉ କାହାକୁ ବିବାହ କରି ନେଇଛନ୍ତି ବୋଲି ବର୍ଷା ଅଭିଯୋଗ ଆଣିଥିଲେ ।

କିନ୍ତୁ ଏହି ସମସ୍ତ ଅଭିଯୋଗ କୁ ଟୁଙ୍ଗୁରୁ ମିଥ୍ୟା ବୋଲି କହିଥିଲେ । ଟୁଙ୍ଗୁରୁ ଙ୍କ କହିବାନୁଯାୟୀ, ବର୍ଷା ତାଙ୍କ ନାଁ ରେ ମିଛ ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ବିବାହ କରିବା ନିମନ୍ତେ ଫସାଉଛନ୍ତି । ତାଙ୍କର ଏଥିରେ କୌଣସି ହାତ ନାହିଁ ବୋଲି ଟୁଙ୍ଗୁରୁ ଭୋଳ ସ୍ଵୟଂ ମିଡିଆ ସାମ୍ନା ରେ କହିଥିଲେ । କିନ୍ତୁ ବର୍ତ୍ତମାନ କାହାଣୀ ଏକ ଏଭଳି ମୋଡ଼ ନେଇଛି ଯେଉଁଥିରେ ସତ କଣ ମିଛ କଣ ତାହା ସାମ୍ନା କୁ ଆସିଛି ।

ତେବେ ସୂଚନାଯୋଗ୍ୟ, ମିଡିଆ ସାମ୍ନା ରେ ବର୍ଷା ଟୁଙ୍ଗୁରୁ କୁ ଫୋନ କରିଥିଲେ ଏବଂ ମିଛ ରେ କହିଥିଲେ ଯେ, ସେ ନିଜର ହାତ କାଟି ଦେଇଛନ୍ତି ଏବଂ ଏଥିପାଇଁ ହସ୍ପିଟାଲ ଆସିଛନ୍ତି । ଏହା ସହିତ ବର୍ଷା ଟୁଙ୍ଗୁରୁ ଙ୍କୁ ଫୋନ ରେ ଆପଣ ବୋଲି କହି ସମ୍ବୋଧନ କରିଥିଲେ ଯେଉଁ କାରଣରୁ ଟୁଙ୍ଗୁରୁ ତାଙ୍କ ଉପରେ ରାଗିଥିଲେ । ତେବେ ଏହା ସହିତ ବର୍ଷା ଟୁଙ୍ଗୁରୁ ଙ୍କ ବାପା ଙ୍କୁ ଫୋନ କରି ଟୁଙ୍ଗୁରୁ ଙ୍କୁ ବିବାହ କରିବେ ବୋଲି କହି ଗୁହାରି ମଧ୍ୟ ହୋଇଥିଲେ । କିନ୍ତୁ ତାଙ୍କ ବାପା ମାନି ନଥିଲେ ।

ଏହାର ଉତ୍ତର ରେ ଟୁଙ୍ଗୁରୁ ନିଜେ କହିଛନ୍ତି ଯେ, ସେ କେବଳ ବର୍ଷା ଙ୍କୁ ହିଁ ଭଲ ପାଆନ୍ତି ଏବଂ ତାଙ୍କୁ ବିବାହ କରିବାକୁ ରାଜି ମଧ୍ୟ ଅଛନ୍ତି । ତେବେ ଏହାପରେ ସେ କହିଛନ୍ତି ଯେ, ସେ କେବଳ ବର୍ଷା ଙ୍କୁ ହିଁ ନିଜ ଘରକୁ ବୋହୁ କରି ନେବେ ଓ ସାରା ଓଡ଼ିଶା ତାଙ୍କ ବାହାଘର ଦେଖିବ । ତେବେ ପୂର୍ବରୁ ନିଜକୁ ନିର୍ଦୋଷ ବୋଲି କହୁଥିବା ଟୁଙ୍ଗୁରୁ ଏବେ ସ୍ଵୟଂ ସତ କୁ ଫୋନ ରେ ସ୍ୱୀକାର କରିଛନ୍ତି ।

ତେବେ ଦୁହେଁ ଫୋନ ରେ ଏଭଳି କଥା ହେଉଥିଲେ । ହଁ କଣ କରୁଛୁ । ଏ ଇ ମେଡ଼ିକାଲ ଆସିଥିଲି ବ୍ୟଣ୍ଡେଜ କରିବା ପାଇଁ ହାତଟା । କୋଉଟା ଯୋଉ ହାତଟା ତମ ପାଇଁ କାଟି ଦେଇଛି । କାଟିଲୁ କଣ ପାଇଁ । ଦେଖିଲି ଆଲୋକ ତା ବର୍ଷାକୁ ଛାଡ଼ି କେତେ ସୁନ୍ଦର ସୁଟିଂ କରୁଛନ୍ତି । ଆଉ ବର୍ଷା ଇଜତ ଉପରେ ଆଞ୍ଚ ଆସିଲା ଭଳି ସବୁ କମେଣ୍ଟ କରୁଛନ୍ତି । ଏବେ କେଉଁଠି ଅଛୁ । ଏ ମେଡ଼ିକାଲ ପାଖରେ ଅଛି । କୋଉ ହାତଟା କାଟିଛୁ । ଯୋଉଟା କାଟିଲି ତମର କଣ ଅସୁବିଧା ।

ତମେ ତ ସୁଟିଂରେ ମଜା ନେଉଛ । କଥା ଦେଇ କଥା ରଖି ପାରୁନ । ଓଃ ମୁଁ ଏବେ ଆପଣ ହେଇଗଲି । ମୁଁ ତ ତମେ ବୋଲି କହୁଛି ଆପଣ କେତେବେଳେ କହିଲି । ଛାଡ ଛାଡ ଆଉ କିଛି ନାହିଁ ଆପଣ ହେଇଗଲି ମୁଁ ଆଉ । ତମର ସକାଳୁ କଲ କରିବା ପାଇଁ ଏବେ ମନେ ପଡ଼ିଲା କି । ତମର ସକାଳୁ ଏବେ ମନେ ପଡିଲା । ଏ ବର୍ଷା ଆଲୋକ ପାଇଁ ମରିଥିଲେ ଭଲ ହେଇଥାନ୍ତା । ଆଜି ଏତେ ସବୁ ହେବା ପରେ ଖାଇ ପିଇ ମଜା କରି ସାରି ମତେ କଲ କରୁଛ ।

ମୁଁ ଏବେ ଯାଏ ଖାଇନି । ବୁଝିଲୁ ମତେ ବି ବହୁତ ଭୋକ ହେଲାଣି । ତତେ କହୁଛି ତୋ ହାତରୁ ଯେତିକି ରକ୍ତ ଯାଇଛି ମୋ ପାଖକୁ ଯେତେବେଳେ ଆସିବୁ ତତେ ବହୁତ ବାଡ଼େଇବି । ବାପାଙ୍କୁ ଫୋନ କଲି ସେ ୟାଡୁ ସ୍ୟାଡୁ କହିଲେ । ସାନକୁ ଫୋନ କଲି ଯେ ସେ ବ୍ଲକ କରି ଦେଲା । ତମ ପାଖରେ ଥିଲା ନା କଣ । ବାପା ମତେ କହିଲେ କି ତୁ ଯଦି ମୋ ପୁଅ ଠାରୁ ୪ ବର୍ଷ ସାନ ହୋଇଥାନ୍ତି ତେବେ ମତେ ନେଇ ଯାଇ ଥାଆନ୍ତେ ।

ଆରେ ବାବା ମଦ ପିଇ ଦେଇଥିବେ । ବୋଉ ମତେ ଏବେ ଫୋନ କରିଥିଲା । ଆରେ କିଏ କଣ କହିଛି ବୋଧେ ସେଥି ପାଇଁ ମଦ ପିଇ ଦେଇଛି କିଛି କହିନି । ତାକୁ ଯେମିତି ନିଶା ହେଇଛି ମୁଁ ବି କଥା ହେଇ ପାରୁନି । ତମେ କଣ ଚାହୁଁଛ ଏ ବର୍ଷା ମରିଗଲେ ଭଲ । ତୁ ମୋ ଲାଇଫରେ ରହ ତତେ ମୁଁ ବୋହୂ କରିଲି ନେବି । ବାପା କଣ କହିଲେ ଜାଣିଛ କହିଲେ ତମ ପାଇଁ ମୋ ପୁଅ ଆଜି ଏହି ଭଳି ।

ତୁ ବାପାଙ୍କ କଥା ଶୁଣୁନି । ତାଙ୍କୁ ନିଶ ହେଇ ଯାଇଛି । ତମେ ମତେ କଲ କଣ ପାଇଁ କରୁନ । ତମକୁ କଣ ସମୟ ହେଉ ନାହିଁ । ତତେ ମୁଁ ସକାଳେ ଫୋନ କଲି ତୁ ଉଠାଇଲୁନି । ଦୁଇ ତିନି ଥର କଲ କଲି ବିରକ୍ତ ହୋଇ ଆଉ କଲ କଲିନି । ଭାବିଲି ଶୋଇ ପଡ଼ିଥିବ ନା କଣ । ଯଦି ଏତେ ଭଲ ପାଉଛ ମତେ ସାରା ଦୁନିଆକୁ କାହିଁକି ଏମିତି କହୁଛ । କଣ ପାଇଁ ମୋ ଇଯତ ଉପରେ ଆଞ୍ଚ ଆସିଲା ଭଳି କଥା କହୁଛ । ତମେ ଯଦି ହାତ ଗୋଡ଼ କାଟିବ ତମକୁ ବର୍ଷାର ଭଲ ପାଇବା ରାଣ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *