ଧନୁ ସଂକ୍ରାନ୍ତି (16 December ), ଏହି 5 ଟି ରାଶିରେ ମହାସଂଯୋଗ, ସୁନା ପରି ଚମକିବ ଭାଗ୍ୟ (Astrology)

ବନ୍ଧୁଗଣ ଆସୁଥିବା ୧୬ ଡିସେମ୍ବରକୁ ପାଳିତ ହେବାକୁ ଅଛି ପବିତ୍ର ଧନୁ ସଙ୍କ୍ରାନ୍ତି । ସୂର୍ଯ୍ୟ ଦେବ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କଲେ ତାହାକୁ ସଙ୍କ୍ରାନ୍ତି ବୋଲି କୁହାଯାଏ । ଏଥର ସୂର୍ଯ୍ୟ ଦେବ ବିଛା ରାଶିରୁ ଧନୁ ରାଶିକୁ ଚଳନ କରିବେ । ତେଣୁ ଏହି ସଙ୍କ୍ରାନ୍ତିର ନାମ ଧନୁ ସଙ୍କ୍ରାନ୍ତି ରଖାଯାଇଛି । ତେବେ ବନ୍ଧୁଗଣ ଏହି ଧନୁ ସଙ୍କ୍ରାନ୍ତିରେ କିଛି ବିଶେଷ ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ସମସ୍ତ ଲୋକ ପ୍ରଶଂସା କରିବେ । ଯଦି ଆପଣ କୌଣସି ନୂଆ ଯୋଜନାର ଆରମ୍ଭ କରିବାକୁ ଚାହୁଁଛନ୍ତି ତା ହେଲେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ ।

ଯେଉଁ ମାନେ ପ୍ରେମ ଜୀବନ ଜାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ । ଆପଣଙ୍କ ଘରେ ଖୁସିର ବାତାବରଣ ରହିବ ପୁରୁଣା ବନ୍ଧୁ ମାନଙ୍କ ସହ ଆପଣ ସାକ୍ଷାତ କରିପାରନ୍ତି । ଏହା ସହିତ ଆପଣ ମାନେ ନୂତନ ବନ୍ଧୁ ମଧ୍ୟ ବନେଇବେ ସେହି ବନ୍ଧୁ ମାନେ ଆପଣଙ୍କୁ ବହୁତ ସହାୟତା କରିବେ । ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି ଆପଣ ନିଜର ପୁରୁଣା ପଇସା ଫେରି ପାଇବେ ।

ଯଦି ଆପଣ କାହାକୁ ଉଧାର ବା ସୁଧରେ ଟଙ୍କା ଦେଇଛନ୍ତି ଓ ଆପଣ ନିଜ ଟଙ୍କା ଫେରି ପାରୁ ନାହାନ୍ତି ତା ହେଲେ ଏହି ସମୟରେ ଆପଣ ପାଇଯିବେ । ଯେଉଁ ମାନଙ୍କ ବିବାହରେ କୌଣସି କାରଣ ହେତୁ ବିଳମ୍ବ ହେଉଛି ସେମାନଙ୍କର ବିବାହ ଯୋଗ ଫିଟି ଯିବ । ଏହି ରାଶି ମାନଙ୍କ ମଧ୍ୟରେ କୌଣସି ବିଦ୍ୟାର୍ଥୀ ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବେ ତା ହେଲେ ସେମାନେ ନିଶ୍ଚୟ ସଫଳ ହେବେ ।

ବ୍ୟାପାର ଓ ଚାକିରି କ୍ଷେତ୍ରରେ ଥିବା ଲୋକମାନେ ଉନ୍ନତି କରିବେ । ଚାକିରି କରିଥିବା ଲୋକ ମାନଙ୍କୁ ଉଚ୍ଚ ଅଧିକାରୀଙ୍କ ସହାୟତା ପ୍ରାପ୍ତ ହେବ ଓ ଆପଣ ମାନଙ୍କୁ ଆଗାମୀ ସମୟରେ ପ୍ରମୋଶନ ମିଳିପାରେ । ବ୍ୟାପାର କ୍ଷେତ୍ରରେ ଥିବା ଲୋକମାନେ ନିଜ କାରବାରରେ ଅଧିକ ଧନ ଅର୍ଜନ କରିବେ ।

ଆପଣ ନିଜ ପତ୍ନୀଙ୍କ ସହ ବହୁତ ଭଲ ସମୟ ବିତାଇବେ ଓ ଆପଣଙ୍କ ମନ ପ୍ରସନ୍ନ ରହିବ । ସନ୍ତାନ ପକ୍ଷରୁ ଆପଣଙ୍କୁ ଖୁସି ଖବର ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହ ଆପଣ ଆଗାମୀ ସମୟରେ ଭୂମି, ଘର ଓ ବାହାନ ଆଦି କିଣି ପାରନ୍ତି । ବନ୍ଧୁଗଣ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ଧନୁ ରାଶି, କୁମ୍ଭ ରାଶି, ମୀନ ରାଶି ଓ ତୁଳା ରାଶି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *