ଧାମନଗରରେ ସୂର୍ଯ୍ୟବଂଶୀ Suraj ଙ୍କର କ୍ରେଜ ! BJP MLA candidate Suryabanshi Suraj

ସୂର୍ଯ୍ୟବଂଶୀ ଉଠୁ ଉଠୁ କମ୍ପିଲା ସ୍ଟେଜ ! ହଁ ଆଜ୍ଞା ଧାମନଗରର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ଆୟୋଜିତ ହୋଇଥିବା ବିଜେପି ସଭାରେ ଲୋକ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ । ଯେ ମୁଁ ସୂର୍ଯ୍ୟବଂଶୀ ସୂରଜ । ଯଦି ଏହି ମଞ୍ଚରେ ଆଜି ଚଢିକି ଆପଣଙ୍କ ସାମ୍ନାରେ କିଛି କହିବାକୁ ସୁଯୋଗ ପାଇଥାଏ । ତେବେ ସେ କେବଳ ଏହି ଧାମନଗରର ଲୋକଙ୍କ ପାଇଁ । ତେଣୁ ଆପଣ ମାନଙ୍କ ଏତେ ସାରା ମୋ ପ୍ରତି ଥିବା ଭଲ ପାଇବା ଓ ଆଶ୍ରୀବାଦ ଆପଣ ମୁଁ ସବୁବେଳେ ଆପଣଙ୍କ ନିକଟରେ ଋଣୀ ହୋଇଥିବୀ ।

କେବେବି ଆପଣ ମାନଙ୍କର ରୁଣ ମୁଁ ପରୋଶୋଧ କରିପାରିବି ନାହିଁ । ତେଣୁ ଏହି ଧାମନଗରର ଉନ୍ନତି ତଥା ବିକାଶ କଥାକୁ ଦ୍ରୁଷ୍ଟିରେ ରଖି ଯେତେ ଦୂର ପର୍ଯ୍ୟନ୍ତ ସମ୍ଭବ ମୁଁ ସବୁ କରିବାକୁ ଚେଷ୍ଟା କରିବି । କାରଣ ଯେଉଁ ମାଟିର ଲୋକ ମୋ ଉପରେ ଏତେ ବିଶ୍ବାସ ଓ ଭରଷା ରଖିଛନ୍ତି । ସେମାନଙ୍କ ଭରଷାକୁ ମୁଁ କେବେବି ଭାଙ୍ଗିପାରିବି ନାହିଁ । କେତେ ନେତା ଆସିବେ ଓ ଯିବେ । ହେଲେ ଆପଣଙ୍କର ଏହି ପୁଅ ସୂର୍ଯ୍ୟବଂଶୀ ସୂରଜ ସବୁବେଳେ ଆପଣଙ୍କ ପାଖେ ପାଖେ ସେହିଭଳି ସବୁଦିନ ପାଇଁ ରହିଥିବ ।

ଧାମନଗରର ଲୋକମାନଙ୍କ ମୁହଁରେ ଯେପରି ସବୁବେଳେ ମୁଁ ହସ ଫୁଟାଇ ପାରିବି । ସେହି ଉପରେ ମୁଁ ସବୁବେଳେ କାମ କରି ଆସିଛି ଏବେ ମଧ୍ୟ କରୁଛି ଏବଂ ମୋ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମଧ୍ୟ ମୁଁ କରୁଥିବି । ଧାମନଗରର ସବୁ ଯୁବପିଢିଙ୍କୁ ଯେପରି ଚାକିରୀ ମିଳିପାରିବ ସେହି କାମରେ ମୁଁ ସବୁବେଳେ ଲାଗି ପଡିଛି । ଯଦି ମୁଁ ଏହି ନିର୍ବାଚନରେ ଜିତିଜିବି । ତେବେ 5 ବର୍ଷ ଭିତରେ ଧାମନଗରର ସବୁ ଯୁବପିଢିଙ୍କୁ କର୍ମନିଯୁକ୍ତି ଦେବି ।

ଯଦି ମୁଁ ଏଥର ନିର୍ବାଚନରେ ହାରିଯାଏ । ତେବେ ମଧ୍ୟ ମୁଁ ଲୋକଙ୍କର ସାଥ୍ କେବେବି ଛାଡିବି ନାହିଁ । 10 ବର୍ଷ ଭିତରେ ହେଉ ପଛେ ଲୋକଙ୍କୁ ଚାକିରୀ ପ୍ରଦାନ କରିବି ଏହା ହେଉଛି ସୂର୍ଯ୍ୟବଂଶୀ ସୂରଜର ଗ୍ୟାରେଣ୍ଟି । କାରଣ ମୁଁ ରାଜନୀତିକୁ ଜିତିବା କି ହାରିବା ପାଇଁ ଆସିନାହିଁ । ମୁଁ ଲୋକଙ୍କର ସେବା କରିବାକୁ ରାଜନୀତିକୁ ଆସିଛି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *