ଦେଖୁ ଦେଖୁ କେତେ ଜବାନ ଆଉ ସୁନ୍ଦର ହେଇଗଲେ Colors TV ର ଏହି 5 Child Actor, 3 ନଂ ହିରୋଇନଙ୍କୁ ଦେଖିଲେ ଆପଣଙ୍କ ଆଖି ଲାଖିଯିବ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଲୋକମାନେ ସିନେମା ଅପେକ୍ଷା ଧାରାବାହିକ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଛୋଟ ପରଦାର ଧାରାବାହିକ କୁ ଦେଖିବା ପାଇଁ ଲୋକମାନେ ଟିଭି ଆଗରେ ବସି ରହୁଛନ୍ତି । କେତେବେଳେ ଶାଶୂ ବୋହୁ କଳି ପ୍ରେମ ତ କେତେବେଳେ ଆଉ କଣ । ତେବେ ସେହି ଭଳି ଆମ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଅନେକ ନୂଆ ନୂଆ ଧାରାବାହିକ ରହିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ।

ତେବେ ସେଥି ମଧ୍ୟରୁ କଲରସ ଚ୍ୟାନେଲ ରେ ପ୍ରସାରିତ ହୋଇଥିବା ଅନେକ ଧାରାବାହିକ ରେ ଅନେକ ବାଲ୍ୟ କଳାକାର ଭାବରେ କାମ କରିଥିବା କିଛି ଶିଶୁ କଳାକାର ବର୍ତ୍ତମାନ ବହୁତ ବଡ଼ ହୋଇ ଯାଇଛନ୍ତି ଏବଂ ବର୍ତ୍ତମାନ ଏପରିଦେଖା ଯାଉଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଶିଶୁ କଳାକାର ଯିଏ ବର୍ତ୍ତମାନ ବହୁତ ବଡ଼ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି ଧୃତି ଭାଟିଆ । ତେବେ ଆପଣ ୨୦୦୮ ରେ ଆସିଥିବା ଧାରାବାହିକ ଜୟ ଶ୍ରୀ କୃଷ୍ଣ କି ନିଶ୍ଚିତ ଦେଖିଥିବେ । ତେବେ ସେହି ଛୋଟ କୃଷ୍ଣ ର ଭୂମିକାରେ ନଜର ଆସିଥିଲେ ଧୃତି ଭାଟିଆ ତେବେ ଶ୍ରୀ କୃଷ୍ଣ ଙ୍କର ରୋଲ କରିଥିଲେ ସେତେବେଳ ସେ ମାତ୍ର ୨.୫ ବର୍ଷର ଥିଲେ । ବର୍ତ୍ତମାନ ସେ ବଡ଼ ହୋଇ ଯାଇଛନ୍ତି ଏବଂ ଖୁବ ସୁନ୍ଦର ମଧ୍ୟ ଦିଶୁଛନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ଅବିକା କୋର । ତେବେ ବାଲିକା ବଧୁ ରେ ଆନନ୍ଦି ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଏହି ଶିଶୁ କଳାକାର ବର୍ତ୍ତମାନ ଖୁବ ବଡ଼ ହୋଇ ଯାଇଛନ୍ତି ଏବଂ ବର୍ତ୍ତମାନ ସେ ଧାରାବାହିକ ସହ ସାଉଥ ସିନେମା ରେ ଅଭିନୟ ମଧ୍ୟ କରୁଛନ୍ତି । ବର୍ତ୍ତମାନ ସେ ଖୁବ ସୁନ୍ଦର ମଧ୍ୟ ଦିଶୁଛନ୍ତି ।


୩- ତୃତୀୟ ରେ ହେଉଛନ୍ତି ଜନ୍ନତ ଜୁବେର ରେହମାନ । ତେବେ ସେ ଧାରାବାହିକ ‘ଫୁଲବା’ ରୁ ନିଜର କ୍ୟାରିଅର ର ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ସମୟରେ ସେ ସୋସିଆଲ ମିଡିଆରେ ପ୍ରାୟ ସମୟ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ମଧ୍ୟ ଟିଭି ସିରିଏଲ ରେ ତାଙ୍କୁ ମୁଖ୍ୟ ଚରିତ୍ର ଭାବେ ଅଭିନୟ କରୁଥିବା ର ଦେଖୁବାକୁ ମିଳୁଛି ।


୪- ଚତୁର୍ଥ ରେ ହେଉଛନ୍ତି ସ୍ପର୍ଶ ଖାନଚନ୍ଦାନି । ତେବେ ଉତ୍ତରନ’ ରେ ‘ଇଚ୍ଛା’ ନାମକ ଚରିତ୍ର ରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ । ତେବେ ସେ ବର୍ତ୍ତମାନ ବହୁତ ବଡ଼ ହୋଇ ଗଲେଣି ଏବଂ ପର୍ବରିସ’, ‘ବିକ୍ରମ ବେତାଲ’ ଭଳି ଟିଭି ସିରିଆଲ ରେ ମଧ୍ୟ ନଜର ଆସିଛନ୍ତି ।


୫- ପଞ୍ଚମ ରେ ହେଉଛନ୍ତି ଇଶିତା ପାଞ୍ଚାଲ । ତେବେ ସେହି ଉତ୍ତରନ ଧାରାବାହିକ ରେ ଛୋଟ ତପସ୍ୟା ର ଭୂମିକାରେ ଅଭିନୟ କରି ଖୁବ ଲୋକପ୍ରିୟ ହାସଲ କରିଥିଲେ ଏହି କୁନି ଅଭିନେତ୍ରୀ । ତେବେ ବର୍ତ୍ତମାନ ସେ ଖୁବ ବଡ଼ ହୋଇ ଯାଇଛନ୍ତି ଏବଂ ଖୁବ ସୁନ୍ଦର ମଧ୍ୟ ଦିଶୁଛନ୍ତି । ତେବେ ସେ ଇଣ୍ଡଷ୍ଟ୍ରୀ ରୁ ଦୂରରେ ରହିଲେ ମଧ୍ୟ ସୋସିଆଲ ମିଡ଼ିଆ ରେ ବହୁତ ଆକ୍ଟିଭ ଅଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *