ଆସିଲା ସିସିଟିଭି ଫୁଟେଜ, ଉଲ- ଗଗ୍ନ ହୋଇ ଭିଣେଇ କୁ କରୁଥିଲେ ଭିଡିଓ କଲ, ଦେଖିଦେଲେ ସ୍ଵାମୀ, ଆଉ ତା’ପରେ ଯାହା ହେଲା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ମିଳିଛି ସି-ସି-ଟି-ଭି ଫୁଟେଜ । ନବ ବିବାହିତା ବୋଧୂ କିଭଳି ଘରୁ ବାହାରକୁ ଯାଇଥିଲା ସେହି ଦୃଶ୍ୟ ବର୍ତ୍ତମାନ କଏଦ ହୋଇଛି । ସୁନାନାକୀ ବୋହୁ ମନ୍ଦିର ଜିବି କହି ଶଶୁର ଙ୍କ ଠାରୁ ଅନୁମତି ଆଣିଥିଲା । ଏବଂ ଭୁବନେଶ୍ଵର ର ଲିଙ୍ଗରାଜ ମନ୍ଦିରକୁ ପୁଅ ସହିତ ଯାଇଥିଲା । କିନ୍ତୁ ସେଠାରେ ପୁଅ କୁ ମାଆଡ ମାଆରିଇ ସେଠାରୁ ଫେରାର । ଏହି ସିସିଟିଭି ଫୁଟେଜ ରେ ସବୁ କଏଦ ହୋଇଛି ଯେତେବେଳେ ସେ ଘରୁ ମନ୍ଦିରକୁ ବାହାରି ଥିଲା ।

ତେବେ ରାତିରେ ବୋହୁ ଯାହା କରିଥିଲା, କିନ୍ତୁ ମନ୍ଦିର ବାହାନାରେ ସେଠାରୁ ଫେରାର ମାରିଲା । ଏବଂ ପୁଅ କୁ ମାଆଡ ମଧ୍ୟ ମରାଆଇଲା । ଘର କୁ ସୁନ୍ଦର ବୋହୁ ଟିଏ ଆଣିଥିଲେ, ଘର ଅଗଣାରେ ତୁଳସୀରେ ଟିକିଏ ପାଣି ଦେବେ ବୋଲି, ମଥାରେ ଓଢଣୀ ଦେଇ ସମସ୍ତଙ୍କୁ ସନ୍ନମାନ କରିବା ବୋଲି କିନ୍ତୁ ଏହି ଓଢଣା ତଳେ ଲୁଚି ରହିଥିଲା ବୋହୂ ର ଖତରନାକ ମୁଣ୍ଡ ।

ତେବେ ସେ ଭେଣେଇ କୁ ଉଲ- ଗଗ୍ନ ଭିଡିଓ କଲ କରୁଥିଲେ । ବାହାଘର ସଂପୂର୍ଣ୍ଣ ହେବାର ୨୪ ଘଣ୍ଟା ହୋଇ ନଥିଲା ମାତ୍ର ରାତିରେ ସେ ଏଭଳି କରିବାକୁ ଲାଗିଥିଲେ । ତାଙ୍କ ଦେହରେ କୌଣସି ବସ୍ତ୍ର ଟିକେ ମଧ୍ୟ ନଥିଲା । ତେବେ ରାତିରେ ଏହିଭଳି କଲ ଚାଲିଥିବା ସମୟରେ ହଟାତ ସ୍ଵାମୀ ର ନିଦ ଭାଙ୍ଗିଥିଲା । ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀ କୁ ଏଭଳି ଅବସ୍ଥା ରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ଵାମୀ ।

ଏହା ଦେଖି ସ୍ଵାମୀ ରାଗିଜାଇ ପଚାରିଲେ ଏସବୁ କଣ ଏବଂ ବୋହୂ ଭୁଲ ମଧ୍ୟ ମାଗିଲେ । ବର୍ତ୍ତମାନ ସବୁଠାରୁ ବଡ କଥା ହେଉଛି ଯେ ସେହି ଭେଣେଇ କେମିତିକା ମଣିଷ ? ତାଙ୍କ ସହିତ ଏହି ଯୁବତୀ ଙ୍କର କେତେ ଲମ୍ବା ତଥା ଗଭୀରତାର ସମ୍ପର୍କ ରହିଅଛି ? ଏହାକୁ ନେଇ ଏବେ ଅନେକ ଚର୍ଚ୍ଚା ହୋଇଅଛି । ପାଦରେ ଅଳତା ଏବଂ ମଥାରେ ସିନ୍ଧୁର ସେହିଭଳି ଥିଲା ମାତ୍ର ଭେଣେଇ ସହିତ ରାତିରେ ଭିଡିଓ କଲରେ ମାତିଥିଲେ ।

ବାହା ହେବା ପରଠାରୁ ଘର ଛାଡି ଚାଲିଯିବା ପର୍ଯ୍ୟନ୍ତ ଭେଣେଇର ନିର୍ଦେଶ ରେ ଏହିସବୁ ଚାଲି ନଥିଲା ତ ? ଭେଣେଇ ବୋଧ ହୁଏ କହିଥିଲେ ଆମ ଭିତରେ ଏହିଭଳି ଲୁଚି ଲୁଚି ଚାଲିବ ଏବଂ ଯେତେବେଳେ ଧରା ପଡିଗଲା ଘରୁ ମନ୍ଦିରର ବାହାନା କରି ଫେରାର ହେବାକୁ ବସିଲେ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *