ଦେଖନ୍ତୁ Somalin ଓ Nisith ଙ୍କ ସପ୍ତମଙ୍ଗଳା ପୂଜା, ଦେଖନ୍ତୁ Video

ବନ୍ଧୁଗଣ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅନେକ କଳାକାର ବହୁତ କମ ସମୟ ମଧ୍ୟରେ ସଫଳତା ପାଇଛନ୍ତି । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣି ଥିବେ ଯେ, ଗତ କିଛି ଦିନ ତଳେ ଓଡିଆ ଅଭିନେତ୍ରୀ ସୋମାଲିନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତେବେ ବିବାହ ପରେ ସୋମାଲିନ୍ ବହୁତ ଚର୍ଚାରେ ରହୁଛନ୍ତି । ସୋମାଲିନ୍ ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ବର୍ଷ ବୟସରେ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ସୋମାଲିନ୍ ଙ୍କ ଭଉଣୀ ଜାଙ୍କଲିନ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଜାଙ୍କଲିନ ଗତ କିଛି ମାସ ତଳେ ଅରବିନ୍ଦଙ୍କ ସହ ବିବାହ କରିଥିଲେ ଓ ଏବେ ସୋମାଲିନ୍ ନିଶୀଥଙ୍କ ସହ ବିବାହ କରିଛନ୍ତି ।

ବିବାହ କରିବା ପରେ ସୋମାଲିନ୍ ସୋସିଆଲ ମିଡିଆରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରୁଛନ୍ତି । ତାଙ୍କର ସମସ୍ତ ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ବନ୍ଧୁଗଣ ବିବାହ ପରେ ପ୍ରଥମ ଥର ପାଇଁ ସୋମାଲିନ୍ ଓ ନିଶୀଥ ସପ୍ତମଙ୍ଗଳା ପୂଜା କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ସୋମାଲିନ୍ ଙ୍କ ଏହି ଚର୍ଚିତ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ସୋମାଲିନ୍ ବହୁତ ଷ୍ଟାଇଲିସ ଓ ଗ୍ଲେମର୍ଷ ଅଟନ୍ତି ହେଲେ ବନ୍ଧୁଗଣ ସେ ଆମ ଓଡିଆ ସଂସ୍କାରକୁ ବହୁତ ମାନନ୍ତି । ବିବାହ ପରେ ପ୍ରଥମ ଥର ପାଇଁ ସୋମାଲିନ୍ ଓ ତାଙ୍କ ସ୍ଵାମୀ ନିଶୀଥ ସପ୍ତମଙ୍ଗଳା ପୂଜା କରିଛନ୍ତି । ଉଭୟ ବର୍ତ୍ତମାନ ବହୁତ ଖୁସିରେ ଅଛନ୍ତି ।

ଏହି ଦୁଇଜଣଙ୍କ ବିବାହ ପରେ ସୋମାଲିନ୍ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସିରେ ଅଛନ୍ତି । ସପ୍ତମଙ୍ଗଳା ପୂଜା ଶେଷ ହେବା ପରେ ସୋମାଲିନ୍ ତାଙ୍କ କୁକୁର ସହ ଖେଳୁଥିବାର ମଧ୍ୟ ଏହି ଭିଡିଓରେ ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନଙ୍କ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *