Bollywood ର ଏମିତି 6 ଜଣ ହିରୋଇନ ଯିଏ ସର୍ଜରୀ କରି ବିଗାଡି ଦେଲେ ନିଜର ସୁନ୍ଦର ଚେହେରା, 1 ନଂ ହିରୋଇନଙ୍କୁ ତ ଏଥିପାଇଁ ବହୁତ କିଛି ଶୁଣିବାକୁ ପଡିଥିଲା

ନମସ୍କାର ବନ୍ଧୁଗଣ ତେବେ ସମସ୍ତେ ବଲିଉଡ ରେ ସୁନ୍ଦରୀ ସୁନ୍ଦରୀ ଅଭିନେତ୍ରୀ ମାନଂକୁ ଦେଖିଥିବେ ନିଶ୍ଚିତ । ଯାହାଙ୍କ ସୁନ୍ଦରତା କୁ ଦେଖି ସମସ୍ତେ ସେମାନଙ୍କ ର ପ୍ରଶଂସକ ସହ ସେମାନଙ୍କ ଦିୱାନା ହୋଇ ଯାଆନ୍ତି । ତେବେ ଏହି ଅଭିନେତ୍ରୀ ମାନେ ନିଜ ନିଜର ସୁନ୍ଦରତା କୁ ବଜାୟ ରଖିବା ପାଇଁ ସେମାନେ ବହୁତ ପ୍ରକାରର କାର୍ଯ୍ୟ କରିଥାନ୍ତି । କେତେବେଳେ କିଛି ମେକଅପ ଜରିଆରେ ଏବଂ କେତେବେଳେ ପ୍ଲାଷ୍ଟିକ ସର୍ଜରୀ କରିବା ଏହି ଭଳି କାମ କରି ନିଜର ସୁନ୍ଦରତା କୁ ବଜାୟ ରଖି ଥାଆନ୍ତି ।

ତେବେ ବଲିଉଡ ରେ ଅନେକ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜ ଚେହେରା ର ପ୍ଲାଷ୍ଟିକ ସର୍ଜରୀ କରି ସୁନ୍ଦର ହୋଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁମାନେ ନିଜର ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି ।

୧- ଲିଷ୍ଟ ର ପ୍ରଥମରେ ଅଛନ୍ତି ଅଭିନେତ୍ରୀ ଆଏଶା ଟାକିଆ । ଆଏଶା ନିଜର କ୍ୟାରିଆର ର ଆରମ୍ଭ ରେ ବହୁତ ସୁନ୍ଦର ଦେଖା ଯାଉଥିଲେ ଏବଂ ତାଙ୍କର ଲୁକ କୁ ଏବଂ ସୁନ୍ଦରତା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ କିନ୍ତୁ ସେ ନିଜ ର ସ୍ତନ ଏବଂ ଓଠ ର ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଯାହାକି ତାଙ୍କୁ ଦେଖିବା ପରେ ସେ ବହୁତ ଖରାପ  ଦେଖା ଗଲେ । ଯାହା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ ।


୨- ଲିଷ୍ଟ ର ଦ୍ଵିତୀୟ ରେ ଅଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ସେ ନିଜର ଓଠ ଏବଂ ନାକ ର ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି ଯାହା ପିକେ ସିନେମା ରେ ଭଲ ଭାବରେ ଦେଖିବାକୁ ମିଳିଥିଲା ଏବଂ ଲୋକ ମାନେ ତାଙ୍କ ର ଏହି ଲୁକ କୁ ବହୁତ ଟ୍ରୋଲ ମଧ୍ୟ କରିଥିଲେ । ତାଙ୍କର ଏହି ଲୁକ କୁ ଦର୍ଶକ ମାନେ ପସନ୍ଦ ମଧ୍ୟ କରି ନଥିଲେ


୩- ଲିଷ୍ଟ ର ତୃତୀୟ ରେ ହେଉଛନ୍ତି ବାଣୀ କପୂର । ବାଣୀ କପୂର ଯେତେବେଳେ ନିଜର କ୍ୟାରିଆର ଆରମ୍ଭ କରିଥିଲେ ସେତେବେଳେ ସେ ବହୁତ ସୁନ୍ଦର ଏବଂ ପ୍ୟାରା ଦେଖା ଯାଉଥିଲେ କିନ୍ତୁ ସେ ନିଜର ଲୁକ କୁ ବଦଳାଇବା ପାଇଁ ନିଜର ଓଠ ଏବଂ ନାକ ର ସର୍ଜରୀ କରିଥିଲେ ଯାହା ପରେ ତାଙ୍କ ଲୁକ ବହୁତ ବଦଳି ଯାଇଥିଲା ଏବଂ ଦର୍ଶକ ମାନେ ତାଙ୍କର ଏହି ଲୁକ କୁ ବହୁତ ଟ୍ରୋଲ କରିଥିଲେ ।


୪- ଲିଷ୍ଟ ର ଚତୁର୍ଥ ରେ ହେଉଛନ୍ତି ସାରା ଖାନ । ସାରା ହେଉଛନ୍ତି ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ସେ ଅନେକ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି । ସାରା ଯେତେବେଳେ ନିଜ କ୍ୟାରିଆର ଆରମ୍ଭ କରିଥିଲେ ସେତେବେଳେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ କିନ୍ତୁ ସେ ମଧ୍ୟ ନିଜର ଲୁକ କୁ ବଦଳାଇବା ପାଇଁ ନିଜର ଓଠ ର ସର୍ଜରୀ କରିଥିଲେ ତାହା ପରଠାରୁ ତାଙ୍କ ଲୁକ ଏକଦମ ଅଲଗା ହୋଇ ଯାଇଛି ଏବଂ ଲୋକମାନେ ତାଙ୍କର ଏହି ଲୁକ କୁ ପସନ୍ଦ ମଧ୍ୟ କରୁ ନାହାନ୍ତି ।


୫- ପଞ୍ଚମ ରେ ହେଉଛନ୍ତି କୋଏନା ମିତ୍ର । ତେବେ କୋଏନା ବଲିଉଡ ରେ ନିଜର ବୋଲଡ ଅନ୍ଦାଜ ରେ ସମସ୍ତ ଙ୍କୁ ମନ୍ତ୍ର ମୁଗ୍ଧ କରି ଦେଇଥିଲେ ଏବଂ ଅଳ୍ପ ସମୟ ଭିତରେ ଲୋକପ୍ରିୟ ମଧ୍ୟ ହୋଇ ଯାଇଥିଲେ । ତେବେ ସେ ନିଜର ନାକ କୁ ଛୋଟ କରିବା ପାଇଁ ସର୍ଜରୀ କରିଥିଲେ ଯାହା ତାଙ୍କ ଲାଇଫ ର ସବୁଠାରୁ ବଡ଼ ଭୁଲ ବୋଲି ସେ ନିଜେ କୁହନ୍ତି । ତେବେ ଏହି କାରଣ ଯୋଗୁଁ ସେ ବଲିଉଡ ରେ ଅଧିକ ସମୟ ରହି ମଧ୍ୟ ପାରିଲେ ନାହିଁ ।


୬- ଷଷ୍ଠ ରେ ହେଉଛନ୍ତି ବଲିଉଡ ତଥା ସାଉଥ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଏବଂ ସଫଳ ଅଭିନେତ୍ରୀ ସୃତି ହାସନ । ତେବେ ସୃତି ସେମିତି ରେ ବି ଦେଖିବାକୁ ଖୁବ ସୁନ୍ଦର । ତେବେ ସେ ନିଜ ଇଂଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଜଣେଇଥିଲେ କି ସେ ନିଜର ନାକ ର ସର୍ଜରୀ କରିଛନ୍ତି ଏବଂ ଏଥିପାଇଁ ସେ ବିଲ୍କୁଲ କୁଣ୍ଠାବୋଧ ନୁହନ୍ତି । ତେବେ ଲୋକମାନେ କିନ୍ତୁ ତାଙ୍କ ନାକକୁ ନେଇ ଖୁବ ଟ୍ରୋଲ କରିଥିଲେ ତାଙ୍କୁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *