ବନ୍ଧୁଗଣ, ସାଂସଦ ସୁର ରାଉତରାୟ ଆଜିଭଳି ଦିନରେ ହେଉଥିବା ସ୍ଵାମୀ ସ୍ତ୍ରୀ ଙ୍କ ବିବାଦ ତଥା ସ୍ତ୍ରୀ ସ୍ଵାମୀ ଙ୍କୁ ଛାଡି ଚାଲିଯାଉଛି ଏବଂ ଏହିଭଳି ଅନେକ ଘଟଣା କୁ ଆଖି ଆଗରେ ରଖି ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ପୁଅ ନିଜ ସ୍ତ୍ରୀ କୁ ଆୟତ କରିପାରୁନି ତେବେ ମିଛରେ ତାହା ପଛରେ ଗୋଡାଇଲେ କ’ଣ ହେବ ? କଥାବାର୍ତ୍ତା ହେଇ କୁଣ୍ଡିଆ ହୋଇ ବସା ଉଠା କରିଲ । ମାତ୍ର ପ୍ୟାରେଣ୍ଟ୍ସ ମାନଙ୍କୁ ମୋର ଅନୁରୋଧ ଯେ ତମ ଝିଅ, ବୋହୁ ତଥା ଝିଆରୀ କୁ କଣ୍ଟ୍ରୋଲ ଭିତରେ ରଖ ।
ଆଉ ବାପା ମାନଙ୍କୁ ଅନୁରୋଧ ତୁମ୍ଭ ପିଇକି ଯାଉଛି କି ନିଶା ଖାଉଛି କି ଡକାୟତ ସହିତ ମିଶିଲା ତମେ ଟିକେ ଦେଖ । ନୂଆ ନୂଆ ଏବେ ପ୍ରେମ ଆରମ୍ଭ ହୋଇ ଛଡା ଛଡି ହେଉଛନ୍ତି । ମାତ୍ର ମୁଁ ଭାବୁଛି ମାତା ପିତା ଯଦି ଜଗିବେ ତେବେ କିଛି ହେବ ନାହିଁ । ମାତ୍ର ଯେଉଁମାନେ ସୁଇସାଇଡ କରୁଛନ୍ତି ସେମାନେ ଡକାୟତ ତଥା କାପୁରୁଷ ଅଟନ୍ତି । ଗୋଟେ ପୁରୁଷ ସୁଇସାଇଡ କରିବ କ’ଣ ? ବର୍ତ୍ତମାନ ଅନୁଭବ ଯେମିତି କହୁଛି !
ଏଡ଼େ ବଡ ସୁନ୍ଦର ପୁରୁଷ ଟେ, ତୋ ଚେହେରା ଯେମିତି ତୁ ଫିଲ୍ମ କରି ଆଗକୁ ବଢିବା କଥା । ଅନୁଭବ ଙ୍କ ବାପା ଜଣେ ପ୍ରିନ୍ସପାଲ ଥିଲେ । ଭାଇ ଜଣେ କଣ୍ଟ୍ରାକ୍ଟର । ଅନୁଭବ ଜଣେ ଧନୀ ପରିବାର ର ପୁରୁଷ ତଥା ଶିକ୍ଷିତ ଲୋକ ତେବେ ସେ କ’ଣ କହୁଛି ଯେ ସେ ଆତ୍ମହତ୍ୟା କରିବ ? ଚୁପ…..ତୋର ବଡ ଭାଇ ହିସାବରେ ମୋର ଆଡଭାଇସ Do Your Duty । ତୁମର ଯାହା କାମ କରିଯାଅ ।
ଆଉ ଅନୁଭବ ର ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ମୋର ନାତୁଣୀ । ପ୍ରିୟଦର୍ଶନୀ ତୁମେ ମଧ୍ୟ ଲାଇନ ମଧ୍ୟରେ ରୁହ କେହି ଲାଇନ ବିଛେଦ କରନାହିଁ । ତମେ ବର୍ତ୍ତମାନ ଭଲ କାମ କରୁଛ, ଚାରିଆଡେ ପ୍ରଚାର କରୁଛ ତଥା ଗରିବ ଲୋକଙ୍କୁ ସାହାର୍ଯ୍ୟ କରୁଛ । ମାତ୍ର ଅନୁଭବ ଯେଉଁ କହୁଛି ଭଲପାଇ ଭୁଲ କଲା, ସେତେବେଳେ କ’ଣ ଦେହ ଗଲୁ ହେଉଥିଲା ? ଏଗୁଡା ଅଲାଜୁକ କଥା ।
ଏଗୁଡା କ’ଣ ଭଦ୍ର ସମାଜରେ କରାଯାଏ ? ତୁମ୍ଭକୁ ଲକ୍ଷ ଲକ୍ଷ ଲୋକ ଅନୁସରଣ କରୁଛନ୍ତି । ମଣିଷର ମହାନତା ହେଉଛି ତାର ଚରିତ୍ର ତେବେ ନିଜର ମାହାନତା ରକ୍ଷା କର । ଆଉ ଝିଅ ଯଦି ତାକୁ ସନ୍ତୁଷ୍ଟ କରି ପାରୁ ନାହୁଁ ତେବେ ମିଛରେ ତାକୁ କାହିଁକି ଗୋଡାଉଛୁ ? ମାତ୍ର ଆମ୍ଭ ଓଡିଆ ପରମ୍ପରା କୁ ରଖ “one man one lady” । ତେବେ ଏହିଭଳି କହିଛନ୍ତି ସାଂସଦ ସୁର ରାଉତରାୟ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।