ବାହା ହେବା ପାଇଁ Somalin ଙ୍କୁ କରିବାକୁ ପଡିଥିଲା ଏତେ କଷ୍ଟ, ଦେଖନ୍ତୁ Live ଭିଡିଓ ରେ କଣ କହିଲେ Somalin

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ଙ୍କୁ ଖୁବ ଭଲ ଭାବରେ ଜାଣିଥିବେ ତେବେ ଏଠାରେ କିଛି ନା କିଛି କଥା କୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥାଏ । ତେବେ ବର୍ତ୍ତମାନ ଦେଖିବାକୁ ମିଳୁଛି କି କିଛି କଳାକାର ମାନେ ଓଡିଆ କଳକର ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ବେଶ ହସ ଖୁସିରେ ଲାଇଫ ବିତାଉଛନ୍ତି । ଆଉ କିଛି ନୂଆ ବିବାହ କରିଛନ୍ତି ତ ଆଉ କିଛି ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି ।

ତେବେ ଆଜି ଆମେ ଆପଣ ଙ୍କୁ ଅଭିନେତ୍ରୀ ସୋମାଲିନ ପରିଡା ଙ୍କ ବିବାହ ଏବଂ ସେ ବିବାହ ପରେ ଲାଇଭ ଭିଡିଓ ରେ କଣ କହିଥିଲେ ଆସନ୍ତୁ ଜାଣିନେବା । ତେବେ ଆପଣ ମାନେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାଙ୍କଲିନ ପରିଡା ଙ୍କୁ ବେଶ ଭଲ ଜାଣିଥିବେ । ତାଙ୍କ ଭଉଣୀ ହେଉଛନ୍ତି ସୋମାଲିନ ପରିଡା ଯିଏ ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରେ ପରିଚିତ ଅଟନ୍ତି ।

ସୋମାଲିନ ଙ୍କ ସୁନ୍ଦର ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ତେବେ ତାଙ୍କର ବିବାହ ନିଶିତ ଙ୍କ ସହ ରୀତିନୀତି ଅନୁସାରେ ଶେଷ ହୋଇଛି । ସେ ନିକ ବିବାହ ରେ ମେହେନ୍ଦି ରସମ ଠାରୁ ଆରମ୍ଭ କରି ହଳଦୀ ବିଧି ଖୁବ ଧୂମଧାମ ରେ କରା ଯାଇଛି । ତେବେ ବିବାହ ମଧ୍ୟ ବହୁତ ଧୁମଧାମରେ ହୋଇଛି ଏବଂ ବର୍ତ୍ତମାନ ଏହି ଖବର ଚାରିଆଡେ ବ୍ୟାପିବା ସହିତ ଖୁବ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ସୋମାଲିନ ନିଜ ବିବାହ ଦିନ ଖୁବ ଖୁସି ଥିବାର ମଧ୍ୟ ନଜର ଆସିଥିଲେ ।

https://www.youtube.com/watch?v=EWPKx1LUJYk

ସୋମାଲିନ ନିଜର ମ୍ୟାରେଜ କୁ ଉପୋଭୋଗ କରିବା ସହ ତାଙ୍କ ବାପା ଓ ଭଉଣୀ ଜ୍ୟାଙ୍କଲିନ ଙ୍କ ସହ ସ୍ଟେଜ ରେ ଡ୍ୟାନ୍ସ କରିବାର ମଧ୍ୟ ନଯାର ଆସିଛନ୍ତି । ଏହା ସହ ଶାଶୁଘରେ ସୋମାଲିନ ନିଶିତ ଙ୍କ ସହ ବେଶ ଖୁସିରେ ଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ତେବେ ବିବାହ ପରେ ସୋମାଲିନ ନିଜ ଇଂଷ୍ଟାଗ୍ରାମରେ ଲାଇଭ ଆସି ନିଜର ଫ୍ୟାନ ମାନଙ୍କ ସହ କଥା ହୋଇଥିଲେ ।


ତେବେ ପରେ ନିଜର ଏକ ସାଙ୍ଗ ସହ କଥା ହୋଇଥିଲେ ଏବଂ ସେହିଥିରେ ସେ କହିଥିଲେ କି ତାଙ୍କ ଲେହେଁଗା ଟା ଏତେ ଭାରି ଥିଲା ଯେ ସେ ବେଦୀ ଉପରେ ଠିକ ଭାବରେ ବସି ପାରୁ ନଥିଲେ ଏବଂ ତାଙ୍କୁ ଗୋଡ଼ ଟେକି କରି ବସିବାକୁ ପଡିଥିଲା ଏହା ସହ ତାଙ୍କୁ ପିଢ଼ା ଉପରେ ମଧ୍ୟ ବସିବାକୁ ମନା କରି ଦେଇଥିଲେ କାରଣ ବିବାହ କରୁଥିବା ବ୍ରାହ୍ମଣ ମାନେ କହିଲେ କି ଆମେ ତଳେ ବସିବୁ ତୁମେ ଉପରେ ବସିବ । ତଳେ ହିଁ ବସ ।

ତେବେ ଏହା ପରେ ସେ କହିଥିଲେ କି ମୋତେ ବହୁତ ବିରକ୍ତ ଲାଗୁଥିଲା କିନ୍ତୁ ପରେ ଭାବିଲି ଗୋଟିଏ ଦିନ ତ ମାତ୍ର ଯାହା ହେଉ କଷ୍ଟ କରି ରହିଯିବା । ତେବେ ଏହା ପରେ ସେ ନିଜ ଫ୍ୟାନ ମାନଙ୍କ ସହ ଅନ୍ୟ ସବୁ କଥା ହୋଇଥିଲେ । ତେବେ ଆଶା କରୁଛି ଏହି ଲେଖାଟି ପସନ୍ଦ ଆସିଥିବ ଏବଂ ନିଜର ମତାମତ ଆମକୁ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *