Anubhav ଙ୍କୁ ଲାଗିଲା ଝଟକା ! ଆଇନା ଦେଖାଇ ଦେଲେ ବର୍ଷା, ଦେଖନ୍ତୁ ଏମିତି କଣ କଲେ Varsha Priyadarshini ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ସିନେମା ଜଗତ ର ଅନୁଭବ ଏବଂ ବର୍ଷାଙ୍କ ଯୋଡି କୁ ଖୁବ ଭଲ ଭାବରେ ଜାଣିଥିବେ । ଉଭୟ ଙ୍କ ମଧ୍ୟ ରେ ଥିବା ବିବାଦ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ସାଜିଛି । ଏହି ଯୋଡି ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ଅନେକ ହିଟ ସିନେମା ଇଣ୍ଡଷ୍ଟ୍ରି କୁ ପ୍ରଦାନ କରିଛନ୍ତି ତେବେ ଏହି ଯୋଡି କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ଏହି ଯୋଡି ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଏହା ପ୍ରେମ ବିବାହ ଥିଲା ଏହି ବିବାହ ରେ ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ଗତବର୍ଷ ବର୍ଷା ଅନୁଭବ ଙ୍କ ନାମ ରେ ତାଙ୍କ ଉପରେ ନିର୍ଯାତନା ଏବଂ ତାଙ୍କୁ ଅତ୍ୟାଆଚାର କରା ଯାଉଛି ବୋଲି କେଶ କରିଥିଲେ ଏବଂ ଏହି ଖବର ଚାରିଆଡେ ବ୍ୟାପି ମଧ୍ୟ ଯାଇଥିଲା ତାପରେ ସେ ଦୁଇ ଜଣଙ୍କୁ ଅନେକ ପ୍ରଶ୍ନ ର ଘେରରେ ରହିବାକୁ ପଡିଥିଲା ।

ତେବେ ଉଭୟ ଙ୍କ ବିବାଦ କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ବର୍ଷା ଅନୁଭବ ଙ୍କ ସହିତ ରହିବାକୁ ଚାହିଁଥିଲେ କିନ୍ତୁ ଅନୁଭବ ତାଙ୍କର ଅପବ୍ୟବହାର ଯୋଗୁଁ ଏହି ପ୍ରସ୍ତାବ କୁ ପ୍ରତ୍ୟାଖ୍ୟାନ କରିଥିଲେ । ଦୁହିଁଙ୍କ ବିବାଦ ବର୍ତ୍ତମାନ ସୁଦ୍ଧା ଲାଗି ରହିଛି । ତେବେ ଅନୁଭବ ଓ ବର୍ଷା ସ୍ପାଉସ କାର୍ଡ ବିବାଦ ମାମଲା ବର୍ତ୍ତମାନ ଏକ ନୂଆ ମୋଡ଼ ନେଇଛି । ପତ୍ନୀ ପରିଚୟ ପତ୍ର ପ୍ରତ୍ୟାହାର ପ୍ରସଙ୍ଗ ରେ ହାଇକୋର୍ଟ ର ହିତାଦେଶ ଜାରି କରିଛନ୍ତି ।

ତେବେ ଏହି ସମ୍ବନ୍ଧରେ ବର୍ଷା କୋର୍ଟ ରେ କେସ କରିଥିଲେ ଏବଂ କୋର୍ଟ ଏହାକୁ ଗ୍ରହଣ କରିଛି ଏବଂ ଅର୍ଡର ମଧ୍ୟ ଦେଇଥିଲେ ଯେ, ତାଙ୍କର ସ୍ପାଉସ ଆଇଡେଣ୍ଟିଟି କାର୍ଡ ସରେଣ୍ଡର କରିବାକୁ ଯେଉଁ ଡ଼ାଇରେକ୍ସନ ଦେଇଥିଲା ତାକୁ ଷ୍ଟେ କରାଯାଇଛି । ଏହି କେସ ର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ମାର୍ଚ୍ଚ ମାସ ୧୫ ତାରିଖ କୁ ରହିଛି । ଏହା ସହିତ ଅଭିନେତା ଅନୁଭବ ମହାନ୍ତି ଯେଉଁ ବାରମ୍ବାର ମିଡିଆ ରେ ତାଙ୍କ ମାଟ୍ରିମୋନିଆଲ ଇସୁ ଉପରେ ବିଭିନ୍ନ ପ୍ରକାର କଥା କହୁଛନ୍ତି ତାହା ବନ୍ଦ କରିବା ନିମନ୍ତେ ତାଙ୍କୁ ନିର୍ଦ୍ଧେଶ ଦିଆ ଯାଇଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *