Deepika ଖୋଲିଦେଲେ Ranbir Kapoor ଙ୍କ ଅସଲ ଚେହେରା, କହିଲେ, ‘ମୁଁ ତା’କୁ ରଙ୍ଗେ ହାତ ଧରି ନେଇଥିଲି, କିନ୍ତୁ ମୋ ପାଇଁ ସେ-କ୍ସ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଦୀପିକା ପାଦୁକନ ଙ୍କୁ ତ ନିଶ୍ଚୟ ଜାଣିଥିବେ । ତେବେ ନିଜର ଅତି ଚମତ୍କାର ଅଭିନୟ ପାଇଁ ସେ ସମଗ୍ର ବିଶ୍ୱ ରେ ପରିଚିତ । ତେବେ ତାଙ୍କର ଜନ୍ମ ହେଉଛି ୧୯୮୬ ମସିହା ଜାନୁଆରୀ୫ ରେ ତେବେ ଦୀପିକା ୩ଟି ଫିଲ୍ମ‌ଫେୟାର ପୁରସ୍କାର ସ‌ହ ୬ଟି ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଦୀପିକା ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନଙ୍କର ଝିଅ ହୋଇଥିବାରୁ ଛୋଟବେଳୁ ବ୍ୟାଡମିଣ୍ଟନ ଖେଳୁଥିଲେ ଏବଂ କୈଶୋର ଅବସ୍ଥାରେ ସେ ଜାତୀୟସ୍ତରର ବିଜେତା ମଧ୍ୟ ଥିଲେ ।


ମାତ୍ର ପରେ ସେ ଖେଳରୁ ଦୂରେଇ ଯାଇ ମଡେଲିଂରେ ଯୋଗ ଦେଇଥିଲେ । ମେଡେଲିଂରେ ଯୋଗଦେବାପରେ ସେ ୨୦୦୬ରେ ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ତେବେ ବର୍ତ୍ତମାନ ଦୀପିକା ୩୫ ବର୍ଷ ର ହୋଇ ଗଲେଣି ଏବଂ ନିକଟରେ ସେ ନିଜ ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି ତେବେ ବଲିଉଡ ରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ଓଁ ଶାନ୍ତି ଓଁ ଏବଂ ଏହା ହିଟ ହୋଇ ଥିଲା ତେବେ ଏହା ପରେ ସେ ଆଉ ଅଟକି ନାହାନ୍ତି ଗୋଟିଏ ପରେ ଗୋଟିଏ ହିଟ ସିନେମା ପ୍ରଦାନ କରିବାରେ ଲାଗିଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ କି ରଣବୀର ଙ୍କ ନାମ ବହୁତ ଅଭିନେତ୍ରୀ ଙ୍କ ସହ ଯୋଡ଼ା ହୋଇଛି କିନ୍ତୁ ଦୀପିକା ପାଦୁକୋଣ ଙ୍କ ସହିତ ତାଙ୍କର ସମ୍ପର୍କ ସବୁଠୁ ଅଧିକ ଚର୍ଚ୍ଚାରେ ଅଛି । କୁହାଯାଉଛି କି ତାଙ୍କର ପ୍ରଥମ ଦେଖା ଜଣେ ମେକଅପ କରୁଥିବା ବ୍ୟକ୍ତି କରାଇଥିଲେ । ରଣବୀର ଙ୍କୁ ହୃଦୟରୁ ଚାହୁଁ ଥିବା ଦିପିକା ଙ୍କୁ ଚିଟିଂ କଲା ଭଳି ଅନୁଭବ ହେଲା । ଯେବେ ସେ ରଣବୀର ଙ୍କୁ ନିଜ ହାତରେ ଧରିଥିଲେ ।

ତେବେ ସେ ବହୁତ ଇଚ୍ଛୁକ ଥିଲେ ଯେଉଁ ଦିନ’ସାବରିୟା’ ରିଲିଜ ହେଲା ଠିକ ସେହି ଦିନ ଦୀପିକା ପାଦୁକୋଣ ଙ୍କ ଫିଲ୍ମ”ଓଁ ଶାନ୍ତି ଓଁ”ଫିଲ୍ମ ମଧ୍ୟ ରିଲିଜ ହୋଇଥିଲା । ଖାସ କଥା ଏହା କି ରଣବୀର କପୂର ଓ ଦୀପିକା ଙ୍କୁ ମେକଅପ କରୁଥିବା ବ୍ୟକ୍ତି ଜଣେ ଥିଲା । ମେକଅପ କରୁଥିବା ବ୍ୟକ୍ତି ଜଣକ ଏହି ଦୁଇଜଣ ଙ୍କ ର ସାକ୍ଷାତ କରାଇଥିଲେ ଓ ଏହି ଠାରୁ ଏମାନଙ୍କର ଲଭଷ୍ଟୋରୀ ଆରମ୍ଭ ହୋଇଥିଲା ।

ତେବେ ଦୀପିକା ପାଦୁକୋଣ ଓ ରଣବୀର କପୂର ୨୦୦୭ ମସିହାରେ “ବଚନା-ଏ-ହସିନୋ”ଫିଲ୍ମରେ ନିକଟତର ହୋଇଥିଲେ । ରିପୋର୍ଟ ଅନୁସାରେ, ଦୀପିକା ରଣବୀର ଙ୍କ ନାମ ର ଟାଟୁ ମଧ୍ଯ କରିଥିଲେ, ଯାହା ଆଜି ମଧ୍ଯ ତାଙ୍କ ବେକ ପାଖରେ ଅଛି । ୨୦୧୦ ଆସିବା ପୂର୍ବରୁ ଏହି ଦୁଇଜଣ ଙ୍କର ବ୍ରେକଅପ ହୋଇଗଲା । ଏହି ବ୍ରେକଅପ ର କାରଣ ଖୁଲାସ କରିବାରୁ ନିଜେ ଦୀପିକା ଏକ ଖବର କାଗଜର ଏକ ପୃଷ୍ଠା ରେ ରଣବୀର ଙ୍କ ନାମ ନ ନେଇ ନିଜର ସମ୍ପର୍କ ଭାଙ୍ଗିବାର ଦୁଃଖ ସେ କହିଥିଲେ ।


ସେହି ଇଣ୍ଟର୍ବ୍ୟୁରେ ଦୀପିକା କହିଥିଲେ-‘ ସେ ପ୍ରଥମେ ଧୋ-କା ଦେଲା ତା ପରେ ସେ ମୋତେ କ୍ଷମା ମାଗିବାକୁ ଲାଗିଲା । ମୋ ପାଇଁ ସେ-କ୍ସ-ର ମାନେ କେବଳ ଫି-ଜି-କା-ଲ ହେବା ନୁହେଁ, ଏଥିରେ ମୋର ଇମୋଶନ ବି ଜଡିତ ଅଛି’ । ଆଗକୁ ଦୀପିକା କହିଲେ-‘ମୁ ଯେବେ ବି କୌଣସି ସମ୍ପର୍କରେ ରହିଛି ମୁ କେବେବି ସେହି ମଣିଷକୁ ଧୋ-କା ଦେଇ ନାହିଁ । ଯଦି ମୁ ତାକୁ ଧୋ-କା ଦେବି ତା ହେଲେ ମୁ ସମ୍ପର୍କରେ କାହିଁକି ରହିବି । ତେଣୁ ମୋ ପାଇଁ ଭଲ ହେବ ମୁ ସିଙ୍ଗଲ ରହିବି ଆଉ ମସ୍ତି କରିବି ।


ତେବେ ଦୀପିକା ଙ୍କ କହିବା ଅନୁସାରେ ଯେବେ ସିଏ ମୋତେ ପ୍ରଥମ ଥର ଧୋକା ଦେଇଥିଲେ ମୋତେ ଲାଗିଲା କି ଆମ ଭଲପାଇବା ରେ କିଛି କମି ରହିଯାଇଛି ବୋଲି, ସେଥିପାଇଁ ଏମିତି ହେଲା । କିନ୍ତୁ ଯେତେବେଳେ ଧୋକା ଦେବା କାହାର ଅଭ୍ୟାସ ହୋଇଯାଇଥାଏ ତାହେଲେ ଆପଣ ସମ୍ପର୍କରେ ସବୁ ଦେଇ ମଧ୍ୟ ହାରିଯିବେ । ମୁଁ ସମ୍ପର୍କରେ ରହି ସବୁକିଛି ଦେଲି କିନ୍ତୁ କିଛି ପାଇବାର ଆଶା ରଖିନଥିଲି ।

ତେବେ ଦୀପିକା ରଣବିର କପୂର ଙ୍କ ଠାରୁ ଦୂରେଇ ଯିବା ପରେ ସେ ରଣବିର ସିଂହ ଙ୍କ ସହ ବହୁତ ନିକଟ ତର ହୋଇଥିଲେ ଏବଂ ଦୁହେଁ ଅନେକ ସିନେମା ଏକାଠି ମଧ୍ୟ କରିଥିଲେ ତେବେ ଦୁହେଁ ବର୍ତ୍ତମାନ ବିବାହ କରି ବହୁତ ଖୁସିରେ ମଧ୍ୟ ଅଛନ୍ତି ତେବେ ସେହିପରି ରଣବୀର କପୂର ମଧ୍ୟ ଆଲିୟା ଭଟ୍ଟ ଙ୍କ ସମ୍ପର୍କରେ ଅଛନ୍ତି ଆଉ ଦୁଇ ଜଣ ଏହି ବର୍ଷ ଶେଷରେ ବିବାହ କରିପାରନ୍ତି । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *