ଯଦି ଆପଣଙ୍କ ଦାନ୍ତ ମଝିରେ ବି ଅଛି ଗ୍ୟାପ ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ଜାଣନ୍ତୁ ରହସ୍ୟ ! (Samudrika Shastra)

ଆଜି ଆମେ ଆପଣଙ୍କୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟର ଶରୀରର ଲକ୍ଷଣ ଅନୁସାରେ ତାର ଭବିଷ୍ୟତ ଓ ତାର ବ୍ୟକ୍ତିତ୍ବ ବିଷୟରେ କହିବୁ । ଭାରତୀୟ ସଂସ୍କୃତିରେ ଶୁଭ ଓ ଅଶୁଭ କଥା ଗୁଡିକୁ ବହୁତ ହିଁ ମହତ୍ଵ ଦିଆ ଯାଇଛି । ଆମର ଜ୍ଯୋତିଷ ଶାସ୍ତ୍ର ଏତେ ସମୃଦ୍ଧ ଅଟେ କି ସବୁ ଜିନିଷରେ ଲୁଟିବା ଅର୍ଥକୁ ବିସ୍ତାର ରୂପରେ କୁହାଯାଇଛି । ଆମ ଆଖପାଖରେ ଯେତେ ବି ଘଟଣା ଘଟିଥାଏ ତାର ସମ୍ବନ୍ଧ ଆମର ନିକଟ ଭବିଷ୍ୟତ ସହ ଜଡିତ ଅଛି ।

ଆମର ଶରୀରର ସରଞ୍ଚନାରେ ବି କିଛି ନା କିଛି ଅର୍ଥ ଲୁଚି ଥାଏ । ଭଗବାନ ସବୁ ମନୁଷ୍ୟକୁ ଭିନ୍ନ ଭିନ୍ନ ପ୍ରକାରର ଗଢିଛନ୍ତି । କିନ୍ତୁ ସ୍ଵଭାବ, ଚିନ୍ତା କରିବାର ଶୈଳୀ, ପରସ୍ପର ଠାରୁ ଭିନ୍ନ ଅଟେ । ଶାସ୍ତ୍ର ଆମର ସଂସ୍କୃତି ଓ ଜୀବନର ଏକ ଅଂସ ଅଟେ । ଶରୀର ବିଭିନ୍ନ ପ୍ରକାରର ଚିହ୍ନ ଓ ଅଙ୍ଗର ସରଞ୍ଚନାକୁ ଅଧ୍ୟୟନ କରି ମନୁଷ୍ୟର ଭବିଷ୍ୟତ ଓ ବର୍ତ୍ତମାନ କୁହାଯାଏ ।

ଆମର ଶରୀରରେ ଯେତେ ପ୍ରକାରର ଚିହ୍ନ ଓ କଥା ଅଛି ତାହା ଦ୍ଵାରା ବହୁତ କିଛି ଜଣା ପଡିଥାଏ । ଏହା ମଧ୍ୟରୁ କିଛି ଜିନିଷ ଆମର ସୋଭାଗ୍ୟର ପ୍ରତୀକ ହୋଇଥାଏ । କିନ୍ତୁ କିଛି ଦୁର୍ଭାଗ୍ୟର କାରଣ ବି ହୋଇଥାଏ । ଆଜି ଆମେ ଆପଣଙ୍କୁ ଶରୀରର ଏହିଭଳି କିଛି ଭାଗ୍ୟଶାଳୀ ଚିହ୍ନ ବିଷୟରେ କହିବୁ । ଯାହାର ସିଧା ପ୍ରଭାବ ଆମର ଜୀବନ ଓ ଭାଗ୍ୟ ଉପରେ ପଡିଥାଏ । ଏହି ସବୁ ଚିହ୍ନ ଆମ ଶରୀରରେ ରହିବା ଭାଗ୍ୟର କଥା ହୋଇଥାଏ ।

କହିଦେଉଛୁ କି ଗୋଲ ଚେହେରାର ଲୋକମାନେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ଭଲ ଚାକିରି ଓ ଜୀବନସାଥୀ ମିଳିବା ଏମାନଙ୍କ ଭାଗ୍ୟରେ ଥାଏ । ମଧ୍ୟମ ଉଚ୍ଚତା ଥିବା ଭଲ ଓ ଶୁଭ ହୋଇଥାଏ । ବଡ ନାକ ଓ ତାହା ଉପରେ କଳାଜାଇ ଥିବା ବି ଶୁଭ ହୋଇଥାଏ । ଯେଉଁ ଲୋକମାନଙ୍କ ସାମାନ୍ୟ ଠାରୁ ବଡ ହୋଇଥାଏ ସେମାନେ ବି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଦାନ୍ତ ମଝିର ଗ୍ୟାପ ରହିବା ବହୁତ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତିର ଦାନ୍ତ ମଝିର ଗ୍ୟାପ ଅଛି ସେମାନେ ଅଧିକ ସୋଭାଗ୍ୟ ଶାଳି ହୋଇଥାନ୍ତି ।

ଚାକିରି କ୍ଷେତ୍ରରେ ଉଚ୍ଚ ପଦରେ ଥାନ୍ତି । ଆର୍ଥିକ ଦ୍ରୁଷ୍ଟିରେ ବି ସଫଳ ହୁଅନ୍ତି । ସେହିଭଳି ଯେଉଁମାନଙ୍କର ଦାନ୍ତ ଅଳ୍ପ ବାହାରକୁ ବାହାରିଥାଏ ସେମାନେ ଅଳ୍ପ ଜିଦି ସ୍ଵଭାବର ଓ ଅଧିକ କଥାବାର୍ତ୍ତା କରନ୍ତି । କିନ୍ତୁ ଭାଗ୍ୟଶାଳୀ ହୋଇଥାନ୍ତି । ଯଦି କୌଣସି ମହିଳାର ଦାନ୍ତ ମୋଟା ଓ ଚଉଡା ଥିବ ମୁହଁରୁ ବାହାରକୁ ଆଡକୁ ବାହାରିଥିବ ସେହି ମହିଳାର ଜୀବନ ସବୁବେଳେ ଦୁଃଖରେ ଥାଏ । ମାଢି ଗୁଡିକ କଳା ହେବା ବି ମହିଳାମାନଙ୍କ ପାଇଁ ଶୁଭ ହୋଇ ନ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *