Odia Gk- ଫାଶୀ danda ଶୁଣେଇବା ପରେ ଜଜ୍ ପେନର ନିବ କାହିଁକି ଭାଙ୍ଗି ଦିଅନ୍ତି ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ । ପ୍ରଥମେ ଆପଣ ଏହି ସାଧାରଣ ଜ୍ଞାନର ପ୍ରଶ୍ନ ପଢନ୍ତୁ ଆଉ ଏହାର ଉତ୍ତର ବିଷୟରେ ଭାବନ୍ତୁ ଯଦି ଆପଣଙ୍କୁ ଉତ୍ତର ଜଣା ନାହିଁ ତା ହେଲେ କୌଣସି ଅସୁବିଧା ନାହିଁ ଆମେ ଆପଣ ମାନଙ୍କୁ ସେହି ପ୍ରଶ୍ନର ଉତ୍ତର ମଧ୍ୟ କହିବୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ଉତ୍ତର ବିଷୟରେ ।

୧. ବିଶ୍ଵରେ ଏମିତି କେଉଁ ଦେଶ ରହିଛି ଯେଉଁଠି ଗୋଟେ ବି କ୍ଷେତ ଜମି ନାହିଁ ?

ଉତ୍ତର- ସିଙ୍ଗାପୁର ହେଉଛି ଏକ ଏପରି ଦେଶ ଯେଉଁଠି ଗୋଟେ ବି କ୍ଷେତ ଜମି ନାହିଁ ।

୨. ଏମିତି କେଉଁ ଜୀବ ଅଛି ଯାହାର ହାର୍ଟ ତା ମୁଣ୍ଡରେ ଥାଏ ?

ଉତ୍ତର- ଚିଙ୍ଗୁଡି ହେଉଛି ଏକ ଏପରି ଜୀବ ଯାହାର ହାର୍ଟ ତା ମୁଣ୍ଡରେ ଥାଏ ।

୩. କେଉଁ ଗ୍ରହରେ ଗୋଟେ ଦିନ ଗୋଟେ ବର୍ଷ ପରି ହୋଇଥାଏ ?

ଉତ୍ତର- ସୁକର ଗ୍ରହରେ ଗୋଟେ ଦିନ ଗୋଟେ ବର୍ଷ ପରି ହୋଇଥାଏ ।

୪. କେଉଁ ପ୍ରାଣୀ ଓଲଟା ଚାଲି ପାରେ ନାହିଁ ?

ଉତ୍ତର- କଙ୍ଗାରୁ ହେଉଛି ଏକ ଏପରି ପ୍ରାଣୀ ଯିଏ ଓଲଟା ଚାଲି ପାରେ ନାହିଁ ।

୫. ଫାଶୀ ଦଣ୍ଡ ଶୁଣେଇବା ପରେ ଜଜ୍ ପେନର ନିବ କାହିଁକି ଭାଙ୍ଗି ଦିଅନ୍ତି ?

ଉତ୍ତର- ନିବ ଭାଙ୍ଗିବାର ଦୁଇଟି କାରଣ ଅଛି ପ୍ରଥମ କାରଣ ହେଉଛି ଦଣ୍ଡ ଦେବା ପରେ ଜଜ୍ ନିବ ଭାଙ୍ଗନ୍ତି କାରଣ ସେ ନିଜ ନିଷ୍ପତ୍ତି ଯେମିତି ନ ବଦଳାଇ ପାରିବେ । ଦ୍ଵିତୀୟ କାରଣ ହେଉଛି ଦ୍ଵିତୀୟ ସେହି କଲମରେ ପୁଣି କାହାକୁ ଫାଶୀ ଦଣ୍ଡ ନ ମିଳୁ ଏବଂ କେହି ଅପରାଧ ନ କରୁ ।

୬. କେଉଁ ପକ୍ଷୀ ହାତୀ ଭଳି ଜନ୍ତୁକୁ ନିଜ ପଞ୍ଜାରେ ଧରି ଉଡି ପାରୁ ଥିଲା ?

ଉତ୍ତର- ଆକାବ ପକ୍ଷୀ ହାତୀ ଭଳି ଜନ୍ତୁକୁ ନିଜ ପଞ୍ଜାରେ ଧରି ଉଡି ପାରୁ ଥିଲା ।

୭. କେଉଁଠାରେ ନିଆଁ ବର୍ଷା କରୁଥିବା ଗଛ ରହିଛି ?

ଉତ୍ତର- ମାଲେସିଆରେ ନିଆଁ ବର୍ଷା କରୁଥିବା ଗଛ ରହିଛି ।

୮. ବିଶ୍ଵର ସବୁଠାରୁ ଉଚ୍ଚ ପର୍ବତ ଶିଖର କେଉଁଠି ଅବସ୍ଥିତ ?

ଉତ୍ତର- ବିଶ୍ଵର ସବୁଠାରୁ ଉଚ୍ଚ ପର୍ବତ ଶିଖର ହେଉଛି ମାଉଣ୍ଟ ଏଭରେଷ୍ଟ ଯାହା ନେପାଳରେ ଅବସ୍ଥିତ ।

୯. ଆମ ଶରୀରର କେଉଁ ଅଙ୍ଗରେ ରକ୍ତ ନଥାଏ ?

ଉତ୍ତର- ଆମ ଶରୀରର ନଖ ଏବଂ କେସରେ ରକ୍ତ ନଥାଏ ।

୧୦.  ଭାରତର ସବୁଠାରୁ ଥଣ୍ଡା ଜିଲ୍ଲାର ନାମ କଣ ?

ଉତ୍ତର- ଭାରତର ସବୁଠାରୁ ଥଣ୍ଡା ଜିଲ୍ଲାର ନାମ ହେଉଛି ଶ୍ରୀନଗର ।

୧୧. କେଉଁ ମାଛ ପାଣିରେ ପହଁରି ପାରେ ଜମିରେ ଯାଇପାରେ ଓ ଆକାଶରେ ଉଡି ପାରେ ?

ଉତ୍ତର- ଗରନାର ମାଛ

୧୨. ଆହାତ ହେଲେ କେଉଁ ପଶୁ ମଣିଷ ପରେ କାନ୍ଦେ ?

ଉତ୍ତର- ଆହାତ ହେଲେ ଭାଲୁ ମଣିଷ ପରି କାନ୍ଦି ଥାଏ  ।

Leave a Reply

Your email address will not be published. Required fields are marked *