ଦାଣ୍ଡ ମଝିରେ ଶାଶୂ-ବୋହୂ କଳି ! ଲାଗିଲା ଲୋକଙ୍କ ଭିଡ…ଦେଖନ୍ତୁ Video

ବନ୍ଧୁଗଣ ଆଜିକୁ ଦୁଇ ମାସ ହେଇଗଲା ବ୍ରହ୍ମପୁରର ବହୁ ଚର୍ଚ୍ଚିତ ମାମଲା ଦୀପିକା ଆଉ ଦିନେଶଙ୍କର କୌଣସି ସମଧାନ ହେଲା ନାହିଁ । ବର୍ତ୍ତମାନ ଏହି ମାମଲାଟି କୋର୍ଟରେ ବିଚାରଧିନ ଅବସ୍ଥାରେ ରହିଛି ଆଉ ଆଜିକୁ ଦୁଇ ମାସ ହେଇଗଲା ଦୀପିକା ସେମିତି ନିଜ ଶଶୁର ଘର ବାରଣ୍ଡାରେ ଧାରଣା ଦେଇଛନ୍ତି । ଏମିତିରେ ଦୀପିକାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ହେଲେ ନିଜ ପୁଅର ପରିଚୟ ପାଇଁ ସେ ଏତେ ସଂଘର୍ଷ କରୁଛନ୍ତି । ଦୀପିକା ଏବେ ନିଜ ଶଶୁର ଘର ବାରଣ୍ଡାରେ ବସି ରୋଷେଇ କରି ଖାଉ ଛନ୍ତି । ଅନ୍ୟ ପକ୍ଷେ ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଅଛନ୍ତି । ତେବେ ଏହାରି ମଧ୍ୟରେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦର୍ଶକ ବନ୍ଧୁ ଆଜି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି ଆଉ ଆଜି ହେଉଛି ମାଆ ଦୂର୍ଗାଙ୍କ ଭସାଣି ଶୋଭାଯାତ୍ରା । ଗଳି ଗଳିରେ ଭକ୍ତ ମାନେ ଅତି ଶ୍ରଦ୍ଧା ଓ ଭକ୍ତିର ସହ ମାଆ ଦୂର୍ଗାଙ୍କୁ ବିସର୍ଜନ କରିବା ପାଇଁ ଯାଉଛନ୍ତି ଆଉ ଅନ୍ୟ ପଟେ ବ୍ରହ୍ମପୁର ସହରରେ ଏକ ନାରୀ ଉପରେ ନିର୍ଯାତନା ହେଉଥିବାର ଦେଖିବାକୁ ମିଳିଛି । ବନ୍ଧୁଗଣ ଏହି ନାରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଦୀପିକା ।

ଆଜି ବ୍ରହ୍ମପୁର ସହରରେ ପ୍ରବଳ ବର୍ଷା ହୋଇଛି ଆଉ ତା ସହ ଦୀପିକାଙ୍କ ଉପରେ ମାଡ ବସିଛି । ମାଡ ମାରିଛନ୍ତି ଦିନେଶଙ୍କ ପରିବାର ଲୋକେ । ଦୀପିକାଙ୍କ ପାଲ ଭାଙ୍ଗି ସେ ତାଙ୍କୁ ମାଡ ମାରିଛନ୍ତି । ମାଡ ମାରିବା ପରେ ଦୀପିକା ଆଉ ତାଙ୍କ ଶାଶୂ ମଧ୍ୟରେ ଝଗଡା ହେଇଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୀପିକାଙ୍କ ଶାଶୂ କହୁଛନ୍ତି, ମୋ ପୁଅର ସବୁ ଦୋଷ ତୋର ତ କିଛି ଦୋଷ ନାହିଁ ତୁ ବହୁତ ଭଲଟା ।

ଏ ଝିଅ ଆମକୁ ତିନି କୋଟିର ଘର ମାଗୁଛି । ତୁ ଡିଏନଏ ରିପୋର୍ଟ ଦେଖା ମୋ ଘର ବାରଣ୍ଡାରେ ବସିଛୁ ତୁ ଆଗେ ଡିଏନଏ ରିପୋର୍ଟ ଦେଖା । ତେବେ ବନ୍ଧୁଗଣ ଦୀପିକା ମଧ୍ୟ ସେହି ସମୟରେ ଯୁକ୍ତି କରୁଛନ୍ତି  । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *