ଦେଖନ୍ତୁ ଓଡିଆ ରିଲାଲିଟି ସୋ’ ‘ଡ୍ୟାନ୍ସ ଓଡିଶା ଡ୍ୟାନ୍ସ’ ର କିଏ ହେଲେ Winner ଓ କାହାକୁ ମିଳିଲା କେତେ ଟଙ୍କା ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ରିଆଲିଟି ସୋ ଗୁଡିକୁ ନିଶ୍ଚୟ ଦେଖିଥିବେ । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଓଡିଶାରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସୋ ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ଏବେ ଶେଷ ହୋଇଯାଇଛି । ଏହି ସୋଟିକୁ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ବନ୍ଧୁଗଣ ଏହି ସୋଟି ଶେଷ ହେବା ପରେ ଜିତିଥିବା ପ୍ରତିଯୋଗୀ ମାନଙ୍କୁ ଟ୍ରୋଫି ସହ କ୍ୟାସ ପ୍ରାଇଜ ମିଳିଛି ।

ତେବେ ବନ୍ଧୁଗଣ ଏହି ସୋରେ କିଏ ବିଜେତା ହୋଇଛନ୍ତି ଓ ତାଙ୍କୁ କ୍ୟାସ ପ୍ରାଇଜ କେତେ ମିଳିଛି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ୟୁ ଗ୍ୟାଙ୍କ ଟିମ । ଡ୍ୟାନ୍ସ ଓଡିଶା ଡ୍ୟାନ୍ସରେ ଏହି ଟିମଟି ସେକେଣ୍ଡ ରନ୍ନର ସିପରେ ଜିତିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଟିମର ଜବରଦସ୍ତ ପଦର୍ଶନ ନିଶ୍ଚୟ ଦେଖିଥିବେ । ଏହି ଟିମକୁ ୨୫ ହଜାର ଟଙ୍କାର କ୍ୟାସ ପ୍ରାଇଜ ସହିତ ଟ୍ରୋଫି ମିଳିଛି ।


୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୋଭା ଏବଂ କିଶାନ । ଏହି ଦୁଇଜଣ ଡ୍ୟାନ୍ସ ଓଡିଶା ଡ୍ୟାନ୍ସରେ ଫାଷ୍ଟ ରନ୍ନର ସିପରେ ଜିତିଛନ୍ତି । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କର ଜବରଦସ୍ତ ପଦର୍ଶନ ନିଶ୍ଚୟ ଦେଖିଥିବେ । ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ବଢିବାରେ ଲାଗିଛି । ତେବେ ସୋଭା ଓ କିଶାନଙ୍କୁ ୫୦ ହଜାର ଟଙ୍କାର କ୍ୟାସ ପ୍ରାଇଜ ସହିତ ଟ୍ରୋଫି ମିଳିଛି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ରମିୟା ହୁଇ । ସମସ୍ତ ଟିମକୁ ପଛରେ ପକାଇ ରମିୟା ଡ୍ୟାନ୍ସ ଓଡିଶା ଡ୍ୟାନ୍ସର ବିଜେତା ହୋଇପାରିଛନ୍ତି । ତାଙ୍କର ଜବରଦସ୍ତ ପଦର୍ଶନକୁ ଓଡିଶା ବାସୀ ବେସ ଅଧିକ ପସନ୍ଦ କରିଛନ୍ତି । ବନ୍ଧୁଗଣ ରମିୟାଙ୍କୁ ଏହି ସୋର ବିଜେତା ହେବା ପରେ ଟ୍ରୋଫି ମିଳିବା ସହ ତାଙ୍କୁ ଏକ ଲକ୍ଷ ଟଙ୍କାର କ୍ୟାସ ପ୍ରାଇଜ ମିଳିଛି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ରିଆଲିଟି ସୋଟି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *