ଗୋପାଳ ଅତୀତର ଗୋଟିଏ ଗୋଟିଏ ଘଟଣା ବି-ସ୍ଫୋ-ର-ଅଣ ସୃଷ୍ଟି କରୁଛି ବା କହି ପାରନ୍ତି ବ୍ଳାଷ୍ଟ ଉପରେ ବ୍ଳ-ଆଷ୍ଟ କରୁଛି । ଏଭଳି ଏକ କଥା ଏବେ ସାମନାକୁ ଆସୁଛି । ଯେତେବେଳେ ଗୋପାଳ ଦାସକୁ ଦିଆ ଯାଇଥିଲା ଏକ ଦ-ଉଷ୍କ-ଅର୍ମ ମାମଲାର ଦାୟିତ୍ଵ ତାଙ୍କ ଉପରେ କୁଆଡେ ପ୍ରବଳ ବର୍ଷୀ ଥିଲେ କୋର୍ଟ । କେବଳ ସେତିକି ନୁହେଁ ତାଙ୍କୁ ଭ-ର୍ସ-ନା କରିବା ସହିତ ପୋଲିସ ଡିପାର୍ଟମେଣ୍ଟକୁ ମଧ୍ୟ କୋର୍ଟ ଭ-ର୍ସ-ନା କରିଥିଲେ ।
ଜଣେ ମାନସିକ ରୋଗୀ ଥିବା ଜଣେ ଏଏସଆଇଙ୍କୁ ଗୋଟେ ଦ-ଉଷ୍କ-ଅର୍ମ ମାମଲା ଭଳି ଗୋଟେ ସଂବେଦନ ଶୀଳ ମାମଲାର ତଦନ୍ତ କରିବାକୁ ଦିଆ ଗଲା ଏନେଇ ଗୋପାଳଙ୍କ ଉପରେ ପ୍ରବଳ ବର୍ଷୀ ଥିଲେ । ଗୋପାଳ ବରହର ପାଲ୍ଲି ଥାନାରେ ଥିବା ବେଳେ ଏକ ଦ-ଉଷ୍କ-ଅର୍ମ ମାମଲାର ତଦନ୍ତ ଭାର ତାଙ୍କ ଉପରେ ଦିଆ ଯାଇଥିଲା । ଆଉ ଯାହାକୁ ନେଇ ସ୍ଥାନୀୟ କୋର୍ଟ ଗୋପାଳଙ୍କୁ ନେଇ ତାଙ୍କର ସନ୍ତୋଷ ବ୍ୟକ୍ତ କରିଥିଲେ ।
ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯଦି କୋର୍ଟ ଏହା ହୃଦୟଙ୍ଗମ କଲେ ଗୋପାଳ ଜଣେ ମାନସିକ ରୋଗୀ ତେବେ କୋର୍ଟ କାହିଁକି କୋର୍ଟ ଗୋପାଳଙ୍କୁ ତୁରନ୍ତ ଚାକିରିରୁ ବାହାର କରିବାକୁ କିମ୍ବା ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଲେ ନାହିଁ । ତଦନ୍ତର ଏହି ଅସନ୍ତୋଷ ପ୍ରକାଶ କରି ପୋଲିସ ଡିପାର୍ଟମେଣ୍ଟକୁ ଭର୍ସନା କରିଥିଲେ କୋର୍ଟ । 10 ବର୍ଷ ତଳେ ଗୋପାଳ ତଦନ୍ତ କରିଥିବା ସବୁ ମାମଲାର ରିପୋର୍ଟ ଏବେ କ୍ରା-ଆଇ-ମ ବ୍ରାଞ୍ଚ ଟିମ ଜବତ କରୁଛି ।
କେଉଁଥିରେ ଗୋପାଳ କିଭଳି ଭାବରେ ତଦନ୍ତ କରିଥିଲେ ତେବେ ସବୁଠାରୁ ତାଯୁବ କରିବା ଭଳି କଥା ହେଉଛି କ୍ରା-ଆଇ-ମ ବ୍ରାଞ୍ଚ ଏବେ କହୁଛି ଗୋପାଳ ପୁରା ପାଗଳ । ଆଉ ଗୋପାଳର ମାନସିକ ରୋଗ ଥିବା ସତ୍ବେ କାହିଁକି ଏହାକୁ ଅଣଦେଖା କରୁଥିବା ପୋଲିସ ବିଭାଗ ତାହା ବି ବଡ ପ୍ରଶ୍ନ ସୃଷ୍ଟି କରୁଛି । ଗୋପାଳ ନିଜର ମାନସିକ ରୋଗ ପାଇଁ 30ଟି ଛୁଟି ମଧ୍ୟ ନେଇଥିଲା ।
ଗୋପାଳ କେଉଁ କେଉଁ ମେଡ଼ିସିନ ଖାଉଥିଲା ଏବଂ ତାର ମାନସିକ ରୋଗ ଉପରେ ଅଧିକ ରୁ ଅଧିକ ଖୋଳ ତାଳ କରୁଛି କ୍ରା-ଆଇ-ମ ବ୍ରାଞ୍ଚ । ଏବେ କ୍ରା-ଆଇ-ମ ବ୍ରାଞ୍ଚ ଏମିତି ଅନେକ ସାରା ତଥ୍ୟ ଏକାଠି କରୁଛି ଯାହା ଦ୍ଵାରା ସେ ଗୋପାଳର ମାନସିକ ସ୍ଥିତିକୁ ଯାଞ୍ଚ କରିବା ପାଇଁ ପୁଣି ଥରେ ଆବେଦନ କରିପାରିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।