କୋର୍ଟ ପରିସରରେ ସ୍ୱାମୀ-ସ୍ତ୍ରୀ ପିଟା-ପିଟି …

ଦର୍ଶକ ବନ୍ଧୁ ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ସବୁଠାରୁ ପବିତ୍ର ଏବଂ ନିଆରା ସମ୍ପର୍କ ଅଟେ । ଗୋଟେ ସ୍ଵାମୀ ଏବଂ ସ୍ତ୍ରୀ ଆଜୀବନ ପରସ୍ପରର ସାଥ ଦେଇଥାନ୍ତି । ସମସ୍ତ ସୁଖ ଏବଂ ଦୁଃଖରେ ଉଭୟ ସ୍ଵାମୀ-ସ୍ତ୍ରୀ ମିସିକି ରହିଥାନ୍ତି । ସ୍ତ୍ରୀ କେବେ ନିଜ ସ୍ଵାମୀର କଷ୍ଟ ସହି ନଥାଏ କି ସ୍ଵାମୀ ବି କେବେ ନିଜ ସ୍ତ୍ରୀର କଷ୍ଟ ସହି ନଥାଏ । ଦର୍ଶକ ବନ୍ଧୁ ଏ ସବୁ କଥା ଆଗ କାଳରେ ବହୁତ ମହତ୍ଵ ରଖୁଥିଲା ଏବେ କିନ୍ତୁ ସିନ୍ ଟିକେ ଅଲଗା ଚାଲିଛି ।

ଆମ ରାଜ୍ୟରେ ସବୁଦିନ ସ୍ଵାମୀ-ସ୍ତ୍ରୀଙ୍କ ପରକ୍ରିୟା ପ୍ରୀତି କେସ ସାମ୍ନାକୁ ଆସୁଛି । ଏବେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମର ଅଭାବ ଆଉ ଝଗଡା ବହୁତ । କେହି କାହା ଠାରୁ କମ ନୁହନ୍ତି । ହେଲେ ସବୁ କ୍ଷେତ୍ରରେ ଏମିତି ହୋଇ ନଥାଏ ଆଜି ବି ଅନେକ ସ୍ଵାମୀ-ସ୍ତ୍ରୀ ସୁଖ ଦୁଃଖରେ ପରସ୍ପର ସହ ମିଶି ରହୁଛନ୍ତି । କିନ୍ତୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲା ପରେ ଆପଣ ମାନେ ମୁଣ୍ଡରେ ହାତ ଦେବେ ।

ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ସ୍ଵାମୀ-ସ୍ତ୍ରୀ ମା-ର-ପି-ଟ ହେଉଥିବା ନଜର ଆସୁଛନ୍ତି । ଏପଟେ ଯଦି ଦେଖିବା ସ୍ଵାମୀ ନିଜ ସ୍ତ୍ରୀର ବେ-କକୁ ଧରିଛି ଆଉ ସେପଟେ ସ୍ତ୍ରୀ ବି ସ୍ଵାମୀ ଠାରୁ କମରେ ନାହାନ୍ତି ସେ ବି ନିଜ ସ୍ଵାମୀର ବେ-କକୁ ଧରିଛନ୍ତି ।

ଉଭୟ ପରସ୍ପରକୁ ସେକି ଚାଲି ଛନ୍ତି । ସ୍ଵାମୀର ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି କାରଣ ସ୍ତ୍ରୀ ମା-ଡ-ରେ ସ୍ଵାମୀର ସାର୍ଟ ଚିରି ଯାଇଛି । ବନ୍ଧୁଗଣ କିଛି ସମୟ ଏହି ମା-ର-ପି-ଟ ଚାଲିବା ବେଳେ ସ୍ଥାନୀୟ ଲୋକ ମାନେ ଆସି ଉଭୟଙ୍କ ଝଗଡା ଅଟକାଉ ଛନ୍ତି । ତେବେ ମିଡିଆ ରିପୋର୍ଟସ ଅନୁସାରେ ବାଲେଶ୍ୱର ପରିବାର ଅଦାଲତ ପରିସରରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପି-ଟା-ପି-ଟି ।

ସ୍ତ୍ରୀ ଗୁରୁତର ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ପରେ ସ୍ୱାମୀ ରତିକାନ୍ତ ପାଣିଗ୍ରାହୀ ଫେରାର୍‌ । ୨୦୨୦ ମସିହାରୁ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଓ ଭରଣ ପୋଷଣ କେସ୍‌  ଚାଲିଥିଲା । ଆଜି କେସ୍‌ ତାରିଖ ଥିବାରୁ ଉଭୟେ କୋର୍ଟକୁ ଆସିଥିଲେ । ହେଲେ କୋର୍ଟ ଆସି କେସ ସମାଧାନ କଣ କରିବେ ବାଡିଆ ପିଟା ହେଇଗଲେ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *