Gk challenge; – କମ୍ପୁଟରର ଉଦ୍ଭାବକ କିଏ ? 15+ challenging general knowledge

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ଜଣା ଅଜଣା ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା

1 – ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ?

ଉତ୍ତର;- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଜବାହାରଲାଲ ନେହେରୁ ।

2 – ପୃଥିବୀର ସବୁଠାରୁ ବଡ ଦେଶର ନାମ କଣ ?

ଉତ୍ତର;- ପୃଥିବୀର ସବୁଠାରୁ ବଡ ଦେଶର ନାମ ରୁଷିଆ ଅଟେ ।

3 – ବିଶ୍ଵର ସବୁଠାରୁ ବଡ ଜଙ୍ଗଲର ନାମ କଣ ?

ଉତ୍ତର;- ବିଶ୍ଵର ସବୁଠାରୁ ବଡ ଜଙ୍ଗଲର ନାମ ହେଉଛି ଆମାଜନ ଜଙ୍ଗଲ ।

4 – ଆମ ଦେଶ ଭାରତର ଅନ୍ୟ ନାମ କଣ ?

ଉତ୍ତର;- ଆମ ଦେଶ ଭାରତର ଅନ୍ୟ ନାମ ହେଉଛି ହିନ୍ଦୁସ୍ଥାନ ।

5 – ଆମ ଦେଶର ପ୍ରଥମ ନାଗରିକ କିଏ ?

ଉତ୍ତର;- ଆମ ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି ।

6 – ଭାରତର ସବୁଠାରୁ ବଡ ନଦୀର ନାମ କଣ ?

ଉତ୍ତର;- ଭାରତର ସବୁଠାରୁ ବଡ ନଦୀର ନାମ ହେଉଛି ଗଙ୍ଗା ନଦୀ।

 

7 – ଆମ ଦେଶର ଜାତୀୟ ଖେଳର ନାମ କଣ ?

ଉତ୍ତର;- ଆମ ଦେଶର ଜାତୀୟ ଖେଳର ନାମ ହେଉଛି ହକି ।

8 – ଭାରତର ରାଷ୍ଟ୍ରଭାଷା କଣ ଅଟେ ?

ଉତ୍ତର;- ଭାରତର ରାଷ୍ଟ୍ରଭାଷା ହିନ୍ଦୀ ଅଟେ ।

9 – ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?

ଉତ୍ତର;- ଭାରତର ପ୍ରଥମ ରାଷ୍ଟ୍ରପତି ହେଉଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ।

10- ଭାରତର ଜାତୀୟ ପତାକାରେ କେତୋଟି ରଙ୍ଗ ଥାଏ ?

ଉତ୍ତର;- ଭାରତର ଜାତୀୟ ପତାକାରେ 3 ଟି ରଙ୍ଗ ଥାଏ ।

11- କମ୍ପୁଟରର ଉଦ୍ଭାବକ କିଏ ଥିଲେ ?

ଉତ୍ତର;- କମ୍ପୁଟରର ଉଦ୍ଭାବକ ଥିଲେ ଚାର୍ଲସ ବାବାଜ ।

12- ରେଡିଓର ଉଦ୍ଭାବକ କିଏ ଥିଲେ ?

ଉତ୍ତର;- ରେଡିଓର ଉଦ୍ଭାବକ ଥିଲେ ମାର୍କୋନୀ ।

13- ଗୋଟିଏ କ୍ରିକେଟ ଟିମରେ ଗୋଟିଏ ଦଳ ପକ୍ଷରୁ କେତେ ଜଣ ଖେଳାଳୀ ଖେଳନ୍ତି ?

ଉତ୍ତର;- ଗୋଟିଏ କ୍ରିକେଟ ଦଳରେ 11 ଜଳ ଖେଳାଳୀ ଖେଳନ୍ତି ।

14- କେଉଁ ପର୍ବରୁ ଆଲୋକର ପର୍ବ ବୋଲି କୁହାଯାଇଥାଏ ?

ଉତ୍ତର;- ଦୀପାବଳୀକୁ ଆଲୋକର ପର୍ବ ବୋଲି କୁହାଯାଇଥାଏ ।

15- ମନୁଷ୍ୟର ଦାନ୍ତ ସଂଖ୍ୟା କେତେ ?

ଉତ୍ତର;- ମନୁଷ୍ୟର ଦାନ୍ତ ସଂଖ୍ୟା 32 ଟି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ନିହାତି ଭାବେ ଜଣାନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *