‘କଲେଜ ନାଁ କହି ମୋ ସହ ହୋଟେଲ ଆସିଥିଲା, ମୋର ଭୁଲ ଥିଲା ତାକୁ ମୁଁ ବିଜୟା ହୋଟେଲକୁ ଡାକିଲି, ହେଲେ ସେ…’ ହୋଟେଲ ରୁମରେ ପ୍ରେମିକାର ମୃତ୍ୟୁ ପରେ କଣ କହୁଛି ପ୍ରେମିକ ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ ଯେ, କିଛି ଦିନ ଆଗରୁ ଏକ ଅଘଟଣ ଘଟିଥିଲା ଓୟୋ ରୁମ ରେ । ଯେଉଁଠି ଝିଅ ଟି ହାର୍ଟ ଆଟାକ ରେ ମୃତ୍ୟୁ ବରଣ କରିଥିଲା । ତେବେ ସେହି ପୁଅ ଜଣକ କହିବାନୁଯାୟୀ, ‘ତାଙ୍କ ଗାଁ ଭିଲୁଆପଦ ରୁ ଆମେ ମିଶିକି ଆସିଥିଲୁ । ଏହାପରେ ସେ ତାଙ୍କ ବାପା ଙ୍କୁ ଫୋନ କରିଥିଲେ ଏବଂ ଆମେ ମିଶିକି ହୋଟେଲ ଯାଇଥିଲୁ । ବିବେକ ମୋର ଭୁଲି ଯାଇଥିଲା ଯେ, ତାକୁ ବୟସ ମାତ୍ର ୧୭ ବର୍ଷ ।

ମନ ମିଳନ ରୁ କେବେ ବୟସ ର ସୀମା କୁ ଭୁଲି ଗଲି ତାହା ମୁଁ ନିଜେ ଜାଣି ପାରିଲି ନାହିଁ । ଆଉ ଏଭଳି ଘଟିଗଲା ଘଟଣା । ହୋଟେଲ ରେ ପ୍ରେମିକା ର ଚାଲିଗଲା ଜୀବନ । ” ଏହି କଥା ଯୁବକ ଜଣକ ସ୍ଵୟଂ ମାନିଛନ୍ତି । ତେବେ ଯୁବକ ଜଣକ ଆଇନ ଆଗରେ କେତେ ଦୋଷୀ ତାହା ତ ଆଇନ ହିଁ ବିଚାର କରିବ । କାରଣ ଯୁବତୀ ଙ୍କୁ ବୟସ ୧୭ ହୋଇଥିଲା । ତାଙ୍କ ସହିତ ଯୁବକ ପ୍ରେମ ସମ୍ପର୍କ ରଖିବା ସହିତ ଶାଆରୀଇରିକ ସଅମ୍ପଅର୍କ ରଖିଥିଲେ ।

ଆଇନଧାରା କୁ ଭୁଲି ପ୍ରେମ ରେ ପାଗଳ ଥିଲେ ପ୍ରେମିକ । ତେବେ ବରଗଡ଼ ରେ ବସ ରୁ ଓହ୍ଲାଇବା ପରେ ଯୁବତୀ ନିଜ ବାପା ଙ୍କୁ ଫୋନ କରିଥିଲେ ଏବଂ କହିଥିଲେ ଯେ, ” ବାପା ମୁଁ ପହଞ୍ଚି ଗଲି” । କିନ୍ତୁ ସେ ସିଧା ନିଜ ବଏ ଫ୍ରେଣ୍ଡ ସହିତ ହୋଟେଲ ବିଜୟା କୁ ଚାଲି ଯାଇଥିଲେ । ସେଠାରେ ନିଜ ନିଜର ଆଇଡେନ୍ଟି ପ୍ରୁଭ ଦିଅନ୍ତି ।

କିନ୍ତୁ ଯୁବତୀ ଙ୍କ ବୟସ ୧୭ ଓ ଯୁବକ ଙ୍କ ବୟସ ୨୩ । କେମିତି କଣ କହି ହୋଟେଲ ରେ ଦୁହେଁ ପ୍ରବେଶ କରି ଯାଆନ୍ତି । ଯାହାକି ବେନିୟମ ମଧ୍ୟ ଥିଲା । ହୋଟେଲ ଵାଲା ଠାରୁ ଅନୁମତି ନେଇ ଦୁଇ ଜଣ ହୋଟେଲ ଭିତରକୁ ଚାଲି ଯାଆନ୍ତି । ପରସ୍ପର କୁ ପାଖରେ ପାଇ ଶାଆରୀଇରିକ ସଅମ୍ପଅର୍କ ରଖନ୍ତି ।

ଯୁବକ ଙ୍କ କହିବାନୁସାରେ ବହୁତ ଦିନ ଧରି ଉଭୟ ଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା । ହୋଟେଲ ରେ ଶାଆରୀଇରିକ ସଅମ୍ପଅର୍କ ରଖିବା ସମୟରେ ହଠାତ ଯୁବତୀ ଜଣକ ଅଚେତ ହୋଇ ପଡିଲେ । ଯୁବତୀ ଙ୍କ ଜୀବନ ଚାଲିଯିବ ବୋଲି ସେ କେବେବି ଭାବି ନଥିଲେ । ଯୁବକ ଜଣକ ନିଜ ପ୍ରେମିକା ଙ୍କୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା ମଧ୍ୟ କରିଥିଲେ । ପ୍ରେମିକା କୁ ବଞ୍ଚାଇବା ପାଇଁ ତୁରନ୍ତ ହୋଟେଲ ରୁ ମେଡ଼ିକାଲ ଧରି ଯାଇଥିଲେ । କିନ୍ତୁ ସେତେବେଳକୁ ଯୁବତୀ ଙ୍କ ଜୀବନ ଚାଲି ଯାଇଥିଲା ।

ବର୍ତ୍ତମାନ ଯୁବକ ନିଜ ଭୁଲ କୁ ସ୍ୱୀକାର କରିଛନ୍ତି । କିନ୍ତୁ ଯେହେତୁ ଯୁବତୀ ଜଣକ ନାବାଳିକା ଥିଲେ ତେଣୁ ସେ ଯୁବକ ଜଣକ ପ୍ରେମିକ କମ ଅପରାଧୀ ଅଧିକ ହେବେ । ଏବେ କୋର୍ଟ ହି ନିଷ୍ପତ୍ତି ନେବ ଯେ, ଏହି ଯୁବକ ଙ୍କୁ କେଉଁ ଶାସ୍ତି ମିଳିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *