ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିନ୍ଦୁରର ଅଧିକାର ସିରିଏଲ ତ ନିଶ୍ଚିତ ଭାବରେ ଦେଖୁଥିବେ ଓଡ଼ିଶାର ଲୋକପ୍ରିୟ ସିରିଏଲ ହେଉଛି ସିନ୍ଦୁରର ଅଧିକାର ଆଉ ଚାହିଦା ଦିନ କୁ ଦିନ ବଢ଼ିବାରେ ଲାଗିଛି ତେବେ ଏହି ଧାରାବାହିକ ଟି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଛି । ଆଉ ଏଥିରେ ମୁଖ୍ୟ ହିରୋ ଭୂମିକାରେ ଆରବ ଅଭିନୟ କରୁଥିବା ବେଳେ ମୁଖ୍ୟ ହିରୋଇନ ଭୂମିକାରେ ଅଭିନୟ କରୁଛନ୍ତି ଇତି ।
ତେବେ ଏହି ସିରିଏଲ ରେ ଦାମିନୀ ହିରୋ ଙ୍କ ମା ଭୂମିକାରେ ନଜର ଆସୁଛନ୍ତି ତେବେ ଆପଣ ମାନେ ଜାଣିଥିବେ କି ସିରିଏଲ ରେ କଷ୍ଟ୍ୟୁମ ଓ ମେକପ ସାଙ୍ଗରେ ନଜର ଆସନ୍ତି ସବୁ କଳାକାର ମାନେ । ତେବେ ଆଜି ଆମେ ଦେଖିବା ଦାମିନୀ ପ୍ରକୃତରେ କିପରି ଦେଖା ଯାଆନ୍ତି ଆଉ ଜାଣିବା ତାଙ୍କ ରିଅଲ ଲାଇଫ ବିଷୟରେ କିଛି ଅଜଣା କଥା ।
ତେବେ ଦାମିନୀ ଙ୍କ ପ୍ରକୃତ ନାମ ହେଉଛି ଚୂନିରିୟା । ତେବେ ସେ ଭଞ୍ଜ ନଗର ଗଞ୍ଜାମ ଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ତେବେ ଛୋଟ ବେଳୁ ଅଭିନୟ ପ୍ରତି ତାଙ୍କ ରୁଚି ଥିଲା । ତେବେ ବନ୍ଧୁଗଣ ସେ ପାଠ ପଢା ସହିତ ନିଜ ଅଭିନୟ ଜୀବନୀ ଆରମ୍ଭ କରିଥିଲେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ୨୦୦୮ ମସିହା ରୁ ଅଭିନୟ ଦୁନିଆ ରେ ପାଦ ଦେଇଥିଲେ । ତେବେ ବର୍ତ୍ତମାନ ସମୟ ରେ ସେ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପରିଚିତ ।
ତେବେ ଏହି ଅଭିନେତ୍ରୀ ଙ୍କ ବାପା ଜଣେ ଆର୍ମୀ ଅଫିସର ଓ ମା ଜଣେ ଗୃହିଣୀ । ତେବେ ଏହି ଅଭିନେତ୍ରୀ ଜଣକ ୨୦୧୬ ମସିହା ରେ ପ୍ରେମ ବିବାହ କରିଥିଲେ । ତେବେ ଆପଣ ଏହି ଫୋଟୋ ଦେଖି ପାରୁଥିବେ ତେବେ ଏ ହେଉଛନ୍ତି ଚୁନି ରିୟାଙ୍କ ବାପା ମାଆ ଏବଂ ଏହି ଫୋଟୋ ରେ ଆପଣ ତାଙ୍କ ସ୍ୱାମୀ ଙ୍କୁ ମଧ୍ୟ ଦେଖି ପାରୁଥିବେ ତେବେ ସେ ମଧ୍ୟ ଜଣେ ଅଭିନେତା । ତେବେ ଏହା ବ୍ୟତୀତ ଚୁନିରିୟାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହାଙ୍କ ନାଁ ହେଉଛି ଅନ୍ସ ।
ତେବେ ସେ ପ୍ରକୃତରେ ଦେଖିବାକୁ ବହୁତ ସୁନ୍ଦର ତେବେ ସେ ମେକଅପ ରେ ଯେତିକି ସୁନ୍ଦର ଲାଗନ୍ତି ତା ଠାରୁ ଅଧିକ ବିନା ମେକଅପ ରେ ସୁନ୍ଦର ଲାଗନ୍ତି । ତେବେ ଆପଣ ଙ୍କୁ ଦାମିନୀ ଚରିତ୍ର ଏବଂ ଚୁନି ରିୟା ଙ୍କ ଅଭିନୟ କିପରି ଲାଗେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।