ଛୋଟ ପରଦାର ଏହି Actress ଙ୍କୁ ଲୋକ କୁହନ୍ତି Sridevi ଙ୍କ ଡୁପ୍ଳିକେଟ, ଲାଗନ୍ତି ବିଲକୁଲ ଏକାପରି , ବିଶ୍ଵାସ ହେଉ ନଥିଲେ ନିଜେ ଦେଖି ନିଅନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଟିଭି ସିରିୟଲ “ଦିୟା ଅର ବାତି ହମ” ଷ୍ଟାର ପ୍ଲସ ର ଫେମସ ସିରିୟଲ ମଧ୍ୟରୁ ଗୋଟିଏ ଥିଲା । ୨୯ ଅଗଷ୍ଟ ୨୦୧୧ ରୁ ୧୦ ସେପ୍ଟେମ୍ବର ୨୦୧୬ ପର୍ଯ୍ୟନ୍ତ ଏହା ପ୍ରସାରିତ ହେଲା । ଏହି ଧାରାବାହିକର ସମୁଦାୟ ୧୪୮୭ ଏପିସୋଡ ପ୍ରସାରିତ ହୋଇଥିଲା । ଏହି ଧାରାବାହିକରେ ଆଇପିଏସ ସନ୍ଧ୍ୟା ରାଠୀ ଙ୍କର ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଆପଣ ସମସ୍ତଙ୍କୁ ମନେ ଥିବ । ତେବେ ଏହି ଅଭିନେତ୍ରୀଙ୍କ ପ୍ରକୃତ ନାମ ଦୀପିକା ସିଂହ ଅଟେ ।


ସେ ଟିଭି ର ଅନେକ ବଡ ସିରିଆଲ ରେ ବିବାହ କରିଛନ୍ତି । ତାଙ୍କର ପୁରା ନାମ ଦୀପିକା ସିଂହ ଗୋୟଲ ଅଟେ । ଦିପିକାଙ୍କ ଜନ୍ମ ୨୬ ଜୁଲାଇ ୧୯୭୯ ରେ ଦିଲ୍ଲୀ ରେ ହୋଇଥିଲା । ତେବେ ଶ୍ରୀଦେବୀଙ୍କ ଦେହାନ୍ତ ପରେ ସାରା ଭରତରେ ଶୋକର ଛାୟା ହୋଇଯାଇଥିଲା । ସମସ୍ତ ଲୋକ ଶ୍ରୀଦେବୀଙ୍କ ଦେହାନ୍ତ ଖବର ଶୁଣିବା ପରେ ବହୁତ ଦୁଃଖ ପ୍ରକାଶ କରିଥିଲେ । ତେବେ କିନ୍ତୁ ଅନେକ ଲୋକମାନେ ଦୀପିକା ଙ୍କୁ ଶ୍ରୀଦେବୀ ଙ୍କ ହମ୍ମସକଲ ମଧ୍ୟ କୁହାଯାଏ ।

ତେବେ ଦୀପିକା ସଂପୂର୍ଣ୍ଣ ଶ୍ରୀଦେବୀଙ୍କ ପରି ନଜର ଆସନ୍ତି । ଶ୍ରୀଦେବୀଙ୍କ ମୁହଁ ସହ ତାଙ୍କ ମୁହଁ ବହୁତ ଅଧିକ ମିଶୁଛି । ଯେତେବେଳେ ଦୀପିକା ଶାଢୀ ପିନ୍ଧନ୍ତି ସେତେବେଳେ ସେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ପରି ନଜର ଆସନ୍ତି । ଦୀପିକା ମଧ୍ୟ ନିଜ କାମକୁ ନେଇ ଶ୍ରୀଦେବୀଙ୍କ ପରି ବହୁତ ସିରିଏସ ରୁହନ୍ତି । ତେବେ ଦୀପିକା ନିଜର ଏକ ଶ୍ରୀଦେବୀ ଙ୍କ ଫୋଟୋ ଛାଡି ସେହି ପୋଷ୍ଟ ରେ ଲେଖିଥିଲେ କି ମୁଁ ବହୁତ ଭାଗ୍ୟବାନ ଯେ କି ସମସ୍ତେ ମୋତେ ଆପଣଙ୍କ ଭଳି ଦେଖାଯାଏ କୁହନ୍ତି ଯାହା ମୋ ପାଇଁ ବହୁତ ବଡ଼ ଆଶୀର୍ବାଦ ।


ତେବେ ମୁଁ ଆପଣଙ୍କ ର ବହୁତ ବଡ଼ ଫ୍ୟାନ ଏବଂ ସୁଟିଂ ଟାଇମ ରେ ଯେତେବେଳେ ବି ମୁଁ ଆପଣଙ୍କ ସହ ଦେଖା କରିଥିଲି ସେତେବେଳେ ଆପଣ ମୋତେ ଆଶୀର୍ବାଦ କରିଥିଲେ । ଆପଣଙ୍କ ର ସେହି ହସ କୁ ମୁଁ କେବେବି ଭୁଲି ପାରିବି ନାହିଁ । ଏହା ଛଡା ସେ ଲେଖିଥିଲେ କି କହିଛନ୍ତି ଶ୍ରୀଦେବୀ ମୋତେ ପ୍ରଥମରୁ ପସନ୍ଦ ଥିଲେ । ତାଙ୍କର ହମସକଲ ହେବା ଦ୍ଵାରା ମୋତେ ଟିଭି ଜଗତରେ ବହୁତ ବଡ ପରିଚୟ ମିଳିଥିଲା


ତେବେ ଦୀପିକା ବର୍ତ୍ତମାନ ଟିଭି ଦୁନିଆ ରୁ ଦୁରରେ ଅଛନ୍ତି ଏବଂ ସେ ୨୦୧୪ ରେ ଟିଭି ସିରିୟଲ ର ଡାଇରେକ୍ଟର ଓ ପ୍ରଡ୍ୟୁସର ରୋହିତ ରାଜ ଗୋୟାଲଙ୍କ ସହିତ କରିଥିଲେ ଓ ଏବେ ତାଙ୍କର ଗୋଟିଏ ପୁଅ ବି ଅଛି ଏବଂ ବହୁତ ଖୁସି ରେ ନିଜର ଜୀଵନ ଅତି ବାହିତ କରୁଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *