ଛୋଟ କପଡା ପିନ୍ଧିବାକୁ ଘୃଣା କରନ୍ତି TV ର ଏହି 5 ଜଣ Actress, ତଥାପି କୋଟି କୋଟି ଲୋକଙ୍କ ହୃଦୟରେ କରନ୍ତି ରାଜ

ନମସ୍କାର ବନ୍ଧୁଗଣ ତେବେ ଟିଭି ଇଣ୍ଡଷ୍ଟ୍ରିରେ ଗୋଟିରୁ ଗୋଟିଏ ସୁନ୍ଦରୀ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଅଭିନେତ୍ରୀ ମାନେ ସିରିଏଲରେ କାମ କରି ଆଜି ଘରେ ଘରେ ପରିଚିତ ଅଟନ୍ତି । ଏହି ଅଭିନେତ୍ରୀ ମାନଙ୍କର ଫ୍ୟାନ୍ସ ବଲିଉଡ କଳାକାରଙ୍କ ଠାରୁ କିଛି କମ ନୁହେ । ବଲିଉଡର କଳାକାର ମାନଙ୍କ ଠାରୁ ତିବିର ଅଭିନେତ୍ରୀ ମାନେ ବହୁତ ଆଗରେ ଅଛନ୍ତି । ନିଜକୁ ସୁନ୍ଦର ଦେଇବା ପାଇଁ ଛୋଟ ଡ୍ରେସ ପିନ୍ଧିବା ଦରକାର ନାହି ବୋଲି ଏହି ଅଭିନେତ୍ରୀ ମାନେ ପ୍ରମନା କରିଛନ୍ତି ।

ଜଣେ ନାରୀ ସାଲବାର ସୁଟ ଓ ଶାଢୀରେ ବହୁତ ଗ୍ଲାମରିୟସ ଦେଖା ଯାଆନ୍ତି । ଆଜି ଆମେ ଆପଣଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏମିତି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉମାନଙ୍କୁ ଛୋଟ ଡ୍ରେସ ପିନ୍ଧିବା ପସନ୍ଦ ନୁହେଁ।

୧- ପ୍ରଥମ ରେ ହେଉଛନ୍ତି ଦିବ୍ୟଙ୍କା ତ୍ରିପାଠୀ। ତେବେ ଟିଭିର ସବୁଠାରୁ ମସୁର ଅଭିନେତ୍ରୀ ଭାବେ ଦିବ୍ୟଙ୍କା ତ୍ରିପାଠୀ ପରିଚିତ ଅଟନ୍ତି । ସେ ଷ୍ଟାର ପ୍ଲସ ସୋର “ୟେ ହେ ମୋହବତେ” ସିରିଏଲରେ ଈଶିତା ଭଲ୍ଲା ଚରିତ୍ରରେ ଅଭିନୟ କରୁଛନ୍ତି । ସେ “ବନୁ ମେ ତେରି ଦୁଲହନ” ସିରିଏଲରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ମଧ୍ୟ ଆଜି ଯାଏଁ ସେ ଛୋଟ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ ।


୨- ଦ୍ଵିତୀୟ ରେ ହେଉଛନ୍ତି ପରିଧି ଶର୍ମା। ତେବେ ଜିଟିଭି ସୋର “ଯୋଦ୍ଧା ଅକବର” ସିରିଏଲରେ ପରିଧି ଶର୍ମା ଯୋଦ୍ଧା ଚରିତ୍ରରେ ଅଭିନୟ କରିଥିଲେ । ୨୦୧୬ରେ ମା ହେବା ପରେ ସେ ଆଉ ଅଭିନୟ କରିନଥିଲେ । ଏବେ ସେ “ପଟିୟାଲା ବେବ୍ସ” ସିରିଏଲରେ ନଜର ଆସୁଛନ୍ତି । ସେ ଆଜି ଯାଏଁ ଛୋଟ ଡ୍ରେସ ପିନ୍ଧି ନାହାନ୍ତି ଓ ଏହା ପିନ୍ଧିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ।


୩- ତୃତୀୟ ରେ ହେଉଛନ୍ତି କୃତିକା ସେଙ୍ଗର। ତେବେ ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ଭାବେ କୃତିକା ସେଙ୍ଗର “ପୂର୍ଣ ବିବାହ”, “କସମ ତେରେ ପ୍ୟାର ମେ”, “ସର୍ଭିସ ୱାଲି ବହୁ”, “ଝାନ୍ସି କି ରାନୀ” ଆଦି ସିରିଏଲରେ କାମ କରିଛନ୍ତି । ସେ କେବେ ବି ଛୋଟ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି ନାହି ବରଂ ଏ କଥା କୌଣସି ସିରିଏଲେ କରିବା ଆଗରୁ ସେ ତାଙ୍କର ଡାଇରେକ୍ଟରଙ୍କୁ ମନା କରିଥାନ୍ତି । ଏହା ଛଡା ସେ କୌଣସି ଇଣ୍ଟିମେଟ ସିନ କରିବାକୁ ମଧ୍ୟ ମନ କରିଥାନ୍ତି।


୪- ଚତୁର୍ଥ ରେ ହେଉଛନ୍ତି ଅଲିଶା ପୱର। ତେବେ ଟିଭି ଜଗତର ଫ୍ୟାମ୍ସ ଅଭିନେତ୍ରୀ ଭାବେ ଅଲିସା ପୱର “ଇସକ ମେ ମରଜାୱାନା”, “ଜମାଇ ରାଜା”, “ଥପକି ପ୍ୟାର କି” ଆଦି ସିରିଏଲରେ ଅଭିନୟ କରିଛନ୍ତି । ୨୩ବର୍ଷର ଆଲିସା କେବେ ବି ବୋଲ୍ଡ ଲାଗିବା ପାଇଁ ଛୋଟ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ।


୫- ପଞ୍ଚମ ରେ ହେଉଛନ୍ତି ଦୀପିକା କକ୍କର। ତେବେ “ଶଶୁରାଲ ସୀମର କା” ସିରିଏଲରେ ସୀମର ଭୂମିକାରେ ଅଭିନୟ କରି ଫ୍ୟାମ୍ସ ହୋଇଥିବା ଦୀପିକା କକ୍କର “ବିଗ ବସ” ସୋରେ ମଧ୍ୟ ଜିତିଛନ୍ତି । ସେ ଅଭିନେତା ସୋଏବ ଇବ୍ରାହିମଙ୍କୁ ମ୍ୟାରେଜ କରିଥିଲେ ମଧ୍ୟ କେବେ ବି ଛୋଟ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି ନାହି । ସେ ଏହିଭଳି କୌଣସି ଅଫର ଆସିଲେ ତାହା ମନ କରି ଦିଅନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *