ଚିହ୍ନନ୍ତୁ ତ ଏହି କୁନି ଝିଅଟି କିଏ ? ଯିଏ ଆଜି ଘରେ ଘରେ ଲୋକପ୍ରିୟ, ଯାହାକୁ ଇଣ୍ଡଷ୍ଟ୍ରିରେ ଆଜି ପର୍ଯ୍ୟନ୍ତ କେହି ବି Replace କରି ପାରି ନାହାନ୍ତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସୋନି ସବ୍ ରେ ପ୍ରସାରିତ ତାରକ ମେହତା କା ଉଲ୍ଟା ଚସ୍ମା ଧାରାବାହିକ ଟି ନିଶ୍ଚିତ ଭାବରେ ଦେଖିଥିବେ । ସେହି ଧାରାବାହିକ ର ପ୍ରସିଦ୍ଧ ଚରିତ୍ର ହେଉଛନ୍ତି ଦୟା ବେନ୍ ଓରଫ ଦିଶା ବଖାନି । ଦିଶା ବଖାନି ଙ୍କ ଫାନ୍ସ ମାନେ ତାଙ୍କ ସହ ଜଡ଼ିତ ସମସ୍ତ ଖବର ଜାଣିବାକୁ ବହୁତ ଉତ୍ସୁକ ଥାଆନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ପ୍ରସିଦ୍ଧ କଳାକାର ଙ୍କ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ଏହି ଅଭିନେତ୍ରୀ ନିଜର କମେଡି ମାଧ୍ୟମରେ ଦର୍ଶକ ଙ୍କୁ ବହୁତ ହସାଇଛନ୍ତି ଏବଂ ଦର୍ଶକ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ସୃଷ୍ଟି କରିଛନ୍ତି । ଆପଣ ମାନେ ତ ଜାଣିଥିବେ ଯେ, ଟିଭି ଜଗତ ର ଏହି ଅଭିନେତ୍ରୀ ଙ୍କ ସ୍ଥାନରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କେହିବି ନେଇ ପାରି ନାହାନ୍ତି । ସୋନି ସବ୍ ର ପ୍ରସିଦ୍ଧ ସୋ ତାରକ ମେହତା କା ଉଲ୍ଟା ଚସ୍ମା ରେ ଅନେକ ଚରିତ୍ର ଦେଖିବାକୁ ମିଳନ୍ତି ଏବଂ ଏହା ସହିତ ଏହି ଚରିତ୍ର ମାନଙ୍କ ଚେହେରା ବି ବଦଳି ଯାଇଛି ।

କିନ୍ତୁ ଦୟା ବେନ୍ ଓରଫ ଦିଶା ବଖାନି ଏଭଳି ଜଣେ ଅଭିନେତ୍ରୀ ଅଟନ୍ତି ଯିଏ ବର୍ତ୍ତମାନ ସୋ ରେ ନଜର ଆସୁ ନାହାନ୍ତି ତଥାପି ତାଙ୍କ ଚରିତ୍ର ରେ ଅନ୍ୟ କେହି ସ୍ଥାନ ସୃଷ୍ଟି କରିପାରି ନାହାନ୍ତି । ଅର୍ଥାତ ମେକର୍ସ ମାନଙ୍କୁ ଦୟା ବେନ୍ ଚରିତ୍ର ରେ ଦିଶା ବଖାନି ଙ୍କ ଭଳି ଅନ୍ୟ କୌଣସି ଚରିତ୍ର ମିଳୁ ନାହାନ୍ତି । ଦିଶା ବଖାନି ଦୟା ବେନ୍ ଙ୍କ ଚରିତ୍ର କୁ ପରଦା ରେ ଏଭଳି ପ୍ରଦର୍ଶନ କରିଛନ୍ତି ଯେ, ତାଙ୍କ ବ୍ୟତୀତ ଦର୍ଶକ ଙ୍କୁ ଅନ୍ୟ କେହିବି ପସନ୍ଦ ଆସୁ ନାହାନ୍ତି ।

ଅଭିନେତ୍ରୀ ଦିଶା ବଖାନି ନିଜର ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଲୋକ ଙ୍କୁ ଦିୱାନା ବନାଇଛନ୍ତି । ଛୋଟ ପରଦାରେ ଦିଶା ଙ୍କ କମିକ ଟାଇମିଂ ବହୁତ ହି ଦମଦାର ଓ ଜବରଦସ୍ତ ରହିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଦିଶା ବଖାନି ଙ୍କ ଏକ ଛୋଟ ବେଳ ର ଫଟୋ ଦେଖାଇବୁ । ଯେଉଁ ଓହ୍ଲାଇ ରେ ତାଙ୍କ ହସ ଦେଖି ଫାନ୍ସ ମାନେ ମୋହିତ ହୋଇ ଯାଇଛନ୍ତି । ନିଜ କେଶ ରେ ଗଜରା ଲଗାଇ, ଦୁଇଟି ଲମ୍ବା ବେଣୀ କରି, କାନରେ ଝୁମକା ପିନ୍ଧି ଏବଂ ମଥା ରେ ଟିକିଲି ଲଗାଇ ଦିଶା ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

ଦିଶା ଙ୍କ ଏହି ଫଟୋ ଦର୍ଶକ ଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଦର୍ଶକ ମାନେ ସୋ ରେ ଦିଶା ଙ୍କ ଏଣ୍ଟ୍ରି କୁ ଅନାଇ ବସିଛନ୍ତି । ଦିଶା ଙ୍କ ବ୍ୟତୀତ ସେମାନେ ଅନ୍ୟ କୌଣସି ଚରିତ୍ର କୁ ଦେଖିବାକୁ ଚାହୁଁ ନାହାନ୍ତି । ଦର୍ଶକ ଙ୍କ କହିବାନୁଯାୟୀ ଏହି ଚରିତ୍ର ର ପ୍ରଦର୍ଶନ କେବଳ ଦିଶା ବଖାନି ହିଁ କରି ପାରିବେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *