ଚିକିତ୍ସା କ୍ଷେତ୍ରରେ ଜୋକର ରହିଛି ବହୁତ ବଡ ଅବଦାନ ! କେମିତି ଓ କେଉଁ ରୋଗରେ ଜୋକ ର ହୋଇଥାଏ ବ୍ୟବହାର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୋକ ହେଉଛନ୍ତି ଏକ ଏମିତି ପ୍ରାଣୀ, ଯାହାର ନାମ ଶୁଣିଲେ ମାତ୍ରେ ହିଁ ଲୋକମାନେ ଭୟଭୀତ ହୋଇଯିବ ସହ ଜୋକକୁ ଘୃଣା ମଧ୍ୟ କରିଥାନ୍ତି । ଏହି ଜୋକ ମାନେ ମଣିଷ ସମେତ ପଶୁପକ୍ଷୀଙ୍କ ଶରୀରରୁ ମଧ୍ୟ ରକ୍ତ ଶୋଷୀନେଇଥାନ୍ତି । ଏହି ଜୋକ ଯେତେବେଳେ କାହା ଶରୀରରେ ଲାଗିଯାଇଥାନ୍ତି । ଏମାନେ ତାଙ୍କ ଶରୀରରୁ ରକ୍ତକୁ ନିଜ ଶରୀର ମଧ୍ୟକୁ ଶୋଷିନେଇଥାନ୍ତି । ତେବେ ଏହି ଜୋକର କିନ୍ତୁ ଚିକିତ୍ସା କ୍ଷେତ୍ରରେ କିଛି ବିଶେଷ ମହତ୍ଵ ରହିଅଛି ।

ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ? କାରଣ ସାମାନ୍ୟ ମାତ୍ର ଜୋକର ମଧ୍ୟ ଏତେ ଫାଇଦା ଚିକିତ୍ସା କ୍ଷେତ୍ରରେ କରାଯାଇଥାଏ । ବଡ ବଡ ଡାକ୍ତର ମାନଙ୍କ କହିବା ଅନୁସାରେ ଜୋକ ଶରୀରରୁ ବିଷାକ୍ତ ରକ୍ତକୁ ଶୋଷୀ ନେଇଥାଏ । ଏହା ସହ ଡେଡ୍ ସେଲ୍ କୁ ମଧ୍ୟ ନଷ୍ଟ କରିଦେଇଥାଏ । ଯଦି ଶରୀରର କୌଣସି ଅଂଶ ଖରାପ ହୋଇଯାଇଥାଏ । ତେବେ ସେହି କ୍ଷେତ୍ରରେ ଶରୀରର ସେହି ଅଂଶକୁ ପୁନଃ ଠିକ କରିବା ପାଇଁ ବି ଜୋକର ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଇଥାଏ ।

ସେପରି ଯଦି ଜୋକ ବିଷୟରେ ବିଶେଷ ଭାବେ କହିବାକୁ ଯିବା । ତେବେ ଜୋକ ହେଉଛି ମାଂଶାହାରୀ ଜୀବ । ଜିଏକି ମଣିଷ ହେଉ ବା ପଶୁ ସମସ୍ତଙ୍କ ଶରୀରରୁ ରକ୍ତ ଶୋଷଣ କରିନେଇଥାଏ । ଯେତେବେଳେ କାହା ଶରୀରରେ ଜୋକ ଲାଗିଯାଇଥାଏ । ସେତେବେଳେ ଯେତେ ଯାହା ପଦ୍ଧତି ଆପଣାଇଲେ ମଧ୍ୟ ଶରୀରରୁ ଏତେ ଶୀଘ୍ର ଜୋକ ବାହାରିନଥାଏ । ହେଲେ ବହୁ ଲୋକ ଜୋକକୁ ଶରୀରରୁ ଛଡାଇବା ପାଇଁ ଲୁଣର ବ୍ୟବହାର କରିଥାନ୍ତି ।

ସେହି ଲୁଣକୁ ଯେତେବେଳେ ଜୋକ ଉପରେ ଫିଙ୍ଗା ଯାଇଥାଏ । ସେତେବେଳେ ଯାଇ ଜୋକ ଶରୀରରୁ ଛାଡି ଯାଇଥାଏ । ଲୁଣ ସାହାଜ୍ଯରେ ଜୋକ ମରିବା ପଛରେ ବୈଜ୍ଞାନିକ କାରଣ ହେଉଛି । ଯେତେବେଳେ ଜୋକ ଉପରେ ଲୁଣ ପକାଯାଇଥାଏ । ସେତେବେଳେ ଲୁଣରେ ଥିବା ରାସାୟନିକ ଗୁଣ ଜୋକର ମୃ-ତ୍ୟୁ ର କାରଣ ହୋଇଥାଏ । ଜୋକ ଶରୀରରେ ପାଣିର ମାତ୍ରା ଅଧିକ ରହିଥାଏ ।

ହେଲେ ଜୋକ ଶରୀରରେ ଲୁଣ ପଡିଯିବା ମାତ୍ରେ ଜୋକର ଶରୀରର ପାଣିକୁ ଲୁଣ ଶୋଷଣ କରିବାକୁ ଆରମ୍ଭ କରିଥାଏ । ଯେତେବେଳେ ଜୋକ ଶରୀରରେ ଥିବା ଜଳାଂଶ ସରିବାକୁ ଆରମ୍ଭ କରେ । ସେତେବେଳେ ଜୋକର ସମସ୍ତ କୋଷିକା କାମ କରିବା ବନ୍ଦ କରିଥାଏ । ଫଳରେ ଜୋକର ମୃ-ତ୍ୟୁ ହୋଇଯାଇଥାଏ । ତେବେ ଏହି ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *