ଛୋଟ ବେଳୁ ମୋର ଇଛା ଥିଲା, ମୁଁ ମୋ ନିଜ ଇନକମ ଟଙ୍କାରେ କାର କିଣିବି, ୟୁଟ୍ଯୂବ ଟଙ୍କାରୁ କାର କିଣିଲି, Akash Rout

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଛୋଟ ବେଳୁ ହିଁ ମୋର ଇଛା ଥିଲା କାର କିଣିବି । ତେବେ ସୋସିଆଲ ମିଡିଆରେ ବହୁ ପରିଚିତ ଚେହେରା ଓ ସମସ୍ତଙ୍କର ଅତି ପ୍ରିୟ ଆକାଶ ରାଉତ । ଜିଏକି ନିଜର ଅନେକ ଗୁଡିଏ ଭିଡିଓ ଦ୍ଵାରା ଲୋକଙ୍କର ମନରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ କରିପାରିଛନ୍ତି । ଆକାଶ ରାଉତଙ୍କର ଏକ ନୂଆ କାର କିଣିଛନ୍ତି । ଏଥିପାଇଁ ଆକାଶ ମିଡିଆ ସାମ୍ନାରେ ବାଇଟ ଦେବା ବେଳେ ଏଭଳି ପ୍ରତିକ୍ରିୟା ରଖିଥିଲେ ।

ଯେ ଛୋଟ ବେଳୁ ହିଁ ମୋର ବହୁତ ବଡ ଇଛା ରହିଥିଲା । ଯେ ମୁଁ ନିଜ ଇନକମ ଟଙ୍କାରେ ଗୋଟିଏ କାର କିଣିବି । ବଡ ହେଲା ପରେ ସାଇକେଲ, ତାପରେ ବୁଲେଟ ଓ ଫାଇନାଳୀ ଆଜି ମୋର ନୂଆ ଗାଡି ମଧ୍ୟ ମୁଁ କିଣିବାରେ ସକ୍ଷମ ହୋଇପାରିଛି । ତେଣୁ ଏଥିପାଇଁ ବହୁତ ଖୁସି ଅଛି । ମୋର ନିଜସ୍ୱ ଇନକମ କିଛି ଟଙ୍କା ଏହା ସହିତ ସୋସିଆଲ ମିଡିଆ ସାଇଡରୁ ଯାହା ଯେତିକି ଟଙ୍କା ମିଳେ । ସେହି ଟଙ୍କାରେ ହିଁ ଆଜି ମୁଁ ମୋର ଗାଡି କିଣିବାର ସ୍ଵପ୍ନକୁ ପୁରା କରିପାରିଛି ।

ଏହା ଛଡା ମୋ ବାପା, ମାମାଙ୍କ ଆଶ୍ରୀବାଦ ଓ ଓଡିଶାବାସୀଙ୍କର ଆଶ୍ରୀବାଦ ଯଦି ଏହିଭଳି ମୋ ସାଥିରେ ସବୁଦିନ ପାଇଁ ରହିବ । ତେବେ ନିହାତି ମୁଁ ଆଗକୁ ଆହୁରି ମଧ୍ୟ ଉନ୍ନତି କରିପାରିବି । କାରଣ ଗୁରୁଜନ ମାନଙ୍କ ଆଶ୍ରୀବାଦ ଓ ସାଙ୍ଗସାଥି ମାନଙ୍କ ସପର୍ଟ ଯଦି ଜୀବନରେ ନରହିବ । ତେବେ ମୁଁ ଜୀବନରେ କିଛି କରିପାରିବି ନାହିଁ । ତେବେ ଆକାଶଙ୍କର ବାପା, ମାମା ଓ ତାଙ୍କର ସାଙ୍ଗସାଥି ମଧ୍ୟ ଗାଡି ସୋ’ ରୁମ୍ ନିକଟରେ ଉପସ୍ଥିତ ରହିଥିଲେ ।

ଆକାଶଙ୍କ ନୂଆ ଗାଡି କିଣିବାର ଖୁସିକୁ ସମସ୍ତେ ଆନନ୍ଦର ସହ ସେଲିବ୍ରେଟ ମଧ୍ୟ କରୁଥିଲେ । ଆକାଶଙ୍କ ମାଆଙ୍କ କହିବା ଆଧାରରେ ମୋ ବଡ ହେଲାପରେ ପୁଅ ଚାକିରୀ କରିକି ଗାଡି କିଣିବ ବୋଲି ଆଶା ରଖିଥିଲି । ହେଲେ ବହୁତ ଅଳ୍ପ ବର୍ଷ ବୟସରୁ ସେ ତା’ ନିଜ ମେହେନତ ଟଙ୍କାରେ ଆଜି କାର କିଣିପାରିଛି ।

ସେଥିପାଇଁ ଆକାଶର ବାପା ଆଉ ମୁଁ ପୁଅର ଖୁସିରେ ବହୁତ ହିଁ ଖୁସି ଅଛୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *