ବନ୍ଧୁଗଣ ଏବେ ଓଡିଶାରେ କେବଳ ଗୋଟିଏ ମାମଲା ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହି ମାମଲାଟି ହେଉଛି ବଳରାମ ଦାସ ଓ ନନ୍ଦିନୀଙ୍କ ମଧ୍ୟରେ ଥିବା ବୈବାହିକ ବିବାଦ ମାମଲା । ବନ୍ଧୁଗଣ ଗତ କିଛି ଦିନ ତଳେ ଉଭୟ ବଳରାମ ଓ ନନ୍ଦିନୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଚଉଠି ରାତି ଦିନ ନନ୍ଦିନୀ ନିଜ ଭିଣେଇ ସହ ନ୍ୟୁଅଡ ଭିଡିଓ କଲ୍ ରେ କଥା ହେଇଥିଲେ ଆଉ ଏହା ବଳରାମ ଦେଖିଥିଲେ ।
ବଳରାମ ଦେଖିବା ପରେ ନନ୍ଦିନୀ ତାଙ୍କୁ କ୍ଷମା ମାଗିଥିଲେ ଆଉ ସକାଳେ ମନ୍ଦିର ଯିବା ପାଇଁ କହିଥିଲେ । ଲିଙ୍ଗରାଜ ମନ୍ଦିର ପାଖକୁ ଯିବା ପରେ ନନ୍ଦିନୀ ବଳରାମଙ୍କୁ ନିଜ ପରିବାର ଦ୍ଵାରା ମାଆଡଅ ମାଆରିଇ ଫେରାର ହୋଇଯାଇଥିଲେ । ବଳରାମଙ୍କ ପରିବାର ଦେଇଥିବା ସମସ୍ତ ସୁନା ଗହଣା ଓ ଟଙ୍କା ନେଇ ନନ୍ଦିନୀ ଫେରାର ହୋଇଛନ୍ତି । ତେବେ ବର୍ତ୍ତମାନ ବଳରାମ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି ।
ଗତ କିଛି ସମୟ ହେବ ବଳରାମ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ବଳରାମ କହିଛନ୍ତି-‘ଥରେ ରାତିରେ ନନ୍ଦିନୀ ମୋତେ ତାଙ୍କ ଆଡୁ ପ୍ରପୋଜ କରିଥିଲେ ଆଉ ସମ୍ପର୍କ ରଖିବା ପାଇଁ କହିଥିଲେ । ଗତ କାଲି ମୋଟ ଫୋନ କରି କହିଛନ୍ତି ଯଦି ଏ ବିଷୟରେ ମୁଁ କାହାକୁ କହିବି ତା ହେଲେ ସେ ମୋତେ ଜୀବନରୁ ମାଆରିଇଦେବେ ।
ମୋତେ ଫୋନ କରି ଏମିତି ଧଅମଅକ ଦେଉଛନ୍ତି । ମଧ୍ୟସ୍ଥି ଆଉ ମଧ୍ୟସ୍ଥିର ଲୋକ ଆଉ ସେ ଭିଣେଇ ମିଶି ମୋତେ ଫୋନ କରି ଧଅମଅକ ଦେଉଛନ୍ତି । ସେମାନେ ମୋତେ ଧଅମଅକ ଦେଇ କହିଛନ୍ତି, ଯଦି ତୁ ନନ୍ଦିନୀ ସହ ସେଏକ୍ସଅ କରିବୁ ତା ହେଲେ ତୋତେ ଆଉ ତୋ ପରିବାରକୁ ଜୀବନରୁ ମାଆରିଇଦେବୁ । ହେଲେ ନନ୍ଦିନୀ ମୋତେ ଆକର୍ଷିତ କରିଥିଲା ଆଉ ପ୍ରପୋଜ ମଧ୍ୟ ତା ଆଡୁ କରିଥିଲା ।
ତା ପରେ ମୁଁ ତା ସହ ସେଏକ୍ସଅ କରିଥିଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ଘଟଣାକୁ ନେଇ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି । ଅନ୍ୟ ପଟେ ନନ୍ଦିନୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ସଫେଇ ଦେବାକୁ ଲାଗିଛନ୍ତି । ନନ୍ଦିନୀ ମଧ୍ୟ ବଳରାମଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।