ପୁଅ- କିୟାରାର ମାଙ୍କ ସହିତ ।
ମା- ହେଲେ ଏ କିୟାରା କିଏ ?
ପୁଅ- ତମର ହେବାକୁ ଯାଉଥିବା ନାତି
ଏହା ପରେ ରାତିରେ ପୁଅର ବ୍ୟାଣ୍ଡ ବାଜିଲା…
୨. କୋଇଲି କାଉକୁ ପଚାରିଲା…
କୋଇଲି- ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କାହିଁକି କରିନ ?
କାଉ- ବିବାହ ନକରି ଏତେ ଟେନସନରେ ରହୁଛି ବିବାହ କରିଲେ କେତେ ଟେନସନ ନନେବି !
ମୁ ଭାବୁଛି ଗୋଟେ କୋଇଲି ସହ ସେଟିଙ୍ଗ ହେଇଯିବି
କୋଇଲି- ତା ହେଲେ କାହା ସହ ହବୁ କିଛି ଭାବିଛୁ ?
କାଉ- ସେଇଟା ତମେ ଘରୁ ବାହାରି ଗଲା ପରେ ଜଣା ପଡିବ ।
କୋଇଲି- କେମିତି ?
କାଉ- ପ୍ରଥମ ନମ୍ବରରେ ତମ ସ୍ତ୍ରୀ ଅଛି
୩. ବାପା ନିଜ ଝିଅକୁ କହିଲା…
ବାପା- ଝିଅ ତୁ ଏବେ ବଡ ହୋଇ ସାରିଛୁ ମୁ ଭାବୁଛି ଏବେ ତୋର ବିବାହ କରିଦେବି !
ଝିଅ- ହଉ ବାପା ମୁ ରାଜି ଅଛି !
ବାପା- ତା ହେଲେ କହ ତତେ କେମିତିଆ ପୁଅ ଦରକାର ?
ଝିଅ ଲାଜ କରି କହିଲା- ମତେ ଗୋଲାପି ରଙ୍ଗର ପୁଅ ଦରକାର ।
୪. ସ୍ଵାମୀ ସ୍ତ୍ରୀ ଆଗ୍ରା ଯାଉଥିଲେ ଯେଉଁଠି ଗୋଟେ କୂଅ ଅଛି
ଏହି କୂଅରେ ଟଙ୍କା ପକାଇଲେ ମନର ସବୁ ଇଛା ପୂରଣ ହୁଏ ।
ସ୍ଵାମୀ ସେହି କୂଅରେ ଏକ ଟଙ୍କାର ମୁଦ୍ରା ପକାଇଲା ଓ ତା ପଛରେ ସ୍ତ୍ରୀ ମଧ୍ୟ ଏକ ଟଙ୍କାର ମୁଦ୍ରା ପକାଇଲା
ସ୍ତ୍ରୀ ଟଙ୍କା ପକାଉଥିବା ସମୟରେ ଗୋଡ ଖସିଯିବାରୁ ସେ କୂଅରେ ପଡିଗଲା ।
ସ୍ଵାମୀ ଆଖିରୁ ଲୁହ ଝରିଗଲା ଓ ସେ କହିଲା- କଣ ଏତେ ଶୀଘ୍ର ମୋର ଇଛା ପୂରଣ ହେଇଗଲା !
୫. ବାପା ନିଜ ପୁଅକୁ କହିଲା…
ବାପା- ମୁ ଚାହୁଁଛି ପୁଅ ତୁ ବଡ ହୋଇ ଓକିଲ ହେଇଯା
ପୁଅ- ହେଲେ କାହିଁକି ବାପା ?
ବାପା- କାରଣ ମୋ କଳା କୋର୍ଟ ଯେମିତି ତୋର ବି କାମରେ ଆସିବ !!
୬. ମାଲିକ ନିଜ ଚାକରକୁ କହିଲା ମାଛି ମା-ରି-ବା-କୁ… ହେଲେ ଚାକର ଅଳସ ରେ ପଡି ରହିଲା
କିଛି ସମୟ ପରେ ଯେତେବେଳେ ମାଲିକ ଆସି ଦେଖିଲା ସେତେବେଳେ ମଧ୍ୟ ମାଛି ମାନେ ବୁଲୁଥିଲେ
ମାଲିକ- କଣ ମାଛି ମାନଙ୍କୁ ମା-ରି-ଲୁ ନା ନାହିଁ ।
ଚାକର- ବାବୁ, ମୁ ତ ମାଛି ମାନଙ୍କୁ କେବେଠାରୁ ମା-ରି-ସା-ରିଛି ।
ମାଲିକ- ତା ହେଲେ ଏ ସବୁ କଣ ?
ଚକାର- ଏମାନେ ହେଉଛନ୍ତି ସେହି ମାଛି ମାନଙ୍କର ବିଧବା
୭. ଚଉଠି ରାତି ପରଦିନ ସକାଳେ ଭାଉଜ…
ଦିଅର- ଭାଉଜ ! କଣ ହେଇଛି ?
କାନ୍ଦୁଛ କାହିଁକି ?
ଭାଉଜ- କାଲି ରାତିରେ ତୁମ ଭାଇ ସହିତ ଝଗଡା ହେଇଗଲା,
ପୁଣି କଣ ଥିଲା, ଝାଡୁ ରେ ଆମେ ଦୁଇ ଜଣ
ପରସ୍ପରକୁ ବହୁତ ପିଟିଲୁ…
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।