ଛାତରେ କିଏ ଅଛି ? ୨ ଦିନ ତଳେ ଛାତ ଉପରେ ଯେଉଁ ଜାଗାରେ ଭାଇ ଚାଲିଯାଇଥିଲା, ଆଜି ସେଇଠି ଭଉଣୀ ବି ଚାଲିଗଲା, ଜାଣନ୍ତୁ ଏମିତି କଣ ହେଲା ?

ନମସ୍କାର ବନ୍ଧୁଗଣ ତେବେ ହାତ ଧରା ଧରି ହୋଇ ଚାଲିଗଲେ ଭାଇଭଉଣୀ । ଉଜୁଡ଼ିଗଡ଼ା ଗୋଟିଏ ପରିବାର । ଭାଇ ମରିବାର ୩ ଦିନ ପରେ ଭଉଣୀର ମୃତ୍ୟୁ ହୋଇଛି । ଛାତି ବାଡ଼େଇ କାନ୍ଦୁଛନ୍ତି ବାପାମା’ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ ।   ଜୟପୁର ଟାଉନ ଥାନା ପାରାବେଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ଉଭୟଙ୍କ ମୃତ୍ୟୁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ନାହିଁ ।

ତେବେ ଭାଇ ମରିବାର ୩ ଦିନ ପରେ ଭଉଣୀର ହୋଇଛି ସନ୍ଦେହଜନକ ମୃତ୍ୟୁ । ଜୟପୁର ଟାଉନ ଥାନା ପାରାବେଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ୩ ଦିନ ତଳେ ସ୍କୁଲ ପଢ଼ୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା । ୩ ଦିନ ପରେ ସେହି ଘରେ ଇଞ୍ଜିନିୟରିଂ ପଢ଼ୁଆ ଭଉଣୀର ମୃତ୍ୟୁ ହୋଇଛି । ଘରର ଛାତରୁ ଇଞ୍ଜିନିୟରିଂ ପଢ଼ୁଥିବା ଭଉଣୀର ମୃତଦେହ ଉଦ୍ଧାର ହୋଇଛି ।

ଉଭୟ ଭାଇ ଭଉଣୀଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ୩ ଦିନ ବ୍ୟବଧାନରେ ଭାଇ-ଭଉଣୀଙ୍କ ମୃତୁ ହୋଇଥିବାରୁ ଏହାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ତେବେ ସୂଚନା ଅନୁସାରେ ୩ ଦିନ ତଳେ ସ୍କୁଲ ପଢ଼ୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା । ଆଉ ଆଜି ସେହି ଘରେ ଇଂଜିନିୟରିଂ ପଢୁଆ ଭଉଣୀର ମୃତ୍ୟୁ ହୋଇଛି । ଘର ଛାତ ଉପରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

ଉଭୟ ଭାଇ ଭଉଣୀଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ମାତ୍ର ତିନି ଦିନ ବ୍ୟବଧାନରେ ଭାଇ ଭଉଣୀଙ୍କ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଭାଇକୁ ଝୁରି ଝୁରି ଝିଅର ଜୀବନ ଚାଲିଯାଇଥିବା ମୃତକଙ୍କ ବାପା କହିଛନ୍ତି । ଭଉଣୀ ବାହାରେ ପଢ଼ୁଥିବା ବେଳେ ଭାଇ ଭଉଣୀ ପାଖରେ ପୋଷାକ ପାଇଁ କିଛି ଦିନ ପୂର୍ବରୁ ଜିଦ୍‌ କରିଥିଲା । ହେଲେ ସେ ଡ୍ରେସ୍‌ ଆଣିବା ପୂର୍ବରୁ ହିଁ ଭାଇର ଜୀବନ ଚାଲିଗଲା ।


ଆଉ ସେହି କଥାକୁ ମନେ କରି କରି ସେ ଦିନ ରାତି କାନ୍ଦୁଥିଲା । ଭାଇ ତ ଚାଲିଗଲା ମୁଁ କାହିଁକି ରହିବି ବୋଲି ସବୁବେଳେ କହୁଥିଲା । ଆଉ ପରିବାର ଲୋକ ତାଙ୍କୁ ବୁଝାଉଥିଲେ । ଶେଷ ରେ ଆଜି ତାଙ୍କର ବି ଜୀବନ ଚାଲିଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *