Shukra Niti- ଶୁକ୍ରାଚାର୍ଯ୍ଯଙ୍କ କହିଛନ୍ତି ଏହି 4 ଟି କଥା ଭୁଲରେ ବି କାହାକୁ କହିବେ ନାହିଁ, ନହେଲେ ପରେ ବହୁତ ପସ୍ତେଇବେ…

ବନ୍ଧୁଗଣ ଜଣେ ଗୁରୁ ନିଜ ଶିଷ୍ୟକୁ ଅନ୍ଧକାରରୁ ପ୍ରକାଶିତ ଦିଗକୁ ନେଇଯାଇଥାଏ । ଇଶ୍ଵରଙ୍କ ଗୁରୁ ଥିଲେ ବୃହସ୍ପତି ଓ ଅସୁରଙ୍କ ଗୁରୁ ଥିଲେ ଶୁକ୍ରାଚାର୍ଜ୍ୟ । ଶୁକ୍ରାଚାର୍ଜ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ଗୁରୁ ଶୁକ୍ରାଚାର୍ଜ୍ୟର କିଛି ଏପରି କଥା ଅଛି ଯାହା ଆଜି ବି ମହତ୍ଵ ରଖିଛି । ଗୁରୁ ଶୁକ୍ରାଚାର୍ଜ୍ୟ ଜୀବନ ସହ ଜଡିତ ଏପରି କିଛି କଥା କହିଥିଲେ ଯାହାକୁ ପାଳନ କଲେ ମଣିଷ ଖୁସିରେ ରହିବା ସହ ସଫଳ ବି ହେବ ।

ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଗୁରୁ ଶୁକ୍ରାଚାର୍ଜ୍ୟଙ୍କ ମୁତାବକ ସର୍ବଦା ଗୁପ୍ତ ରଖିବା ଉଚିତ । ତା ହେଲେ ଆସନ୍ତୁ ଜାଣିବା ଏହି ସବୁ କଥା ବିଷୟରେ । ୧. ଶୁକ୍ରାଚାର୍ଜ୍ୟଙ୍କ ମୁତାବକ ସମସ୍ତ ମଣିଷଙ୍କୁ ନିଜ ବୟସ ଗୁପ୍ତ ରଖିବା ଉଚିତ । ଆପଣ ମାନେ ଭାବୁଥିବେ ବୟସ ବିଷୟରେ ଜାଣିଲେ କିଏ ବା କଣ କରିବ । ହେଲେ ଯଦି ଆପଣଙ୍କ ଶତ୍ରୁ ଆପଣଙ୍କ ବୟସ ବିଷୟରେ ଜାଣିବ ତା ହେଲେ ସେ ଆପଣଙ୍କ ବଳ ଓ ଆପଣଙ୍କ ଧର୍ଯ୍ୟକୁ ଅସ୍ତ୍ର ରୂପେ ବ୍ୟବହାର କରିପାରେ ।

୨. ଶୁକ୍ରାଚାର୍ଜ୍ୟଙ୍କ ମୁତାବକ କୌଣସି ବ୍ୟକ୍ତିକୁ ନିଜ ଧନ ସମ୍ବନ୍ଧିତ ତଥ୍ୟ କାହାକୁ ଦେବା ଉଚିତ ନୁହେଁ କାରଣ ଅନ୍ୟ ମାନେ ସବୁବେଳେ ଧନ ଉପରେ ନଜର ରଖିଥାନ୍ତି । ଯଦି ଆପଣଙ୍କ ପାଖରେ ଅଧିକ ଧନ ଅଛି ତା ହେଲେ ମଧ୍ୟ ଆପଣ ପଦର୍ଶନ କରନ୍ତୁ ନାହିଁ । କେବଳ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହାକୁ ଧନ ସମ୍ବନ୍ଧିତ ତଥ୍ୟ ଦିଅନ୍ତୁ ନାହିଁ ।

୩. ଅନେକ ଲୋକ ନିଜ ପାରିବାରିକ କଳହକୁ ନେଇ ଅନ୍ୟ ଲୋକଙ୍କ ସହ ଚର୍ଚ୍ଚା କରିଥାନ୍ତି ହେଲେ ଏହା ଭୁଲ ଅଟେ । କାରଣ ଆପଣ ଯେଉଁ ଲୋକ ସହ ଆଲୋଚନା କରୁଛନ୍ତି ସେ ବିଶ୍ଵସନୀୟ ହୋଇଥିବେ ବୋଲି କିଛି କହିହେବ ନାହିଁ । ସେ ଆପଣଙ୍କ ପାରିବାରିକ କଳହ ବିଷୟରେ ଜାଣି ଖୁସି ହୋଇପାରେ ଓ ଅନ୍ୟ ଲୋକ ମାନଙ୍କୁ କହିପାରେ । ତେଣୁ ଆପଣ ମାନେ ସର୍ବଦା ଏହି କଥାକୁ ଗୁପ୍ତରେ ରଖନ୍ତୁ ।

୪. ବନ୍ଧୁଗଣ ଶୁକ୍ରାଚାର୍ଜ୍ୟଙ୍କ ମୁତାବକ କେବେବି ନିଜ ସ୍ତ୍ରୀ ସହ ଥିବା ସମ୍ବନ୍ଧ ବିଷୟରେ ଅନ୍ୟ କାହାକୁ କୁହନ୍ତୁ ନାହିଁ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଗୁପ୍ତ ରହିବା ଉଚିତ । ଏହା ହିଁ ଉଭୟଙ୍କ ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ ଅନ୍ୟ କାହାକୁ ନିଜ ଦାମ୍ପତ୍ତ୍ୟ ଜୀବନୀ ବିଷୟରେ କହିବେ ତା ହେଲେ ଆପଣଙ୍କୁ ଅନ୍ୟ ଲୋକଙ୍କ ଆଗରେ ଲଜ୍ଜିତ ହେବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଶୁକ୍ରାଚାର୍ଜ୍ୟଙ୍କର ଏହି ଚାରୋଟି କଥାକୁ ସର୍ବଦା ମନେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *