ଏହି 4 ଲୋକପ୍ରିୟ ଅଭିନେତାଙ୍କୁ ବିବାହ କରିବାକୁ ଚାହାଁନ୍ତି South ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ Rashmika Mandanna

ନମସ୍କାର ବନ୍ଧୁଗଣ ତେବେ ରଶ୍ମିକା ମନ୍ଦାନା ମନୋରଞ୍ଜନ ଜଗତର ଏବେ ସେ ଜଣେ ଚର୍ଚ୍ଚିତ ଚେହେରା । ଯୁବପିଢ଼ିଙ୍କ ପାଇଁ ପାଲିଟିଛନ୍ତି ପ୍ରିୟ ଅଭିନେତ୍ରୀ । ଖବ୍‌ କମ୍‌ ଦିନରେ ଟଲିଉଡ ଫିଲ୍ମ ଜଗତରେ ନୂଆ ଇତିହାସ ରଚିବାରେ ସେ ହେଉଛନ୍ତି ପ୍ରଥମ ଅଭିନେତ୍ରୀ । ତେବେ ଆକର୍ଷଣୀୟ ଚେହେରା ଓ ଦମଦାର ଅଭିନୟ ପାଇଁ ଏହା ସମ୍ଭବ ହୋଇପାରିଛି । ତେବେ ରଶ୍ମୀକା ୨୦୧୬ରେ ସବୁଠାରୁ ସଫଳ ବ୍ୟବସାୟିକ ଫିଲ୍ମ ‘କିରିକ ପାର୍ଟି’ରେ ଅଭିନୟ କରିଥିଲେ । ଏହା ଏକ କନ୍ନଡ ଫିଲ୍ମ ଥିଲା ।

ଏହା ଛଡ଼ା ସେ ଖୁବ୍ କମ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ଅଳ୍ପ ସମୟ ମଧ୍ୟରେ ଟଲିଉଡର ୧୦୦ କୋଟି କ୍ଲବରେ ପ୍ରବେଶ କରିଥିଲେ । ରଶ୍ମୀକା ୨୦୧୮ରେ ରୋମାଣ୍ଟିକ୍ ଡ୍ରାମା ‘ଚଲୋ’ ସହିତ ତେଲୁଗୁ ଫିଲ୍ମ ଡେବ୍ୟୁ କରିଥିଲେ, ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ପ୍ରମାଣିତ ହୋଇଥିଲା । ସେହି ବର୍ଷ ସେ ଗୀତା ଗୋବିନ୍ଦମରେ ଅଭିନୟ କରିଥିଲେ, ଯାହା ତେଲୁଗୁ ସିନେମା ଇତିହାସରେ ସର୍ବାଧିକ ଆୟକାରୀ ଫିଲ୍ମ ହୋଇପାରିଥିଲା । ତେବେ ଆସନ୍ତୁ ଆଜି ଆମେ ସେହି ଅଭିନେତା ଙ୍କ ବିଷୟରେ ଆଲୋଚନା କରିନେବା ଯେଉଁ ମାନଂକୁ ରଶ୍ମିକା ବିବାହ କରିବାକୁ ଚାହୁଁଥିଲେ ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ରକ୍ସିତ୍ ସେଠୀ । ତେବେ ଦୁହେଁ ଫିଲ୍ମ କିରିକ ପାର୍ଟି ରେ ଏକାଠି ନଜର ଆସିଥିଲେ ଏବଂ ଏହି ଫିଲ୍ମରେ ହିଁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଯାଇଥିଲା ଏବଂ ଦୁହେଁ ଡେଟ କରିବା ଆରମ୍ଭ କରି ଦେଇଥିଲେ ଏବଂ ଦୁହିଁଙ୍କ ର ନିର୍ବନ୍ଧ ମଧ୍ୟ ହୋଇ ଯାଇଥିଲା କିନ୍ତୁ କୌଣସି କାରଣ ଯୋଗୁଁ ଏହି ଯୋଡି ଭାଙ୍ଗି ଯାଇଥିଲା ଏବଂ ଦୁହିଁଙ୍କ ବ୍ରେକ ଆପ ହୋଇ ଯାଇଥିଲା ।


୨- ଦ୍ଵିତୀୟ ରେ ହେଉଛନ୍ତି ଅଭିନେତା ରାମ ପୋଥିନେନୀ । ତେବେ ରାମ ହେଉଛନ୍ତି ସାଉଥ ଜଗତର ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତା ଏବଂ ସେ ନିଜର ଅଭିନୟ ର ଯାଦୁ ରେ ଲୋକ ମାନଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇଥିଲେ ତେବେ ରଶ୍ମିକା ରାମ ଙ୍କ ସହ ଫିଲ୍ମ କରିବାକୁ ବହୁତ ଇଚ୍ଛା ରଖିଛନ୍ତି ଏବଂ ସେ ରାମ ଙ୍କୁ ବିବାହ କରିବାକୁ ମଧ୍ୟ ଚାହାନ୍ତି ।


୩- ତୃତୀୟ ରେ ହେଉଛନ୍ତି ବାହୁବଳୀ ର ଷ୍ଟାର ପ୍ରଭାସ । ତେବେ ପ୍ରଭାସ ସାଉଥ ରୁ ନେଇ ବଲିଉଡ ପର୍ଯ୍ୟନ୍ତ ନିଜର ନାମକୁ ସାକାର କରି ପାରିଛନ୍ତି ତେବେ ଅଭିନେତ୍ରୀ ରଶ୍ମିକା ପ୍ରଭାସ ଙ୍କ ଲୁକ ଷ୍ଟାଇଲ କୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହାନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି ବିଜୟ ଦେବରକୋଣ୍ଡା । ତେବେ ରଶ୍ମିକା ବିଜୟ ଙ୍କ ସହ ଡିୟର କମରେଡ଼ ଏବଂ ଗୀତା ଗୋବିନ୍ଦା ଭଳି ସିନେମା କରିଛନ୍ତି ତେବେ ଦୁହେଁ ବହୁତ ସିରିୟସ ରିଲେସନ ରେ ମଧ୍ୟ ଥିଲେ କିନ୍ତୁ ଦୁହିଁଙ୍କ ଭିତରେ କୌଣସି କାରଣ ଯୋଗୁଁ ବ୍ରେକଅପ ହୋଇ ଯାଇଥିଲା ଏବଂ ବିଜୟ ରଶ୍ମିକା ଙ୍କ ସହ କୌଣସି ଫିଲ୍ମ କରିବେ ନାହିଁ ବୋଲି ମଧ୍ୟ କହି ଦେଇଛନ୍ତି ଏବଂ ରଶ୍ମିକା ଙ୍କ ବିବାହ ସ୍ୱପ୍ନ ଅଧୁରା ରହିଗଲା ।

Leave a Reply

Your email address will not be published. Required fields are marked *