ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ଅକ୍ଷୟ ପାରିଜା ଙ୍କ ଭାଇରାଲ ଭିଡିଓ । ତେବେ ଅକ୍ଷୟ ପରିଜା ଙ୍କ ନାଁ ରେ ଜଣେ ଯୁବତୀ ଆଣିଛନ୍ତି ଅଭିଯୋଗ । ଯୁବତୀ ଜଣଙ୍କ୧ ରୁ ୨ ବର୍ଷ ହେବ ଶଓଷଣ ର ଶଇକାର ହୋଇଛନ୍ତି । ସିଧାସଳଖ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ଯୁବତୀ ଜଣକ । ଏହି ଅଭିଯୋଗ ରେ ଗୋଟିଏ ବଡ଼ ଚିତ୍ର ସାମ୍ନା କୁ ଆସୁଛି ସେ ପ୍ରତିଷ୍ଠିତ ପ୍ରଜୋଜକ୍ ଅକ୍ଷୟ ପରିଜା ପ୍ରକୃତ ରେ ଏ ଘଟଣା ରେ ତାଙ୍କ ର ସମ୍ପର୍କ କଣ ।
ତେବେ ଏହି ବିଷୟ ରେ ଯେତେବେଳେ ଅକ୍ଷୟ ପରିଜା ଙ୍କୁ ପଚରା ଗଲା ଆଉ ଏହାକୁ ନେଇ ଅକ୍ଷୟ ପରିଜା କହିଲେ ସେ ଯୁବତୀ ଙ୍କୁ ଜାଣିଛନ୍ତି ହେଲେ ତାଙ୍କ ସହ ଏମିତି କିଛି ବି କରି ନାହାନ୍ତି ଯାହା ପାଇଁ ମୋ ନାଁ ଅଭିଯୋଗ କରିବେ । କିନ୍ତୁ ଯୁବତୀ କିଛି ତଥ୍ୟ ପ୍ରମାଣ୍ ମଧ୍ୟ ସାମ୍ନା କୁ ଆଣିଛନ୍ତି କିଛି ଫୋଟ ଆଣିଛନ୍ତି ସାମ୍ନା ଙ୍କୁ ଯେଉଁ ଥିରେ ସେ ଯୁବତୀ ନିଜେ ଉପସ୍ଥିତି ଅଛନ୍ତି ଆଉ ସେହି ଫୋ଼ଟ୍ ରେ ନିଜେ ଅକ୍ଷୟ ପରିଜା ମଧ୍ୟ ଉପସ୍ଥିତି ଅଛନ୍ତି ଯୁବତୀ ଜଣକ କହୁଛନ୍ତି । ତଦନ୍ତ ପରିସର ହେବା ପରେ ତଦନ୍ତ ବ୍ୟାପକ ଭାବରେ ହେବା ଦରକାର ।
ତଦନ୍ତ୍ ରେ ଯେଉଁ ବ୍ୟକ୍ତି ଅଛନ୍ତି ସେ ଅକ୍ଷୟ ପରିଜା କି ନୁହଁ ସେ କଥା ବି ଜାଣିବା ଦରକାର ଏବଂ ଯଦି ଅଭିଯୋଗ ସତ ହୋଇ ଥାଏ ତାହେଲେ ଅତ୍ୟନ୍ତ ସାଙ୍ଘାତିକି କୁହାଯିବ । ଅକ୍ଷୟ ପରିଜା ଜଣେ ନୂଆ ପ୍ରଯୋଜକ୍ ନୁହନ୍ତି ସେ ଜଣେ ପ୍ରତିଷ୍ଠିତ ପ୍ରଯୋଜକ୍ ଅନେକ ବଡ଼ ବଡ଼ ପ୍ରୋଜକ୍ଟେ ତାଙ୍କ ର ହାତ ରହିଛି । ତାଙ୍କ ମାଧ୍ୟମ ରେ ଅନେକ ଅଭିନେତା ମଧ୍ୟ ପ୍ରତିଷ୍ଠିତ ହୋଇଛନ୍ତି ଏବଂ ଅନେକ ଅଭିନେତା ଙ୍କୁ ମଧ୍ୟ ସୁଯୋଗ ମିଳିଛି ।
ତାହା ସହ ଅକ୍ଷୟ ପରିଜା ଓଡିଶା ର ଏବଂ ଓଡିଶା ବାହାରେ ମଧ୍ୟ ତାଙ୍କ ବେସ୍ ସୁନାମ ରହିଛି । କିନ୍ତୁ ଏଭଳି ସ୍ଥିତି ରେ ଯେତେବେଳେ ଅକ୍ଷୟ ପରିଜା ଙ୍କ ନାଁ ରେ ଏଭଳି ଅଭିଯୋଗ ଆସୁଛି ପ୍ରକୃତ ରେ ଏହି ଦିଗ କୁ ତର୍ଜମା କରିବାର ଆବଶ୍ୟକତା ରହିଛି । ତେବେ ଯଦି ଏହି ଅଭିଯୋଗ ର କିଛି ସତ୍ୟତା ବାହାରେ ତାହେଲେ ଆହୁରି ତାଙ୍କ ଗୁମର ଫିଟିବ କି । ଯଦି ଅକ୍ଷୟ ପରିଜା ସିଧାସଳଖ ଏହି ଅଭିଯୋଗ କୁ ନେଇ କହିଛନ୍ତି କି ସେ ସେହି ଯୁବତୀ ଙ୍କୁ ଜାଣିଛନ୍ତି କିନ୍ତୁ ତାଙ୍କ ସହ କିଛି ଖରାପ କାମ କରି ନାହାନ୍ତି ।
କିନ୍ତୁ ଯୁବତି ଜଣକ ଯାହା ଅଭିଯୋଗ କରିଛନ୍ତି ତାହା ଆହୁରି ସାଙ୍ଘାତିକ୍ । ଯୁବତୀ ଜଣକ ଅଭିଯୋଗ କରିବା ସହିତ କିଛି ପ୍ରମାଣ ମଧ୍ୟ ରଖିଛନ୍ତି ଯାହା ପାଇଁ ଏବେ ଏହି ତଥ୍ୟ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଏହି ଯୁବତୀ ଜଣକ ଯେଉଁ ସବୁ ପ୍ରମାଣ ଆଣିଛନ୍ତି ତାକୁ ନେଇ ତର୍ଜମା କରିବା ମଧ୍ୟ ଦରକାର । କାରଣ ପ୍ରମାଣ ରେ ଯେଉଁ ଫୋଟ ଆଣିଛନ୍ତି ସେହି ଫୋଟ ରେ ଅକ୍ଷୟ ପରିଜା ଙ୍କ ଭଳି ଦେଖା ଯାଉଥିବା ଜଣେ ଯୁବକ ଅଛନ୍ତି ଆଉ ସେହି ଯୁବତୀ ଜଣକ ମଧ୍ୟ ଅଛନ୍ତି ଏହି କଥା ନୁଜେ ଯୁବତୀ କହୁଛନ୍ତି ।
ତେଣୁ ସେହି ବ୍ୟକ୍ତି ଅକ୍ଷୟ ପରିଜା କି ନୁହଁ ସେ ବିଷୟ ରେ ତର୍ଜମା କରିବା ଆବଶ୍ୟକ । ତେବେ ଏହା ଉପରେ ବର୍ତ୍ତମାନ ନିର୍ଦେଶକ ଚଣ୍ଡୀ ପରିଜା ନିଜର ମତାମତ ରଖିଛନ୍ତି । ତେବେ ସେ କହିଛନ୍ତି କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ କିଛି ବି କାଷ୍ଟିଂ କାଉଚ୍ ହୁଏ ନାହିଁ । ତେବେ ମିଡ଼ିଆ ରେ ଯେଉଁ ଫଟୋ ଦେଖା ଦେଉଛି ସେ ସତ କିନ୍ତୁ ଏଥିରେ ଦୁଇ ଜଣଙ୍କର ଦୋଷ ରହିଛି ।
ତେବେ ଯଦି ସେହି ଝିଅ କୁ ଶଓ-ଷଣ କରାଯାଇଥିଲା ତେବେ ସେ ଏତେ ଦିନ ଚୁପ କଣ ପାଇଁ ରହୁଥିଲା । ତେବେ ପ୍ରଥମ କଥା ସେ କଣ ପାଇଁ ସେଠାକୁ ଯାଉଥିଲା । ଆଉ ଗୋଟିଏ କଥା ମୋ ନାଁ ରେ ବି କାଷ୍ଟିଂ କାଉଚ ର ଅଭିଯୋଗ କରାଯାଇଥିଲା । ତେବେ କିନ୍ତୁ ସେସବୁ କୌଣସି ପ୍ରମାଣ ହୋଇ ପାରିଲା ନାହିଁ ମୁଁ ମୋ ପାଇଁ ଲଢ଼ିଥିଲି ପାଟି ଖୋଲି କହିଥିଲି ଯାହା କହିବା କଥା ଆଉ ଅକ୍ଷୟ ପରିଜା ଯଦି କିଛି ଭୁଲ କରି ନାହିଁ ତେବେ ସେ ମୁହଁ କାହିଁକି ଖୋଲୁ ନାହାନ୍ତି ।
ତେବେ ଏହା ଛଡା ଯଦି ତାକୁ ସେକ-ଅସ କରିବାର ଇଚ୍ଛା ଥିବ ତେବେ ସେ ଟଙ୍କା ପକେଇଲେ ଝିଅ ଆସିଯିବ । ତେବେ ଏଥିରେ ଦୁଇ ଜଣଙ୍କର ଦୋଷ ରହିଛି । ନିଆଁ ନ ଥିଲେ ଧୂଆଁ ଉଠିବ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।