ବନ୍ଧୁଗଣ କୁହାଯାଏ ବିବାହ ପାଇଁ ବୟସ ଦେଖାଯାଏ ନାହିଁ । ଯଦି ଆପଣଙ୍କ ମନ କାହା ପ୍ରତି ଆସିଯିବ ତା ହେଲେ ଆପଣ ବନ୍ଧନ ଭାଙ୍ଗି ପାରନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ଏକରୁ ଅଧିକ ବିବାହ କରିଛନ୍ତି ଆଉ ତାଙ୍କ ପାର୍ଟନର ତାଙ୍କ ଠାରୁ ବୟସରେ ବହୁତ ସାନ ଅଟେ । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଠାରୁ କମ ବର୍ଷର ଝିଅ ସହ ବିବାହ କରିଛନ୍ତି ।
କବୀର ବେଦି- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା କବୀର ବେଦିଙ୍କୁ ବେସ ଭଲ ଭାବରେ ଜାଣିଥିବେ । କବୀର ନିଜ ଜୀବନରେ 4 ଜଣ ମହିଳାଙ୍କ ସହ ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ ପ୍ରତିମା ଗୌରିଙ୍କ ସହ ହୋଇଥିଲା ଓ ଏମାନଙ୍କର ଦୁଇଟି ଛୁଆ ଜନ୍ମ ହେଲେ । ଏହା ପରେ ପ୍ରତିମାଙ୍କୁ ତଲାକ ଦେଇ ସେ ଅନ୍ୟ ଦୁଇଟି ମହିଳାଙ୍କ ସହ ବିବାହ କଲେ ଆଉ ତଲାକ ବି ଦେଲେ । ଶେଷରେ ସେ ନିଜ ଥାଉ 30 ବର୍ଷ ଛୋଟ ପରବୀନ ଦୋସାଞ୍ଝାଙ୍କ ସହ ଚତୁର୍ଥ ବିବାହ କରିଲେ ।
ମିଲିନ୍ଦ ସୋମନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ତଥା ଭାରତର ଲୋକପ୍ରିୟ ମଡେଲ ମିଲିନ୍ଦ ସୋମନ । ମିଲିନ୍ଦ 2006 ମସିହାରେ ମିଲେନ ଜାମ୍ପୋନୋଇଙ୍କ ସହ ବିବାହ କରିଥିଲେ ହେଲେ 2009 ମସିହାରେ ତାଙ୍କର ତଲାକ ହେଇଗଲା । ଏହା ପରେ ସେ ନିଜ ଠାରୁ 26 ବର୍ଷ ସାନ ଅଙ୍କିତା କୋବରଙ୍କ ସହ ବିବାହ କରିଲେ । ମିଲିନ୍ଦକୁ 65 ବର୍ଷ ହୋଇଥିବା ବେଳେ ଅଙ୍କିତାଙ୍କୁ 26 ବର୍ଷ ।
ସଞ୍ଜୟ ଦତ୍ତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ସଞ୍ଜୟ ଦତ୍ତ । ସଞ୍ଜୟ ଦତ୍ତଙ୍କ ଜୀବନରେ ବହୁତ ଝିଅ ଆସିଛନ୍ତି ହେଲେ ସେ 2008 ମସିହାରେ ମାନ୍ୟତା ଦତ୍ତଙ୍କୁ ବିବାହ କରିଲେ । ସଞ୍ଜୟ ତିନି ଥର ବିବାହ କରିଛନ୍ତି ହେଲେ ତାଙ୍କୁ ଅସଲି ସୁଖ ମାନ୍ୟତାଙ୍କ ସହ ମିଳିଛି । ମାନ୍ୟତା ସଞ୍ଜୟଙ୍କ ଠାରୁ 20 ବର୍ଷ ସାନ ଅଟନ୍ତି ହେଲେ ଉଭୟ ବହୁତ ଖୁସିରେ ରହୁଛନ୍ତି ।
ଅରବାଜ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଅରବାଜ ଖାନ । ଅରବାଜ 1998 ମସିହାରେ ମଲାଇକାଙ୍କ ସହ ବିବାହ କରିଥିଲେ ହେଲେ 2017 ମସିହାରେ ଉଭୟଙ୍କ ତଲାକ ହେଇଗଲା । ଏହା ପରେ ଅରବାଜ ଇଟାଲୀ ଦେଶର ମଡେଲ ଜର୍ଜିଆ ଏଣ୍ଡରିଆନିଙ୍କୁ ଭଲ ପାଇଲେ ଆଉ ବହୁତ ଶୀଘ୍ର ଉଭୟ ବିବାହ କରିବେ । ଅରବାଜଙ୍କ ବୟସ 54 ହୋଇଥିବା ବେଳେ ଜର୍ଜିଆଙ୍କ ବୟସ ହେଉଛି 33 ।
ଅନୁରାଗ କଶ୍ୟପ- ବନ୍ଧୁଗଣ ଅନୁରାଗ ଜଣେ ଫିଲ୍ମ ମେକର ହେବା ସହ ଜଣେ ଅଭିନେତା ବି ଅଟନ୍ତି । ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ସେ 2011 ମସିହାରେ ନିଜ ଠାରୁ 10 ବର୍ଷ ସାନ କଲ୍କି କୋଚଲିନଙ୍କ ସହ ବିବାହ କରିଥିଲେ ସେତେବେଳେ ଅନୁରାଗ ଆଗରୁ ବିବାହିତ ଥିଲେ । 2015 ମସିହାରେ ସେ କଲ୍କିଙ୍କୁ ତଲାକ ଦେଇଦେଲେ । ଏହା ପରେ ସେ ନିଜ ଠାରୁ 21 ବିଆରଏସ ସାନ ଝିଅ ଶୁଭ୍ରା ସେଟିଙ୍କୁ ଭଲ ପାଇଲେ ଆଉ ଏବେ ଉଭୟ ଏକା ସହ ରହୁଛନ୍ତି ।
ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ