ଓଃ କି ସୁମଧୁର ସ୍ଵର ! ଆପଣଙ୍କ ମନ ମୋହିନେବ ଏହି ବୃଦ୍ଧଙ୍କ ଗୀତ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ବୃଦ୍ଧଙ୍କ ସୁମଧୁର ଗୀତ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ରାସ୍ତା କଡରେ ବସି ‘ଅବ୍ କି ସାବନ ମେ’ ଗୀତ ଗାଉଥିବାର ନଜର ଆସୁଛନ୍ତି ।

ଏହି ବ୍ୟକ୍ତି ଜଣକ ନିଜ ଅନ୍ଦାଜରେ ଅତି ସୁନ୍ଦର ଭାବରେ ଗୀତଟି ଗାଉଥିବାର ନଜର ଆସୁଛନ୍ତି । ହାତରେ ଧରିଥିବା ଦାସକାଠିଆ ବଜାଇ ପୁରା ଲୟ ଓ ସ୍ଵରରେ ସେ ଗୀତଟି ଗାଉଛନ୍ତି । ଏହି ବୃଦ୍ଧଙ୍କ ସ୍ଵରର ଜାଦୁ ଏବେ ଇଣ୍ଟର୍ନେଟରେ ଖେଳି ଯାଇଛି । ଅନେକ ଲୋକ ଏହି ଭିଡିଓଟିକୁ ପସନ୍ଦ କରିବା ସହ ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି ।

ଭିଡିଓଟି ଦେଖିବା ପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଆଉ ଏହି ଭିଡିଓଟିକୁ ବହୁତ ମାତ୍ରାରେ ସେୟାର କରାଯାଇଥିବା ନେଇ ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଏହି ବୃଦ୍ଧଙ୍କୁ ବଡ ପ୍ଲାଟଫର୍ମ ଦରକାର ବୋଲି ଲେଖିଥିବା ବେଳେ କିଛି ଲୋକ ବଲିଉଡର ବଡ ସଙ୍ଗୀତ ନିର୍ଦ୍ଦେଶକ ବୃଦ୍ଧଙ୍କୁ ଗୀତ ଗାଇବାର ସୁଯୋଗ ଦେବା ବୋଲି କମେଣ୍ଟ କରି ଲେଖିଛନ୍ତି ।

ବନ୍ଧୁଗଣ ଆମ ଦେଶରେ ପ୍ରତିଭାର ଅଭାବ ନାହିଁ । ଆଖ ପାଖରେ ଏମିତି ଅନେକ ପ୍ରତିଭାନ ଅଛନ୍ତି ସୋସିଆଲ ମିଡିଆ ଏହି ସବୁ ପ୍ରତିଭାବାନ ଲୋକ ମାନଙ୍କୁ ସାମ୍ନାକୁ ଆଣୁଛି । ତେବେ ଏହି ବୃଦ୍ଧାଙ୍କ ପ୍ରତିଭାକୁ ଦେଖି ଲୋକମାନେ ବେସ ପ୍ରଶଂସା କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *