ବୟଫ୍ରେଣ୍ଡ କାରଣରୁ Bollywood ର ଏହି 6 ହିରୋଇନଙ୍କ ବନ୍ଧୁତ୍ଵରେ ଆସିଲା ଫାଟ, ବର୍ଷ ବର୍ଷ ଧରି ଚାଲିଲା କ୍ୟାଟ ଫାଇଟ, 4 ନଂ ଯୋଡି ତ ପରସ୍ପରର ମୁହଁ ଦେଖିବାକୁ ଚାହାଁନ୍ତି ନାହିଁ

ନମସ୍କାର ବନ୍ଧୁଗଣ ବଲିଉଡ ଜଗତକୁ କିଏ ନ ଜାଣେ । ବଲିଉଡରେ ହେଉଥିବା ସିନେମା ପୁରା ବିଶ୍ୱ ରେ ପରିଚିତ । ବଲିଉଡ ର ସିନେମା ଏବଂ ସେଠାକାର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ପାଇଁ ଲୋକ ମାନଙ୍କ ମନରେ ବହୁତ କ୍ରେଜ ରହିଥାଏ । ତେବେ ଦର୍ଶକ ମାନଙ୍କ ର ଅନେକ ଲୋକପ୍ରିୟ ଅଭିନେତ୍ରୀ ଏବଂ ଅଭିନେତା ମାନେ ଅଛନ୍ତି ।

ତେବେ ଏହା ମଧ୍ୟରେ ଅଭିନେତ୍ରୀ ମାନଙ୍କ ର କ୍ୟାଟ ଫା-ଇ-ଟ ଅଧିକ ଚର୍ଚ୍ଚା ରେ ରହିଥାଏ । ତେବେ ସେହି କ୍ୟାଟ ଫା-ଇ-ଟ ରେ ସର୍ଵଦା ଚର୍ଚ୍ଚା ଏବଂ ଲୋକମାନେ ମଧ୍ୟ ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛା ଥାଏ । ତେବେ ଆସନ୍ତୁ ବଲିଉଡ଼ ର କିଛି କ୍ୟାଟ ଫା-ଇ-ଟ ବିଷୟ ରେ ଆଲୋଚନା କରି ନେବା ଯାହାକି ଜଣେ ପୁଅ ପାଇଁ ହୋଇଥିଲା ।


୧- ପ୍ରଥମ ରେ ହେଉଛନ୍ତି କାଜଲ ଏବଂ କରିସ୍ମା । ତେବେ ଅଜୟ ଦେବଗନ ବର୍ତ୍ତମାନ କାଜଲ ଙ୍କ ସହ ସୁଖୀ ପରିବାର ରେ ରହିଛନ୍ତି କିନ୍ତୁ ଗୋଟିଏ ସମୟରେ ସେ ରବିନା ଙ୍କ ପ୍ରେମ ରେ ଥିଲେ ତେବେ ରବିନା ଙ୍କୁ ଧୋ-କା ଦେଇ ସେ କରିସ୍ମା ଙ୍କ ସହ ରହିଲେ କିନ୍ତୁ ରବିନା ଙ୍କ ଭଳି ଅଜୟ କରିସ୍ମା ଙ୍କୁ ମଧ୍ୟ କାଜଲ ପାଇଁ ଧୋ-କା ଦେଇଦେଲେ । ତେବେ କରିସ୍ମା ନିଜର ବ୍ରେକଅପ ର କାରଣ କାଜଲ ଙ୍କୁ ମାନିଲେ ଏବଂ ଆରମ୍ଭ ହୋଇ ଯାଇଥିଲା କ୍ୟା-ଟ ଫା-ଇ-ଟ କିମ୍ବା ଶୀତଳ ଯୁଦ୍ଧ ।

୨- ଦ୍ଵିତୀୟ ରେ ହେଉଛନ୍ତି ଶିଳ୍ପା ଏବଂ ରବିନା ଟଂଡନ । ତେବେ ବଲିଉଡ ର ଖିଲାଡି ଅକ୍ଷୟ କୁମାର ନବେ ଦଶକ ର ପ୍ଲେ ବୟ ଥିଲେ ଏବଂ ତାଙ୍କର ଅନେକ ଅଭିନେତ୍ରୀ ଦିୱାନି ଥିଲେ । ତେବେ ଅକ୍ଷୟ ମୋହରା ସିନେମା ରେ ରବିନା ଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ କିନ୍ତୁ ଅକ୍ଷୟ ରବିନା ଙ୍କ ସହ ଶିଳ୍ପା ଙ୍କୁ ମଧ୍ୟ ନିଜ ହୃଦୟ ଦେଇ ବସିଥିଲେ ତେବେ ଏହା ଯୋଗୁଁ ଶିଳ୍ପା ଏବଂ ରବୀନାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କ୍ୟାଟ ଫା-ଇ-ଟ କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ଭିତରେ ବନ୍ଧୁତା ହୋଇ ଯାଇଛି ।


୩- ତୃତୀୟ ରେ ହେଉଛନ୍ତି ଐଶ୍ୱର୍ଯ୍ୟ ଏବଂ କ୍ୟାଟ୍ରିନା ଙ୍କ ମଧ୍ୟରେ କ୍ୟାଟ ଫା-ଇ-ଟ । ତେବେ ଏହାର କାରଣ ହେଉଛନ୍ତି ସଲମାନ ଖାନ । ତେବେ ସଲମାନ ଙ୍କ ଜୀବନ ରେ କ୍ୟାଟ୍ରିନା ସେତେବେଳେ ଆସିଲେ ଯେତେବେଳେ ଐଶ୍ଵର୍ଯ୍ୟା ସମ୍ପୂର୍ଣ୍ଣ ଭାବରେ ପଳେଇ ଥିଲେ କିନ୍ତୁ ତାଙ୍କ ବ୍ରେକଆପ ଏଭଳି ଭାବରେ ହୋଇଥିଲା କି ଏହାର ପ୍ରଭାବ କ୍ୟାଟ୍ରିନା ଏବଂ ଐଶ୍ଵର୍ଯ୍ୟା ଙ୍କ ସମ୍ପର୍କ ଉପରେ ପଡିଥିଲା ।


୪- ଚତୁର୍ଥ ରେ ହେଉଛନ୍ତି କ୍ୟାଟ୍ରିନା ଏବଂ ଦୀପିକା । ତେବେ ବଲିଉଡ ର ଚକଲେଟ ବୟ ଭାବରେ ପରିଚିତ ରଣବିର କପୂର ଙ୍କ ନାମ ଅନେକ ଅଭିନେତ୍ରୀ ଙ୍କ ସହ ଯୋଡି ଦିଆ ଯାଇଛି । ତେବେ ରଣବିର କ୍ୟାଟ୍ରିନାଙ୍କ ପାଇଁ ଦୀପିକାଙ୍କୁ ଧୋ-କା ଦେଇଥିଲେ ଏବଂ ଏହା ଯୋଗୁଁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଭିତରେ କ୍ୟାଟ ଫା-ଇ-ଟ ତେବେ ଏହା ପରେ ରଣବିର କ୍ୟାଟ୍ରିନାଙ୍କୁ ମଧ୍ୟ ଧୋ-କା ଦେଇ ଦେଇଥିଲେ । ଏବେ ବି ଏ ଦୁହେଁ ପରସ୍ପର ର ମୁହଁ ଦେଖିବାକୁ ଚାହାଁନ୍ତି ନାହିଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *