ବୋଟିଂ ବେଳେ ଉପରୁ ଖସିଲା ମୃତ୍ୟୁ ! ଶୋକରେ ବଦଳିଗଲା ସବୁ ଖୁସି, ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାର କରିବା ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଏହି ଘଟଣାଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ବନ୍ଧୁଗଣ ଆପଣ ମାନେ ଏହି ଘଟଣା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଆମ ଦୁନିଆରେ ଏମିତି ଅନେକ ଥର ପ୍ରାକୃତିକ ଅଘଟଣ ଘଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଘଟଣାଟି ମଧ୍ୟ ଏକ ପ୍ରାକୃତିକ ଅଘଟଣ ।

ଭାଇରାଲ ହେଉଥିବା ଭିଡିଓରେ କିଛି ଲୋକ ଜଳ ପ୍ରପାଦରେ ବୋଟିଂ କରୁଥିବାର ନଜର ଆସୁଛନ୍ତି । ବୋଟିଂ କରିବା ସମୟରେ ହଠାତ ଉପରେ ଥିବା ଏକ ପାହାଡ ଧସେଇ ହୋଇ ତଳେ ପଡୁଛି । ଖଣ୍ଡ ପାହାଡଟି ଦୁଇଟି ବୋଟ ଉପରେ ପଡୁଛି ଯାହାଫଳରେ ୭ଟି ଲୋକଙ୍କ ମୃତ୍ୟୁ ଘଟିଛି ।  ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଦକ୍ଷିଣ ପୂର୍ବ ବ୍ରାଜିଲରେ ଘଟିଛି ।

ଦକ୍ଷିଣ ପୂର୍ବ ବ୍ରାଜିଲର କ୍ୟାଭିଟିଆଲ ସ୍ଥିତ ହ୍ରଦରେ ଏପରି ଏକ ଘଟଣା ଘଟିଛି । ବୋଟିଂ କରୁଥିବା ବେଳେ ପାହାଡ ଧସିବାରୁ ଦୁଇଟି ବୋଟ ସହିତ ଆମଦ ଉଠାଉ ଥିବା ପର୍ଯ୍ୟଟକଙ୍କ ଉପରେ ପଥର ମାଡ ହୋଇଥିଲା । ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ପର୍ଯ୍ୟଟକ ମାନେ ଭୟବିତ ହୋଇ ଚିତ୍କାର କରୁଥିବାର ନଜର ଆସୁଛନ୍ତି ।

ଅନ୍ୟ ପକ୍ଷରେ ବୁଡି ଯାଇଥିବା ଲୋକ ମାନଙ୍କୁ ଖୋଜିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଗତ ଦୁଇ ସପ୍ତାହ ଧରି ସମ୍ପୂର୍କ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା ଓ ବର୍ଷା ହେବା କାରଣରୁ ପାହାଡ ନରମ ହୋଇ ଧସି ଥିବା କଥା କୁହାଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *