ଦେଖନ୍ତୁ କିପରି Bollywood ଷ୍ଟାଇଲରେ ସ୍ଟେଜ ଉପରେ ପରସ୍ପରକୁ ବରଣମାଳା ପିନ୍ଧେଇଲେ Lipsa ଓ Akash…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଧାରଣତଃ ଏହି ସବୁ ଓଡିଆ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ବିବାହ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାରେ ଅଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ମିଶ୍ର । ଦର୍ଶକ ବନ୍ଧୁ ଗତ କାଲି ଓଲିଉଡ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସେ ଆକାଶଙ୍କୁ ନିଜ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । ତେବେ ଉଭୟ ଲିପ୍ସା ଏବଂ ଆକାଶ ଅନେକ ଦିନ ଧରି ପରସ୍ପର ସହ ଲଭ ରିଲେସନ ରଖିଥିଲେ ।

ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା ଫ୍ୟାନ୍ସ ମାନେ ଉଭୟଙ୍କ ବିବାହ ଅପେକ୍ଷାରେ ଥିଲେ ଆଉ ଏବେ ଲିପ୍ସା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ତାଙ୍କ ବିବାହରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ ଏବଂ ଅତି ଧୁମଧାମର ସହ ଏହି ବିବାହ ସମ୍ପନ୍ନ ହୋଇଛି । ତେବେ ଗତ କିଛି ସମୟ ହେବ ଲିପ୍ସାଙ୍କର ଏକ ବିବାହ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓଟି ଦେଖିଲେ ଆପଣ ମାନେ ବହୁତ ଖୁସି ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଉଭୟ ଲିପ୍ସା ଏବଂ ଆକାଶ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ସେ ନିଜ ବିବାହରେ ବହୁତ ଅଧିକ ଖୁସି ଅଛନ୍ତି ।

ଏହା ପରେ ଉଭୟ ବଲ୍ଲିଉଡ୍ ଷ୍ଟାଇଲ୍ ରେ ଷ୍ଟେଜ୍ ଉପରେ ବରଣମାଳା ପରସ୍ପର କୁ ପିନ୍ଧେଉଛନ୍ତି ଯାହା ଆପଣ ଏହି ଭିଡିଓରେ ଦେଖି ପାରୁଥିବେ । ତେବେ ସୋସିଆଲ ମିଡିଆରେ ଉଭୟଙ୍କ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *