Bollywood ଷ୍ଟାରଙ୍କ ଡୁପ୍ଳିକେଟ ଅଟନ୍ତି TV ର ଏହି 5 ଜଣ ଷ୍ଟାର, 5 ନଂ ଯୋଡିକୁ ଦେଖିଲେ ଆପଣ ବି ଖାଇଯିବେ ଧୋକା !

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ଏହି ଦୁନିଆ ରେ ଏକା ଭଳି ଦେଖାଯାଉଥିବା ସାତ ଜଣ ଲୋକ ଥାଆନ୍ତି ଅର୍ଥାତ ଯାହାକୁ ହମସକଲ କୁହାଯାଏ । ତେବେ ଯଦି ଆପଣଙ୍କ ଆଗରେ ଆପଣଙ୍କ ହମସକଲ କିମ୍ବା ଡୁପ୍ଲିକେଟ ସାମ୍ନା କୁ ଆସିଯିବ ତେବେ ଆପଣଙ୍କ ରିଆକ୍ସନ କଣ ରହିବ । ନିଶ୍ଚିତ ଭାବରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସେହି ଭଳି ବଲିଉଡ ରେ ମଧ୍ୟ କିଛି ଏଭଳି କଳାକାର ଅଛନ୍ତି ଯେଉଁ ମାନଙ୍କ ର ଡୁପ୍ଲିକେଟ କୁ ଦେଖିବାକୁ ମିଳିଥାଏ ।

ତେବେ କିଛି ଡୁପ୍ଲିକେଟ କୁ ଆପଣ ମାନେ ଦେଖିଥିବେ ଯିଏ କି ସିରିୟଲ ରେ କାମ ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ବଲିଉଡ ଅଭିନେତ୍ରୀ ଙ୍କ ସେହି କିଛି ଡୁପ୍ଲିକେଟ ଙ୍କ ବିଷୟରେ । ୧- ପ୍ରଥମ ରେ ହେଉଛନ୍ତି କରିସ୍ମା ତନ୍ନା ଓ ଦୀପିକା ପାଦୁକୋନ । ତେବେ କରିସ୍ମା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ସେ ଜଣେ ସୁଂଦର ଅଭିନେତ୍ରୀ ସହ ଜଣେ ସୁନ୍ଦର ମଣିଷ ମଧ୍ୟ ।

ତେବେ ସେ ଅନେକ ଧାରାବାହିକ ଓ ସିନେମା ରେ ମଧ୍ୟ କାମ କରି ସାରିଛନ୍ତି । ତେବେ ତାଙ୍କୁ ଅଭିନେତ୍ରୀ ଦୀପିକା ପାଦୁକୋନ ର କାର୍ବନ କପି କିମ୍ବା ହମସକଲ କୁହନ୍ତି ତେବେ ତାଙ୍କ ହାଇଟ,ଲୁକ ଷ୍ଟାଇଲ ସବୁ ଦୀପିକା ଙ୍କ ଭଳି ।


୨- ଦ୍ଵିତୀୟ ରେ ହେଉଛନ୍ତି ଦୀପଶିଖା ଏବଂ ପରବିନ ବାବି । ତେବେ ଦୀପଶିଖା ହେଉଛନ୍ତି ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଚେହେରା ତେବେ ସେ ଅନେକ ଧାରାବାହିକ ତଥା ସିନେମା ରେ କାମ କରିଛନ୍ତି । ତେବେ ସେ ଅଧିକତଃ ଖଳନାୟିକା ଭୂମିକାରେ ନଜର ଆସିଥାନ୍ତି । ତେବେ ତାଙ୍କୁ ବଲିଉଡ ର ଅଭିନେତ୍ରୀ ପରବିନ ବାବି ଙ୍କ ହମସକଲ ବୋଲି ମଧ୍ୟ କୁହାଯାଏ ।


୩- ତୃତୀୟ ରେ ହେଉଛନ୍ତି ଲିନା ଜୁମାନି ଓ ତମନ୍ନା ଭାଟିୟା । ତେବେ ଲିନା ଜଣେ ଦକ୍ଷ ଅଭିନେତ୍ରୀ ତେବେ ସେ ଅନେକ ଧାରାବାହିକ ରେ ନଜର ଆସିଛନ୍ତି ଯଥା ବନ୍ଦିନୀ, କୁମକୁମ ଭାଗ୍ୟ ଆଦି । ତେବେ ସେ ହିମତଵାଲା ସିନେମା ରେ ମଧ୍ୟ ନଜର ଆସିଛନ୍ତି ତେବେ ତାଙ୍କୁ ଅଭିନେତ୍ରୀ ତମାନ୍ନା ଭାଟିୟା ଙ୍କ କାର୍ବନ କପି ବୋଲି କୁହାଯାଏ । ତେବେ ସେ ମଧ୍ୟ ତାଙ୍କ ସହ କାମ କରି ସାରିଛନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି ଗୌତମ ଗୁଲାଟି ଏବଂ ବରୁଣ ଧାୱନ । ତେବେ ଗୌତମ ଅନେକ ଧାରାବାହିକ ରେ କାମ କରିଛନ୍ତି ଯେପରି ଦିୟା ଔର ବାତି ହମ୍ମ । ଏହା ପରେ ସେ ବିଗ ବସ୍ ର ବିଜେତା ମଧ୍ୟ ହୋଇଥିଲେ । ତେବେ ସେ ବର୍ତ୍ତମାନ ରାଧେ ସିନେମା ରେ ମଧ୍ୟ ନଜର ଆସିଛନ୍ତି ତେବେ ତାଙ୍କୁ ବରୁଣ ଧାୱନ ଙ୍କ ସହିତ ତୁଳନା କରା ଯାଉଛି । ତେବେ ଦୁହେଁ ଲୁକରେ ବହୁତ ଏକାଭଳି ।


୫- ପଞ୍ଚମ ରେ ହେଉଛନ୍ତି ଡିମ୍ପି ଗାଙ୍ଗୁଲି ଏବଂ ଶର୍ମିଳା ଟାଗୋର । ତେବେ ଡିମ୍ପି ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ସେ ଜଣେ ଅଭିନେତ୍ରୀ ଯିଏ ନିଜ ସୁନ୍ଦର ଅଭିନୟ ଜରିଆରେ ଲୋକ ମାନଙ୍କ ହୃଦୟରେ ଘର କରିବାରେ ସଫଳ ହୋଇ ପାରିଥିଲେ ତେବେ ସେ ଅନେକ କଂଟ୍ରୋବସିରେ ମଧ୍ୟ ଫସିଛନ୍ତି । ତେବେ ତାଙ୍କୁ ଶର୍ମିଳା ଟାଗୋର ଙ୍କ କାର୍ବନ କପି ବୋଲି ମଧ୍ୟ କୁହାଯାଏ । ତେବେ ଦୁହିଁଙ୍କ ଡିମ୍ପଲ ମଧ୍ୟ ବାହାରେ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *