Bollywood ର ଏହି ଷ୍ଟାର ମାନଙ୍କ ମଧ୍ୟରେ ଅଛି ଶଲ-ଭିଣେଇ ସମ୍ପର୍କ, 5 ନମ୍ବର ଯୋଡିଙ୍କ ନାମ ଜାଣିଲେ ଆପଣ ବି ଚମକି ପଡିବେ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବଲିଉଡ ସିନେମା ଦେଖିବାକୁ ଯେତିକି ପସନ୍ଦ କରୁଥିବେ ତା ଠାରୁ ଅଧିକ ବଲିଉଡ ସିନେମା ରେ ଅଭିନୟ କରୁଥିବା କଳାକାର ମାନଙ୍କ ଜୀଵନ ରେ କଣ ଚାଲୁଛି ଆଦି ବିଷୟରେ ଜାଣିବାକୁ ଅଧିକ ଇଚ୍ଛୁକ ରହିଥାନ୍ତି। ତେବେ ଆପଣ ବଲିଉଡ ରେ ଅନେକ ଶାଳୀ ଭିଣେଇ ଯୋଡି କୁ ତ ଦେଖିଥିବେ କିନ୍ତୁ ଆଜି ଆମେ ଆପଣଂକୁ ବଲିଉଡ଼ ର ସଫଳ ଏବଂ ଫେମଶ ଶଳା ଭିଣେଇ ଯୋଡି ଙ୍କ ବିଷୟ ରେ କହିବୁ। ତେବେ ଆସନ୍ତୁ ଜାଣିନେବା ସେହି ଯୋଡି ବିଷୟରେ ଏବଂ ଆଲୋଚନା କରିନେବା ସେମାନଙ୍କ ବିଷୟରେ।

୧- ପ୍ରଥମ ଯୋଡି ହେଉଛି ବିବେକ ଓଵରୟ ଏବଂ ଆଦିତ୍ୟ ଅଲବା। ତେବେ ବିବେକ କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ ସେ ଜଣେ ବଲିଉଡ ର ଦକ୍ଷ ଅଭିନେତା ଏବଂ ନିଜ ଅଭିନୟ ର ଯାଦୁ ରେ ସେ ସଫଳତା ଏବଂ ପରିଚୟ ହାସଲ କରିଛନ୍ତି। ତେବେ ବିବେକ ଙ୍କ ଶଳା ଆଦିତ୍ୟ ଜଣେ ବଡ ବ୍ୟବସାୟୀ। ତେବେ ଦୁହେଁ ଦୁହିଁଙ୍କୁ ଖୁବ ସମ୍ମାନ ଦେବା ସହ ଦୁହିଁଙ୍କୁ ଖୁବ ଭଲ ମଧ୍ୟ ପାଆନ୍ତି। ତେବେ ଅସୁବିଧା ସମୟରେ ଦୁହେଁ ଏକାଠି ତାର ସାମ୍ନା କରିଥାନ୍ତି।

୨- ଦ୍ଵିତୀୟ ଯୋଡି ହେଉଛି ଅଭିଷେକ ଵଚନ ଏବଂ ଆଦିତ୍ୟ ରୟ। ତେବେ ବଲିଉଡ ର ବିଗ ବି ଙ୍କ ପୁଅ ଅଭିଷେକ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ତାଙ୍କ ଅଭିନୀତ ସିନେମା କୁ ମଧ୍ୟ ପସନ୍ଦ କରୁଥିବେ। ତେବେ ଅଭିଷେକ ଙ୍କ ପତ୍ନୀ ଐଶ୍ୱର୍ଯ୍ୟ ଙ୍କ ଭାଇ ହେଉଛନ୍ତି ଆଦିତ୍ୟ ରୟ।


ତେବେ ଆଦିତ୍ୟ ଜଣେ ପ୍ରଯୋଜକ ଏବଂ ସେ ଅନେକ ସିନେମା ମଧ୍ୟ ବନେଇ ସାରିଛନ୍ତି। ତେବେ ଦୁହିଁ ଶଳା ଭିଣେଇ ଙ୍କ ସମ୍ପର୍କରେ ଖୁବ ଭଲ ସଂପର୍କ ଅଛି ଦୁହେଁ ପରସ୍ପରକୁ ଖୁବ ସମ୍ମାନ ମଧ୍ୟ ଦେଇଥାନ୍ତି।  ତେବେ ଦୁହେଁ ଖୁବ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି।


୩- ତୃତୀୟ ଯୋଡି ହେଉଛି ସୈଫ ଅଲ୍ଲୀ ଖାନ ଏବଂ କୁନାଲ। ତେବେ ବଲିଉଡ ର ନବାଵ ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ ଏବଂ ତାଙ୍କର ଅଭିନୀତ ଅନେକ ସିନେମା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ତେବେ ସୈଫ ଙ୍କ ଭଉଣୀ ସୋହା ଅଲ୍ଲୀ ଙ୍କୁ ବିବାହ କରିଛନ୍ତି ଅଭିନେତା କୁନାଲ। ତେବେ ଏହି ଶଳା ଭିଣେଇ ଯୋଡି କୁ ଲୋକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି ଦୁହେଁ ପରସ୍ପରକୁ ଖୁବ ସମ୍ମାନ ଦେବା ସହ ଖୁବ ଭଲ ପାଇବା ମଧ୍ୟ ଦେଇଥାନ୍ତି ଏହା ସହ କୁନାଲ ସୈଫ ଙ୍କ ସବୁ କଥା କୁ ମଧ୍ୟ ମାନି ଥାଆନ୍ତି।


୪- ଚତୁର୍ଥ ଯୋଡି ହେଉଛି ସଲମାନ ଖାନ ଏବଂ ଆୟୁଷ ଶର୍ମା। ତେବେ ବଲିଉଡ ର ଦବଙ୍ଗ ଏବଂ ଭାଇଯାନ ସଲମାନ ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ ତେବେ ସଲମାନ ଙ୍କ ଛୋଟ ଭଉଣୀ ଅର୍ପିତା ଙ୍କୁ ବିବାହ କରିଥିଲେ ଆୟୁଷ। ତେବେ ନିଜ ଭିଣେଇ ଆୟୁଷ ଙ୍କ ପାଇଁ ତାଙ୍କ ଶଳା ସଲମାନ ଫିଲ୍ମ ପ୍ରସ୍ତୁତ କରି ସେଥିରେ ହିରୋ ଭାବରେ ଲଞ୍ଚ ମଧ୍ୟ କରିଥିଲେ। ତେବେ ଦୁହିଁ ଶଳା ଭିଣେଇ ଙ୍କ ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି।


୫- ପଞ୍ଚମ ଯୋଡି ହେଉଛି ଅଜୟ ଦେବଗନ ଏବଂ ମନିଷ ବେଲ। ତେବେ ବଲିଉଡ ର ସିଙ୍ଗମ ଅଜୟ ଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ ତେବେ ଅଜୟ ଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କ ସିନେମା କୁ ମଧ୍ୟ ବହୁତ ଭଲ ପାଇବା ଦେଇଥାନ୍ତି। ତେବେ ଅଜୟ ଙ୍କ ପତ୍ନୀ କାଜଲ ଙ୍କ ମାଉସୀ ପୁଅ ଭାଇ ହେଉଛନ୍ତି ମନୀଷ୍। ତେବେ ଦୁହେଁ ଏକାଠି ଅନେକ ସିନେମା ମଧ୍ୟ କରିଛନ୍ତି ଏବଂ ରିୟଲ ଲାଇଫ ରେ ବହୁତ ଭଲ ବଣ୍ଡିଙ୍ଗ ମଧ୍ୟ ସେୟାର କରନ୍ତି ଦୁହେଁ ଲାଇମ ଲାଇଟ ରୁ ରହି ନିଜ ର ବ୍ୟକ୍ତିଗତ ସମୟ କୁ ଅନୁଭଵ କରିଥାନ୍ତି।

ତେବେ ଆଶା କରୁଛି ଏହି ବିଷୟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ଏବଂ ନିଜର ମତାମତ ଆମକୁ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *