ଏମାନେ ହେଲେ Bollywood ର 4 ଜଣ ସବୁଠୁ ଗେଡା Actress, ହାଇଟ ସିନା କମ କିନ୍ତୁ ଆକଟିଂ ଜବରଦସ୍ତ ! ନମ୍ବର 3 ତ ସମସ୍ତଙ୍କ ଫେବରେଟ

ନମସ୍କାର ବନ୍ଧୁଗଣ ଆପଣ ମାନେ ସବୁବେଳେ ଏହି ବଲିଉଡ ଇଣ୍ଡଷ୍ଟ୍ରୀ ର ଚମକ ରେ ହଜି ଯାଇ ଥାଆନ୍ତି। ସମସ୍ତଙ୍କ ସୌନ୍ଦର୍ଯ୍ୟ ରେ ମଧ୍ୟ ମଗ୍ନ ହୋଇ ଯାଇଥାନ୍ତି। ତେବେ ବେଳେବେଳେ କିଛି ଅଭିନେତ୍ରୀ ମାନଂକୁ ଲୋକ ମାନଙ୍କ ର ଟ୍ରୋଲ ର ଶିକାର ହେବାକୁ ପଡ଼ିଥାଏ। ସେ ହୁଏତ ତାଙ୍କ ଅଜବ ପୋଷାକ ପାଇଁ ହେଉ କିମ୍ବା ମେକଆପ। ତେବେ କଣ ଜାଣିଛନ୍ତି କିଛି କଳାକାର ଏଭଳି ଅଛନ୍ତି ଯିଏ କି ନିଜର ଉଚ୍ଚତା ଯୋଗୁଁ ଟ୍ରୋଲ ର ଶିକାର ହୋଇଛନ୍ତି। ତେବେ ଆସନ୍ତୁ ଜାଣିନେବା ବଲିଉଡ ର କିଛି ଉଚ୍ଚତା କମ ଥିବା ଅଭିନେତ୍ରୀ ମାନଙ୍କ ବିଷୟ ରେ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଆଲିଆ ଭଟ୍ଟ। ତେବେ ଆଲିଆ ବର୍ତ୍ତମାନ ର ବଲିଉଡ ର ସବୁଠାରୁ ଦାମୀ ଅଭିନେତ୍ରୀ। ଲୋକମାନେ ତାଙ୍କ ଅଭିନୟ କୁ ଖୁବ ପସନ୍ଦ କରୁଛନ୍ତି ତାଂକର ପ୍ରଶଂସା ମଧ୍ୟ କରୁଛନ୍ତି। ତେବେ ସେ ଗୋଟିଏ ପରେ ଗୋଟିଏ ହିଟ ସିନେମା ବଲିଉଡ କୁ ପ୍ରଦାନ କରିବାରେ ଲାଗିଛନ୍ତି। ତେବେ ଆପଣ କଣ ତାଙ୍କ ଉଚ୍ଚତା ବିଷୟ ରେ ଜାଣିଛନ୍ତି। ତେବେ ତାଙ୍କ ଉଚ୍ଚତା ହେଉଛି ପାଞ୍ଚ ଫୁଟ ତିନି ଇଞ୍ଚ।

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି କାଜଲ। ତେବେ ନବେ ଦଶକ ର ସବୁଠାରୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି କାଜଲ। ତାଙ୍କର ମଜାଦାରିଆ ଅନ୍ଦାଜ କୁ ଲୋକମାନେ ଖୁବ ପସନ୍ଦ କରନ୍ତି। ତେବେ ସେ ନବେ ଦଶକରେ ବଲିଉଡ କୁ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି ଏବଂ ଯାହା କି ଲୋକମାନେ ଆଜି ବି ସେହି ସିନେମା କୁ ମନେ ରଖିଛନ୍ତି। ତେବେ କାଜଲ ଙ୍କ ପ୍ରକୃତ ଉଚ୍ଚତା ହେଉଛି ପାଞ୍ଚ ଫୁଟ ଚାରି ଇଞ୍ଚ।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ରାଣୀ ମୁଖାର୍ଜୀ। ନବେ ଦଶକ ର ସଫଳ ଅଭିନେତ୍ରୀ ମଧ୍ୟରେ ରାଣୀ ହେଉଛନ୍ତି ଅନ୍ୟତମ ତାଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରନ୍ତି ତେବେ କିନ୍ତୁ ନିଜର ଉଚ୍ଚତା ପାଇଁ ବହୁତ ଟ୍ରୋଲ ର ଶିକାର ମଧ୍ୟ ହୋଇଛନ୍ତି ତେବେ କିନ୍ତୁ ନିଜର ଅଭିନୟ ରେ ସେ ସମସ୍ତଙ୍କ ମୁହଁ କୁ ବନ୍ଦ କରିଛନ୍ତି ତେବେ ତାଙ୍କ ଉଚ୍ଚତା ହେଉଛି ପାଞ୍ଚ ଫୁଟ ଦୁଇ ଇଞ୍ଚ।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ବିଦ୍ୟା ବାଲନ। ତେବେ ବିଦ୍ୟା ସବୁବେଳେ କୌଣସି ନା କୌଣସି କଥା କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି। ତେବେ ସେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ତେବେ ତାଙ୍କ ଉଚ୍ଚତା ହେଉଛି ପାଞ୍ଚ ଫୁଟ ତିନି ଇଞ୍ଚ ତେବେ ଲୋକମାନେ ଉଚ୍ଚତା ସହିତ ତାଙ୍କ ଓଜନ କୁ ନେଇ ମଧ୍ୟ ଟ୍ରୋଲ କରିଥାନ୍ତି।

୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ଜୟା ଵଚନ। ତେବେ ନିଜ ସମୟର ଜଣେ ଲୋକପ୍ରିୟ ଏବଂ ହିଟ ସିନେମା ପ୍ରଦାନ କରୁଥିବା ଅଭିନେତ୍ରୀ ହେଲେ ଜୟା। ତେବେ ଜୟା ଵଚନ ଙ୍କ ଉଚ୍ଚତା ହେଉଛି କେବଳ ପାଞ୍ଚ ଫୁଟ ଦୁଇ ଇଞ୍ଚ ତେବେ କିନ୍ତୁ ନିଜ ଉଚ୍ଚତା କମ ହେଲେ ମଧ୍ୟ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ରେ ସେ ସମସ୍ତଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଛନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *