Rani Mukerji ଓ Juhi Chawla ଙ୍କ ସମେତ ଏମାନେ ହେଲେ Bollywood ର ଫେମସ ନଣନ୍ଦ-ଭାଉଜ ଯୋଡି, ନିଜ ଭଉଣୀ ଠାରୁ ବି ଅଧିକ ଅଟନ୍ତି 5 ନମ୍ବର ଯୋଡି

ବନ୍ଧୁଗଣ ଅଭିନେତ୍ରୀ ମାନେ ନିଜର ଜୀବନ ଶୈଳୀ କୁ ନେଇ ବହୁତ ସଚେତ ଥାନ୍ତି। ଏବଂ ମିଡ଼ିଆ ଠାରୁ ସବୁବେଳେ ଦୂରରେ ରହିଥାନ୍ତି। ଏବଂ ଏଥିପାଇଁ ସବୁବେଳେ ଚର୍ଚ୍ଚା ର କେନ୍ଦ୍ର ମଧ୍ୟ ହୋଇ ଥାନ୍ତି। ଏହି ଅଭିନେତ୍ରୀ ମାନେ ନିଜ ସିନେମା ରେ ଭଲ ବୋହୁ ଭଲ ଝିଅ ଆଦି ର ଅଭିନୟ କରିଥାନ୍ତି ଏବଂ ଭାଉଜ ନଣନ୍ଦ ଙ୍କ ଯୋଡି ମଧ୍ୟ ଖୁବ ସୁନ୍ଦର ଭାବରେ ପରିବେଷଣ କରିଥାନ୍ତି ତେବେ ଏହା ବାସ୍ତବରେ ସତ ନା ନାହିଁ ଚାଲନ୍ତୁ ଜାଣି ନେବା।

୧- ପ୍ରଥମ ଭାଉଜ ନଣନ୍ଦ ଙ୍କ ଯୋଡି ହେଲା ସିନେମା ଜଗତ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କା ଭାରତୀୟ ଦଳ ର ଅଧିନାୟକ ବିରାଟ କୋହଲି ଙ୍କୁ ୨୦୧୭ ରେ ବିବାହ କରିଥିଲେ। ଅନୁଷ୍କା ନିଜର ନଣନ୍ଦ ଭାବନା ଙ୍କ ସହ ବହୁତ ଭଲ ସମ୍ପର୍କ ଅଛି। ଭାବନା ଜଣେ ଗୃହିଣୀ। ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ନିଜ ନଣନ୍ଦ ଙ୍କ ସହ ଫୋଟୋ ପୋଷ୍ଟ କରିଥାନ୍ତି ସେହିଥିରୁ ସେମାନଙ୍କ ଭିତରେ ଥିବା ନିବିଡ଼ ସମ୍ପର୍କ ବିଷୟରେ ଆମେ ଜାଣି ପାରୁ।

୨- ଦ୍ୱିତୀୟ ଯୋଡ଼ି ହେଲା ଅଭିନେତା ସାହିଦ ଙ୍କ ପତ୍ନୀ ମିରା ରାଜପୁତ।ମିରା ଙ୍କୁ ତାଙ୍କ ଶାଶୂ ଘରେ ବହୁତ ଭଲ ପାଆନ୍ତି। ତେବେ ତାଙ୍କ ସାନ ନଣନ୍ଦ ରିଆ କପୂର ଙ୍କ ମଧ୍ୟରେ ବହୁତ ଭଲ ଏକତା ଅଛି ଦୁଇ ଜଣ ଦୁଇ ଜଣ ଙ୍କୁ ଖୁବ ପସନ୍ଦ ଓ ଭଲ ପାଇଁ ଥାଆନ୍ତି। ସେମାନେ ପ୍ରାୟ ନିଜ ଫୋଟୋ ସେୟାର କରିଥାନ୍ତି ଏବଂ ଏକାଠି ବୁଲା ବୁଲି ମଧ୍ୟ କରିବାରେ ନଜର ଆସିଛନ୍ତି।

୩- ତୃତୀୟ ଯୋଡ଼ି ହେଉଛନ୍ତି ଦୀପିକା ପାଦୁକନ ଏବଂ ତାଙ୍କ ନଣନ୍ଦ ରୀତିକା। ସେମାନେ ଦୁଇ ଜଣ ନିଜର ଫୋଟୋ କୁ ସୋସିଆଲ ମିଡ଼ିଆ ରେ ପ୍ରାୟତଃ ସେୟାର କରିବାର ଦେଖିବାକୁ ମିଳିଥାଏ ଏବଂ ଦୁଇ ଜଣ ବହୁତ ଖୁସି ମଧ୍ୟ ନଜର ଆସିଥାନ୍ତି। ଏବଂ ବହୁତ ଇଣ୍ଟରଭିଉ ରେ ଦୀପିକା ନିଜ ନଣନ୍ଦ ଙ୍କ ବିଷୟରେ ଚର୍ଚ୍ଚା ମଧ୍ୟ କରିଥାନ୍ତି।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଐଶ୍ଵୟା ଵଚନ ତେବେ ବିଶ୍ଵ ସୁନ୍ଦରୀ ୨୦୦୭ ରେ ଅଭିଷେକ ଙ୍କୁ ବିବାହ କରିଥିଲେ ତେବେ ତାହା ନଣନ୍ଦ ଶ୍ୱେତା ନନ୍ଦା ଙ୍କ ସହ ତାଙ୍କ ବଣ୍ଡିଙ୍ଗ ବହୁତ ଭଲ ଦୁହେଁ ଏକାଠି ବହୁତ ଥର ନଜର ଆସନ୍ତି ଦୁହେଁ ବହୁତ ଭଲ ସମୟ ଏକାଠି ମଧ୍ୟ ବିତାନ୍ତି।

୫- ପଞ୍ଚମ ରେ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ। ରାନି ଆଦିତ୍ୟ ଚୋପ୍ରା ଙ୍କୁ ବିବାହ କରିବା ପରେ ତାଙ୍କର କୌଣସି ନଣନ୍ଦ ନାହାନ୍ତି କିନ୍ତୁ ସେ ନିଜେ ଜଣେ ନଣନ୍ଦ ଏବଂ ନିଜ ଭାଉଜ ଜ୍ୟୋତି ଙ୍କ ସହ ତାଙ୍କର ବହୁତ ଭଲ ସଂପର୍କ ମଧ୍ୟ। ଏହି ଭାଉଜ ଓ ନଣନ୍ଦ ଙ୍କ ଯୋଡି କୁ ବହୁତ ଯାଗା ରେ ବୁଲିବା ଓ ମଜା କରୁଥିବା ର ଦେଖିବାକୁ ମିଳିଥାଏ ଏବଂ ଦୁଇ ଜଣ ନିଜ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବହୁତ ଫୋଟୋ ସେୟାର ମଧ୍ୟ କରିଥାନ୍ତି।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *