ଏମାନେ ହେଲେ Bollywood ର 5 ସବୁଠୁ ଗର୍ବୀ Hero, ଯିଏ ଶୁଟିଙ୍ଗ ସେଟରେ ହିଁ ଦେଖାନ୍ତି ବହୁତ ନଖରା, ନମ୍ବର 5 ଙ୍କ ନାମ ଜାଣିଲେ ତ ବିଶ୍ଵାସ ହେବ ନାହିଁ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ବଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ଜାଣିଥିବେ ଏବଂ ତାଙ୍କ ସିନେମା ଦେଖିବାକୁ ମଧ୍ୟ ପସନ୍ଦ କରୁଥିବେ ତେବେ ଆପଣ ମାନେ କଣ ଜାଣିଛନ୍ତି କି ଏହି ଅଭିନେତା ମାନଙ୍କ ମଧ୍ୟରୁ କିଛି ଅଭିନେତା ଏପରି ଅଛନ୍ତି ଯେଉଁ ମାନଙ୍କୁ ଗର୍ବୀ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତା ମାନେ କିଏ ଏବଂ ଜାଣିନେବା ତାଙ୍କ ବିଷୟ ରେ।


୧- ପ୍ରଥମ ଅଭିନେତା ହେଉଛନ୍ତି ସାହାରୁଖ ଖାନ। ତେବେ ସାହାରୁଖ ବଲିଉଡ ର କିଂଗ ବୋଲି ମଧ୍ୟ ତାଙ୍କୁ କୁହାଯାଏ ଏବଂ ତାଙ୍କ ସିନେମା କୁ ଦେଖିବା ପାଇଁ ଲୋକମାନେ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି। ତେବେ ସାହାରୁଖ ଙ୍କୁ ଗର୍ବୀ ଅଭିନେତା ସେଥିପାଇଁ କୁହାଯାଏ କାରଣ ସେ ନିଜ ସୁଟିଂ ସେଟ ରେ କେବେବି ଠିକ ସମୟରେ ପହଞ୍ଚି ନାହାନ୍ତି ଏବଂ ସେଥିପାଇଁ ଅନେକ ଥର ଫିଲ୍ମ ର ସୁଟିଙ୍ଗ କୁ ଅଟକାଇ ଦିଆ ଯାଇଛି ମଧ୍ୟ।


୨- ଦ୍ଵିତୀୟ ଅଭିନେତା ହେଉଛନ୍ତି ଆମୀର ଖାନ।ତେବେ ଆମୀର ଖାନ ଙ୍କୁ ମିଷ୍ଟର ପରଫେକସନ କୁହାଯାଏ। ତେବେ ଆମୀର ବର୍ଷ କୁ ଗୋଟିଏ ମାତ୍ର ସିନେମା କରିଥାନ୍ତି। ଏବଂ ସେ ନିର୍ଦେଶକ ଙ୍କ ଅନୁସାରେ ଯାଆନ୍ତି ନାହିଁ ନିଜର ଇଚ୍ଛା ରେ ସୁଟିଙ୍ଗ କରନ୍ତି।


୩- ତୃତୀୟ ଅଭିନେତା ହେଉଛନ୍ତି ହୃତିକ ରୋଶନ। ତେବେ ହୃତିକ ଆମ ବଲିଉଡ ର ଜଣେ ସୁନ୍ଦର ଅଭିନେତା ଏବଂ ଡାନ୍ସର। ତେବେ ତାଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି କିନ୍ତୁ ତାଙ୍କୁ ଗର୍ବୀ ବୋଲି ମଧ୍ୟ କୁହାଯାଏ କାରଣ ସେ ଆଠ ଘଂଟା ରୁ ଅଧିକ ସୁଟିଙ୍ଗ କରନ୍ତି ନାହିଁ ଏବଂ ଅଧିକ ସମୟ ସୁଟିଙ୍ଗ କଲେ ଅଧିକ ପଇସା ମଧ୍ୟ ମାଗନ୍ତି।


୪- ଚତୁର୍ଥ ଅଭିନେତା ହେଉଛନ୍ତି ସଲମାନ ଖାନ। ତେବେ ବଲିଉଡ ର ଭାଇଯାନ ଙ୍କୁ ମଧ୍ୟ ଗର୍ବୀ କଳାକାର କୁହାଯାଏ କାରଣ ସେ ସବୁବେଳେ ନିଜ ଇଚ୍ଛାରେ କାମ କରନ୍ତି କାହାକୁ ବି କିଛି ବି କହି ଦିଅନ୍ତି। ତେବେ କୁହାଯାଏ ଏହି କାରଣ ଯୋଗୁଁ ତାଙ୍କର ବ୍ରେକଆପ ମଧ୍ୟ ହୋଇଛି।


୫- ପଞ୍ଚମ ରେ ହେଉଛନ୍ତି କପିଲ ଶର୍ମା। ତେବେ ହାସ୍ୟ କଳାକାର କପିଲ ବଲିଉଡ ରେ ନୂଆ ନୂଆ ପାଦ ଦେଇଛନ୍ତି ଏବଂ ତାଙ୍କ ସିନେମା ହିଟ ମଧ୍ୟ ହୋଇଛି। ତେବେ ତାଙ୍କୁ ଗର୍ବୀ ଏଥି ପାଇଁ କୁହାଯାଏ କାରଣ ସେ ନିଜ ସେଟ ରେ ନିଜ ସହ ସାଥି ଙ୍କ ସହ ଭଲ ବ୍ୟବହାର କରନ୍ତି ନାହିଁ। ତେବେ ଲେଖା ଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ। ତେବେ ଏହି ଲେଖା ଆପଣଙ୍କ ମତାମତ ନିଶ୍ଚିତ ଆମକୁ କମେନ୍ଟ କରି ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *